"କବି ପ୍ରସାଦ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ remove religion from person
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୩୦ କ ଧାଡ଼ି:
 
==ବାଲ୍ୟ ଜୀବନ ଓ ଶିକ୍ଷା==
ଡା. କବି ପ୍ରସାଦ ୧୯୩୮ ମସିହାର ରାକ୍ଷୀ ପୂର୍ଣ୍ଣିମା ତିଥିରେ କଟକର କାଜୀବଜାରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ ପୂର୍ଣଚନ୍ଦ୍ର ମିଶ୍ର ଓ ମାତାଙ୍କ ନାମ ଭବାନୀ ଦେବୀ । ଅବସର ପ୍ରାପ୍ତ ପ୍ରଶାସକ ତଥା ଜଗନ୍ନାଥ ସଂସ୍କୃତିର ପ୍ରଚାରକ ରବୀନ୍ଦ୍ର ନାରାୟଣ ଓ ନାଲକୋର ବରିଷ୍ଠ ଅଧିକାରୀ ଦେବୀପ୍ରସାଦ ତାଙ୍କର ଅନ୍ୟ ଦୁଇ ଭ୍ରାତା ଅଟନ୍ତି । ସେ କଟକର ରେଭେନ୍‌ସା କଲିଜିଏଟ ସ୍କୁଲ, ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରି ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ [[ଚଣ୍ଡୀଗଡ଼]]ରୁ ଭେଷଜ ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭକରିଥିଲେ । ସ୍ଵର୍ଗତସ୍ବର୍ଗତ ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କର ଶିଷ୍ୟ ଭାଗରେ, ପିଲାଟିଦିନରୁ ଉତ୍କଳୀୟ ଓ ଭାରତୀୟ କଳା, ସଂସ୍କୃତି, ଧର୍ମ ଓ ସାହିତ୍ୟରେ ତାଙ୍କର ଅନୁରାଗ ରହିଥିଲା ।
 
==ସାମାଜିକ ଓ ବୃତିଗତ ଜୀବନ==
୪୫ କ ଧାଡ଼ି:
 
== ପୁରସ୍କାର ଓ ସମ୍ମାନ ==
* [[ବ୍ରହ୍ମପୁର ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ]]ଦ୍ଵାରାଦ୍ବାରା ସମ୍ମାନୀତ- ୨୦୧୨<ref>http://www.orissabarta.com/index.php?option=com_content&view=article&id=10517:berhampur-university-honour-ten-eminent-citizens-chancellor-confer-honoris-cause-on-17th-convocation&catid=43:education&Itemid=86</ref>
 
== ଆଧାର ==