"ଋଷି ପଞ୍ଚମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨୨ କ ଧାଡ଼ି:
|relatedto =
}}
'''ଋଷି ପଞ୍ଚମୀ''' ବ୍ରତ [[ଭାଦ୍ରବ]] ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ । ରଜସ୍ଵଳାରଜସ୍ବଳା ସମୟରେ ମହିଳାମାନେ କରୁଥିବା ତ୍ରୁଟିରୁ ମୁକ୍ତି ପାଇବା ନିମନ୍ତେ ଋଷି ପଞ୍ଚମୀ ବ୍ରତ ପାଳନ କରିଥାନ୍ତି । <ref>{{cite web|title=ମହାଲକ୍ଷ୍ମୀ ପାଳିଲେ ଋଷିପଞ୍ଚମୀ ବ୍ରତ|url=http://www.dharitri.com/epaper/310814/p10.htm|publisher=ଧରିତ୍ରୀ|accessdate=8 March 2017}}</ref>
==ପୌରାଣିକ==
[[ବିଦର୍ଭ]] ଦେଶରେ ଉତ୍ତଙ୍କ ନାମକ ଜଣେ ସଦାଚାରୀ ବ୍ରାହ୍ମଣ ରହୁଥିଲେ। ତାଙ୍କ ପତ୍ନୀ ପତିବ୍ରତା ଥିଲେ। ତାଙ୍କର ଗୋଟିଏ କନ୍ୟା। କନ୍ୟାର ବିବାହ ତାଙ୍କ ସମକକ୍ଷ ଏକ କୁଳଶୀଳ ବର ସହିତ କଲେ। ଦୁର୍ଭାଗ୍ୟବଶତଃ କିଛି ଦିନ ପରେ ତାଙ୍କ କନ୍ୟା ବିଧବା ହୋଇଗଲେ। ଉତ୍ତଙ୍କ ମନଦୁଃଖରେ ନିଜ କନ୍ୟାକୁ ଆଣି ଗଙ୍ଗା ତଟରେ ଏକ କୁଡ଼ିଆ ଘର ତିଆରି କରି ରହିବାକୁ ଲାଗିଲେ। ଥରେ [[ବ୍ରାହ୍ମଣ]] କନ୍ୟା ଶୋଇଥିବା ସମୟରେ ହଠାତ୍ ତାଙ୍କ ଶରୀର ପୋକରେ ଭରିଗଲା। ବ୍ରାହ୍ମଣ କନ୍ୟା ତାଙ୍କ ମା’ଙ୍କୁ ସମସ୍ତ କଥା ଶୁଣାଇଲେ। ପତ୍ନୀ ସ୍ୱାମୀ ଉତ୍ତଙ୍କକୁ କହିଲେ- ମୋ ସାଧ୍ୱୀ କନ୍ୟାର ଏପରି ଦଶା ହେବାର କାରଣ କ’ଣ ? ଉତ୍ତଙ୍କ ସାଧନା ବଳରେ ଜାଣିବାକୁ ପାଇଲେ ଯେ ପୂର୍ବଜନ୍ମରେ ତାଙ୍କ କନ୍ୟା ବ୍ରାହ୍ମଣୀ ଥିଲେ। ସେ ରଜସ୍ୱଳା ହୋଇଥିବା ବେଳେ ବାସନ ସ୍ପର୍ଶ କରିଦେଇଥିଲେ ।ଯାହା ଫଳରେ ଏହି ଜନ୍ମରେ ତା’ ଶରୀରରେ ପୋକ ହୋଇଯାଇଛି।