"କାମାକ୍ଷା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ 182.76.35.202 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ PsubhashishBotଙ୍କ ଦେଇ କରାଯାଇଥି...
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୩୪ କ ଧାଡ଼ି:
'''କାମାକ୍ଷା ମନ୍ଦିର''', [[ଆସାମ]]ର ରାଜଧାନୀ [[ଦିଶପୁର]]ରୁ ୧୦ କି.ମି ଦୂର [[ବ୍ରହ୍ମପୁତ୍ର ନଦୀ]] କୂଳରେ [[ଗୁଆହାଟୀ]] ସହରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର, ଏଠାରେ ମାଆ [[କାମାକ୍ଷା]] ପୂଜା ପାଉଛନ୍ତି । ୫୧ [[ଶକ୍ତି ପୀଠ]] ମଧ୍ୟରେ ଏହା ଅନ୍ୟତମ । ରଜୋବତୀ ହେଉଥିବା ଦେବୀମାନଙ୍କ ମଧ୍ୟରେ ପ୍ରମୁଖ ରୂପେ ପରିଗଣିତା ହୁଅନ୍ତି କାମାକ୍ଷାଦେବୀ । କାମାକ୍ଷା ପୀଠ ହେଉଛି ଯୋନି ପୀଠ ।
==ପୌରାଣିକ==
ପୌରାଣିକ କଥାନୁଯାୟୀ [[ଦକ୍ଷ]] ଯଜ୍ଞରେ ସତୀ ଝାସ ଦେବା ପରେ ତାଙ୍କର ଶବକୁ ଧରି [[ଶିବ]] ଯେତେବେଳେ ତାଣ୍ଡବ ନୃତ୍ୟ ଆରମ୍ଭ କଲେ ସେଥିରେ [[ପୃଥିବୀ]] ଧ୍ଵଂସଧ୍ବଂସ ପାଇ ଯିବାର ଆଶଙ୍କା ସୃଷ୍ଟି ହେଲା । ତେଣୁ [[ସୁଦର୍ଶନ]] ଚକ୍ର ପ୍ରେରଣ କରି ଭଗବାନ [[ବିଷ୍ଣୁ]] ସତୀଙ୍କର ଶବକୁ ଖଣ୍ଡ ବିଖଣ୍ଡିତ କରିଦେଲେ । ସତୀଙ୍କର ଏହି ଖଣ୍ଡବିଖଣ୍ଡିତ ଅଙ୍ଗ ଯେଉଁସବୁ ସ୍ଥାନରେ ନିପତିତ ହେଲା ସେହିସବୁ ସ୍ଥାନ ଶକ୍ତି ପୀଠ ଭାବରେ ପରିଗଣିତ ହେଲା। ଏଠାରେ ସତୀଙ୍କର ଗୃହୟାଙ୍ଗ ବା ମହାମୁଦ୍ରା ନିପତିତ ହୋଇଥିଲା। ତେଣୁ ଏହାକୁ ମହା ବା ଯୋନି ପୀଠ କୁହାଗଲା। ଏହି ପୀଠ ସହିତ ଦେବୀ କାମାକ୍ଷା ରଜସ୍ଵଳାରଜସ୍ବଳା ହେବାର ବିଧି ଜଡିତ । <ref>J.S. Hawley, ''Sati, the Blessing and the Curse.'' Oxford University Press (New York: 1994). p. 50-1.</ref><ref>{{cite book |last= (Translator)|first= [[Max Müller|F. Max Muller]] |authorlink= |title= The Upanishads, Vol I |url= |accessdate= |date= June 1, 2004|publisher= Kessinger Publishing, LLC |location= | ISBN= 1419186418|page=}}</ref><ref>{{cite book |last= (Translator)|first= [[Max Müller|F. Max Muller]] |authorlink= |title= The Upanishads Part II: The Sacred Books of the East Part Fifteen |url= |accessdate= |date= July 26, 2004|publisher= Kessinger Publishing, LLC |location= | ISBN= 1417930160|page=}}</ref><ref>{{cite web|title=Kottiyoor Devaswam Temple Administration Portal|url=http://kottiyoordevaswom.com/|work=http://kottiyoordevaswom.com/|publisher=Kottiyoor Devaswam|accessdate=20 July 2013}}</ref>
 
ଗୁଆହାଟୀ ନଗରୀର ଅନ୍ୟ ନାମ କାମରୂପା। [[କାମଦେବ]] ଶିବଙ୍କ ତପସ୍ୟା ଭଙ୍ଗ କରିଥିଲେ।ଏଥିରେ ଶିବ କ୍ରୋଧିତ ହୋଇ କାମଦେବଙ୍କୁ ଚାହିଁବାରୁ ତାଙ୍କ ତୃତୀୟ ନେତ୍ରର ଅଗ୍ନିରେ କାମଦେବ ଭସ୍ମ ହୋଇଗଲେ । କାମଦେବଙ୍କ ପତ୍ନୀ [[ରତି ଦେବୀ]] ଶିବଙ୍କୁ ପୂଜା କରି ତାଙ୍କୁ ସନ୍ଟୁଷ୍ଟ କଲେ ଓ ଏବଂ ପତିଙ୍କ ନୂତନ ରୂପ ପାଇଁ ପ୍ରାର୍ଥନା କଲେ । ଶିବ ରତିଙ୍କ ପ୍ରାର୍ଥନାରେ ସନ୍ଟୁଷ୍ଟ ହୋଇ କାମଦେବଙ୍କୁ ନୂତନ ରୂପ ପ୍ରଦାନ କଲେ । କାମଦେବଙ୍କ ନାମରୁ ଗୁଆହାଟୀ ନଗରର ନାମ କାମରୂପ ଭାବରେ ଖ୍ୟାତ ହେଲା ।
୪୨ କ ଧାଡ଼ି:
[[File:Ambubachi Mela by Vikramjit Kakati.jpg|thumb|Gathering of people at Ambubashi Mela at India's Kamakhya Temple .]]
 
[[ଆଷାଢ଼]] ମାସ ସପ୍ତମୀ [[ତିଥି]]ରେ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ ଜମିଥାଏ ଏହି ପୁଷ୍କରିଣୀରେ । ତିନିଦିନ ଧରି ଏହି ପୁଷ୍କରିଣୀ ରକ୍ତ ବର୍ଣ୍ଣ ହୋଇ ଯାଇଥାଏ। ଏହା ଦେବୀଙ୍କ ରଜସ୍ଵଳାରଜସ୍ବଳା ହେବାର ସଙ୍କେତ ବୋଲି ବିଶ୍ଵାସବିଶ୍ବାସ । ଏହି ତିନିଦିନ ଧରି ମୂଖ୍ୟ ମନ୍ଦିର ପହଡ଼ ପଡ଼ିଥାଏ । ପୋଖରୀର ଏହି ରକ୍ତ ରଙ୍ଗର ଜଳକୁ ପ୍ରସାଦ ଭାବି ଭକ୍ତମାନେ ଗ୍ରହଣ କରିଥାନ୍ତି । ଚତୁର୍ଥ ଦିନରେ ଦେବୀଙ୍କର ଶୁଦ୍ଧସ୍ନାନ ହେବାପରେ ମନ୍ଦିର ଶୋଭାପାଏ। ଏହି ଦିନ କୁଆଁରୀମାନଙ୍କୁ ଭୋଜନ କରାଇଲେ ମନୋସ୍କାମନା ପୂରଣ ହୋଇଥାଏ ବୋଲି ଭକ୍ତମାନେ ବିଶ୍ଵାସବିଶ୍ବାସ ରଖିଛନ୍ତି। କାମାକ୍ଷା ଦେବୀଙ୍କର [[ନବରାତ୍ର]] ପାଳନ ହୁଏ । ଏହି ସମୟରେ ଦେବୀ କାମାକ୍ଷା ରୂପବତୀ ହୁଅନ୍ତି ବୋଲି ବିଶ୍ଵାସବିଶ୍ବାସ ରହିଛି । ଏହି ସମୟରେ ଦେବୀଙ୍କର ତ୍ରିଦିବସ ବ୍ୟାପୀ ପୂଜା ହୁଏ । ଏହି ତ୍ରିଦିବସରେ ପୂଜାକୁ ଆତ୍ମଭାସି ଉତ୍ସବ ବା ଅମ୍ବୁବଚି ମେଳା କୁହାଯାଏ । <ref name="ab">{{cite web|url=http://www.boloji.com/wfs/wfs082.htm|title=Celebrating The Divine Female Principle|last=Chawla|first=Janet|date=Sep 16, 2002|publisher=Boloji.com|accessdate=30 April 2014| archiveurl= http://web.archive.org/web/20100131031243/http://boloji.com/wfs/wfs082.htm| archivedate= 31 January 2010 <!--DASHBot-->| deadurl= no}}</ref><ref name="cd">{{cite web|url=http://www.bharatonline.com/assam/fairs/ambubachi-mela.html|title=Ambubachi Fair|publisher=Bharatonline.com|accessdate=30 April 2014| archiveurl= http://web.archive.org/web/20100106141221/http://www.bharatonline.com/assam/fairs/ambubachi-mela.html| archivedate= 6 January 2010 <!--DASHBot-->| deadurl= no}}</ref><ref name="ef">{{cite web|url=http://360degreeworld.com/tantrics-flock-to-mystic-fair-of-assam/|title=A Mystic Festival To Draw Thousands|last=Admin|date=Sep 17, 2009|publisher=360degreeworld.com|accessdate=30 April 2014}}</ref>
==ଆଧାର==
{{ଆଧାର}}