"ଏକଳିଙ୍ଗଜୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ no summary specified
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
{{Infobox Hindu temple|name=Eklingji, Harihara temple popularly called the Meera temple|image=Meera temple Eklingji.jpg|pushpin_map=<!-- India Rajasthan#India -->|map_caption=Location in Rajasthan|proper_name=Eklingji|country=[[India]]|state=[[Rajasthan]]|district=[[Udaipur district]]|location=Kailash Puri|coordinates_region=IN|coordinates_display=title|primary_deity=Shri Ekling Ji|important_festivals=Eklingji Patotsav, [[Maha Shivaratri]]|number_of_temples=108|date_built=8th Century|creator=Bapa Rawal}}'''ଏକଳିଙ୍ଗଜୀ ମନ୍ଦିର,'''ଭାରତୀୟ ରାଜ୍ୟ ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଏକ ମନିର । ପ୍ରାଚୀନ ମେବାର ରାଜ୍ୟର ଆରାଧ୍ୟା ଦେବତା ରହିଥିବା ଏକଲିଙ୍ଗିଜୀ ମନକ ମନ୍ଦିର ଏକ ବହୁ ପ୍ରାଚୀନ ସ୍ଥାପତ୍ୟ ।  
 
ଏହି ମନ୍ଦିର ପରିସର 971 ମସିହାରେ ନିର୍ମାଣ କାର୍ଯ୍ୟ ପ୍ରଥମେ ହେଇଥିଲା । ମେବାରର ଗୁହିଲା ରାଜବଂଶ ଏହାକୁ ତାଙ୍କର ଆରାଦ୍ୟହୟା ଦେବୀଙ୍କ ସମ୍ମାନାର୍ଥେ ନିର୍ମାଣ କରିଥିଲେ । ଏହାର ସୁନ୍ଦର ସ୍ଥାପତ୍ୟ କଳା କାର୍ଯ୍ୟ ହେଇଥିବା ପରିସର ମଧ୍ୟରେ 108ଟି ମନ୍ଦିର ପ୍ରାଚୀର ମଧ୍ୟରେ ରହିଥିଲା । ମୁଖ୍ୟ ମନ୍ଦିରଟି 15 ଶ ଶତାବ୍ଦୀରେ ନିର୍ମିତ ହେଇଥିଲା । ଏହାକୁ ପୂର୍ବନିର୍ମିତ ମନ୍ଦିରର ଧ୍ବଂଶାବଶେଷ ଉପରେ ନିର୍ମାଣ କରାଯାଇଥିଲା । ଉସ ଉଛ ପ୍ରାଚୀର ବେଷ୍ଟିତ ପରିବେଶ ମଧ୍ୟରେ ଥିବା ନିର୍ମାଣ ସବୁ ମାର୍ବଳ ଓ  ଗ୍ରାନାଇଟ ପ୍ରସ୍ତରରେ ନିର୍ମିତ ହେବା ସହ ଦ୍ଵିତଳଦ୍ବିତଳ ବିଶିଷ୍ଟ ଥିଲା । ପିରାମିଡ ଆକୃତି ତ ଛାତ ସହ ସୁନ୍ଦର ସ୍ତମ୍ବ  ଯୁକ୍ତ ମଣ୍ଡପ ସବୁ ରହି ସେଠାରେ ଚତୁର୍ମୁଖୀ ଭଗବାନ ଶିବଙ୍କ ପ୍ରତିମୂର୍ତି କଳା ମାର୍ବଳରେ ରହିଛି । ଅହି ପରିସର ଭିତରେ ଲକୁଇଶ ମନ୍ଦିର ନାମକ ମନ୍ଦିର 971 ମସିହାରେ ନିର୍ମିତ ହେଇ ସେ ଜାତୀୟ ମନ୍ଦିର ଭିତରେ ଭରତରେ ଏକମାତ୍ର ମନ୍ଦିର ଭାବରେ ରହିଛି । 
 
ଉଦୟପୁର ସହର ଠାରୁ ଉତ୍ତରକୁ 22 କିଲୋମିଟର ଦୂରରେ ଏହି ମନ୍ଦିରକୁ ରାସ୍ତା ପଥରେ ପହଞ୍ଚି ହୁଏ । ଉଦୟଔରର ମହାରାନା ଏହି ମନ୍ଦିରକୁ ଆଗ କାଳରେ ପ୍ରତି ସୋମବାର ଦିନ ଯାଇ ଉପାସନା କରୁଥିଲେ ବୋଲି ଜଣାଯାଇଥାଏ ।