"କଳିଙ୍ଗ ଲିଟରାରି ଫେଷ୍ଟିଭାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୫ କ ଧାଡ଼ି:
|logo =
|image =
|location = ମେଫେୟାର ଲେଗୁନ, ଭୁବନେଶ୍ଵରଭୁବନେଶ୍ବର
|years_active = ୨୦୧୩ – ବର୍ତ୍ତମାନ ପର୍ଯ୍ୟନ୍ତ
|dates = 10–11-12 June 2017
୧୫ କ ଧାଡ଼ି:
 
== ଲକ୍ଷ୍ୟ ==
[[ଭୁବନେଶ୍ଵରଭୁବନେଶ୍ବର]]ର ସାହିତ୍ୟ ସ୍ରଷ୍ଟାମାନଙ୍କୁ ନେଇ ଏକ ଉତ୍ସବ ପାଳନ କରିବାକୁ କଳିଙ୍ଗ ଲିଟରାରି ଫେସ୍ଟିଭାଲର ଲକ୍ଷ ରଖିବା ସହିତ ଓଡ଼ିଶା, ଭାରତ ଓ ପୃଥିବୀର ସର୍ବୋତ୍ତମ ସାହିତ୍ୟ ରଥୀମାନଙ୍କ ସହିତ ବାର୍ତ୍ତାଳାପ କରିବା ସୁଯୋଗ ପ୍ରଦାନ କରେ । ଏହି ଉତ୍ସବରେ ଲେଖକ, ରାଜନୀତିଜ୍ଞ, ସାମାଜିକ କାର୍ଯ୍ୟକର୍ତ୍ତା, କାନୁନ ସ୍ରଷ୍ଟା, ସରକାରୀ ଅଫିସର, କର୍ପୋରେଟ ନେତା, ଛାତ୍ର ଓ ସମାଜର ପ୍ରତ୍ୟେକ କ୍ଷେତ୍ରର ଲୋକଙ୍କ ସହିତ ଉତ୍ସବର ଏକ ଉଦ୍ଦାମ ପରିବେଶରେ ମତ ବିନିମୟର ସୁଯୋଗ ସୃଷ୍ଟି ହୁଏ ।
 
== ଇତିହାସ ==
୨୫ କ ଧାଡ଼ି:
 
 
'''ଦ୍ଵିତୀୟଦ୍ବିତୀୟ କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲ ୨୦୧୫''':<ref>Odisha Foundation organizes Kalinga Literary Festival 2015 http://www.odishanewsinsight.com/odisha/odisha-foundation-organizes-kalinga-literary-festival-2015/</ref> ସାହିତ୍ୟର ପ୍ରତିଫଳନ Literature as Reflection
[[File:Sir William Mark Tully inagurates Kalinga Literary Festival 2015.jpg|thumb|ସାର ଉଇଲିୟମ ମାର୍କ ଟୁଲି, ପ୍ରତିଭା ରାୟ, ଦେବୀ ପ୍ରସନ୍ନ ପଟ୍ଟନାୟକ, ଅଶୋକ ଚନ୍ଦ୍ର ପଣ୍ଡା ଏହି ଉତ୍ସବକୁ ଉନ୍ମୋଚନ କରିଥିଲେ ।]]
 
ମୁଖ୍ୟ ଅଧିବେଶନରେ <ref>Great Debates Ensue at 1st Day of Kalinga Literary Festival : Literature has great role in Nation Building, http://odiapua.com/en/great-debates-ensue-at-1st-day-of-kalinga-literary-festival-literature-has-great-role-in-nation-building/ </ref> ଅନେକ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଥିଲା ଯେପରିକି ପ୍ରେମ ଓ ଚଳନ୍ତି ସାହିତ୍ୟ, ଚଳନ୍ତି ସାହିତ୍ୟରେ ମହିଳାତ୍ଵମହିଳାତ୍ବ, ସମାନ୍ତର ସିନେମା ଓ ପ୍ରଚଳିତ ସାହିତ୍ୟ, ଦଳିତ ଓ ଆଦିବାସୀ ସାହିତ୍ୟ, ମିଡିଆ, ମିଡିମ, ମେସେଜ ଓ ସାହିତ୍ୟ ବନାମ ଇଂରାଜୀ ସାହିତ୍ୟ ଓ ଅନେକ ଆନୁସଙ୍ଗିକ ବିଷୟ ।<ref>Kalinga Literary Festival 2015 announced, 50 Prominent speakers to attend KLF on May 17 at Bhubaneswar, http://orissadiary.com/CurrentNews.asp?id=59022</ref>
 
'''ତୃତୀୟ କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲ ୨୦୧୬''':<ref>Great Debates Ensue at 1st Day of Kalinga Literary Festival, http://www.orissadiary.com/CurrentNews.asp?id=67741</ref> ସାହିତ୍ୟ ଓ ଗଣତନ୍ତ୍ର ।
 
[[File:KLF 2016 Inagarion.jpg|thumb|ତୃତୀୟ କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲ ୨୦୧୬ର ଉଦଘାଟନ । ସୁବ୍ରନିଅମ ସ୍ଵାମୀସ୍ବାମୀ, ମଣିଶଙ୍କର ଆୟାର, ହରପ୍ରସାଦ ଦାସ, ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ କେଏଲଏଫ ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପରିଡ଼ା ।]]
 
ଅଧିବେଶନର ମୂଖ୍ୟ କେନ୍ଦ୍ର ଥିଲା: ସାହିତ୍ୟର ବିକାଶ ଓ ଗଣତାନ୍ତ୍ରିକ ତାତ୍ପର୍ଯ୍ୟ ।<ref>Times of India (15 June 2016)'Literature and Democracy' focus at Kalinga lit fest http://timesofindia.indiatimes.com/city/bhubaneswar/Literature-and-Democracy-focus-at-Kalinga-lit-fest/articleshow/52766581.cms</ref>
୪୫ କ ଧାଡ଼ି:
 
== ଜାତୀୟ ବିତର୍କରେ କେଏଲଏଫ ==
[[ସୁବ୍ରମନିଅମ ସ୍ଵାମୀସ୍ବାମୀ]] ସନ ୨୦୧୬ର କେଏଲଏଫ ସଭାରେ ‘ଭାରତର ଏକତାରେ ସାହିତ୍ୟର ଆବଶ୍ୟକତା’ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ <ref>BJP Leader Subramanian Swamy Says India Must Celebrate Its Unity, NDTV, 18 June 2016, http://www.ndtv.com/india-news/bjp-leader-subramanian-swamy-says-india-must-celebrate-its-unity-1420642</ref> ଓ ଏକାଧାରରେ ଏକ ଲକ୍ଷ୍ମଣରେଖାର ଆବଶ୍ୟକତା କଥା କହିଥିଲେ ।<ref>Literature must have a Lakshman Rekha: Subramanian Swamy, Indian Express, 19 June 2016, http://indianexpress.com/article/india/india-news-india/literature-must-have-a-lakshman-rekha-subramanian-swamy-2861754/</ref> ବାମପନ୍ଥୀ ଭାବଧାରାରୁ ସାହିତ୍ୟକୁ ମୁକ୍ତ କରିବାକୁ ଯୁକ୍ତି କରିଥିଲେ ।<ref>Literature must be liberated from impact of Left ideology, says Swamy, http://www.deccanchronicle.com/nation/current-affairs/180616/literature-must-be-liberated-from-impact-of-left-ideology-says-swamy.html</ref> ଏହାକୁ [[ମଣି ଶଙ୍କର ଆୟାର]] ବିରୋଧ କରି ତାହାକୁ ଫାଲତୁ କଥା କହିଥିଲେ ।
<ref>Subramanian Swamy usually talks 'rubbish': Mani Shankar Aiyar, First Post, 18 June 2016, http://www.firstpost.com/politics/subramanian-swamy-usually-talks-rubbish-mani-shankar-aiyar-2842860.html</ref> ଏକତା, ବିଭିନ୍ନତା, ଲକ୍ଷ୍ମଣରେଖା ଓ ସାହିତ୍ୟର ମୁକ୍ତ ବା ସ୍ଵସ୍ବ ଚାଳିତ ହେବାକୁ ଦେବା ଉପରେ ଜାତୀୟ ବିତର୍କର ଆବଶ୍ୟକତା କଥା କହିଥିଲେ ।
 
== ଆଧାର ==