"ଓଡ଼ିଆ କାବ୍ୟ କବିତା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ରୁ +ରୁ , - କୁ +କୁ ) |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୧ କ ଧାଡ଼ି:
ଓଡ଼ିଆ କାବ୍ୟ କବିତା ନିଜର
* [[ରାଧାନାଥ ରାୟ]] (୧୮୪୮-୧୯୦୮) ପ୍ରଥମ କବି ଯିଏ କି ନମଧ୍ୟବୟ୍ସ୍କିଅ କାବ୍ୟ କବିତାର ପରମ୍ପରା ବଦଳାଇ ଥିଲେ । ସେ ଏକ ନୂତନ ଧାରାରେ କବିତା ରଚନା କରିବା ଆରମ୍ଭ କରିଥିଲେ । ସେ ବିଦେଶରୁ ଶିକ୍ଷା ଅର୍ଜନ କରି ଥିଲେ । ସେ ନଅ ଗୋଟି କାବ୍ୟ ରଚନା କରି ଥିଲେ । ସେ ଏହି ପରି ଅନେକ ବିଷୟବସ୍ତୁ ଉପରେ ଲେଖଲେଖି କରି ଥିଲେ ଯାହା କି ଗ୍ରୀକ ସୂତ୍ରରୁ ଆଧାରିତ । ତାଙ୍କର ଲେଖା ଶୈଳୀରେ ଦେଶଭକ୍ତିର ମିଶ୍ରଣ ଦେଖିବାକୁ ମିଳିଥାଏ ।
|