"ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ୱେବସାଇଟ ଭୁଲ
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨୩ କ ଧାଡ଼ି:
|postgrad =
|doctoral =
|city =[[ଭୁବନେଶ୍ଵରଭୁବନେଶ୍ବର]]
|state =[[ଓଡ଼ିଶା]]
|country =[[ଭାରତ]]
୩୭ କ ଧାଡ଼ି:
}}
 
'''ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ''', କଳା, ସଙ୍ଗୀତକୁ ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟକରୁଥିବା ଏକ ଶିକ୍ଷାନୁଷ୍ଠାନ । ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ଵରଠାରେଭୁବନେଶ୍ବରଠାରେ ଅବସ୍ଥିତ ଓ [[ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ]] ସହ ଅନୁବନ୍ଧିତ ।<ref>{{cite book|title=Handbook of Universities|url=http://books.google.com/books?id=Rs-jsaPenxYC&pg=PA852|year=2006|publisher=Atlantic Publishers & Dist|isbn=978-81-269-0608-6|pages=852–}}</ref> ଏହି ଅନୁଷ୍ଠାନରେ +୨, +୩ ଓ ବି-ମ୍ୟୁଜିକ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଏ ।
 
==ଇତିହାସ==
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ୧୯୬୪<ref>http://www.telegraphindia.com/1100709/jsp/orissa/story_12660208.jsp</ref> ମସିହା [[ପଣା ସଂକ୍ରାନ୍ତି| ବିଷୁବ ସଂକ୍ରାନ୍ତି ଦିନ]] ଭୁବନେଶ୍ଵରଠାରେଭୁବନେଶ୍ବରଠାରେ ପ୍ରତିଷ୍ଠା କରାଯାଇଥିଲା । ବିନା ଅଧ୍ୟକ୍ଷରେ, ଅଳ୍ପ କେତୋଟି ପିଲାଙ୍କୁ ନେଇ, ଭୁବନେଶ୍ଵରରଭୁବନେଶ୍ବରର [[ରବୀନ୍ଦ୍ରମଣ୍ଡପ]] ପରିସରରେ ଶିକ୍ଷାଦାନ ଆରମ୍ଭ କରାଯାଇଥିଲା । ପ୍ରତିଷ୍ଠା ହେବାର ୩ ମାସ ପରେ, [[ଧୀରେନ୍ଦ୍ର ପଟ୍ଟନାୟକ| ଧିରେନ୍ଦ୍ରନାଥ ପଟ୍ଟନାୟକ]] ଏହି ଅନୁଷ୍ଠାନର ପ୍ରଥମ ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଥିଲେ । ସେ ୧୯୬୬ ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ଵରେଦାୟିତ୍ବରେ ରହିଥିଲେ । ୧୯୬୬ ମସିହାରେ [[ମିନତି ମିଶ୍ର]] ଅଧ୍ୟକ୍ଷ ଦାୟିତ୍ଵଦାୟିତ୍ବ ଗ୍ରହଣ କରି ୧୯୯୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୭୫ ମସିହାରେ, ମହାବିଦ୍ୟାଳୟଟି, ନିଜସ୍ଵନିଜସ୍ବ କ୍ୟାମ୍ପସକୁ ଆସିଥିଲା । ଆରମ୍ଭରୁ [[ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ]] ଅଧିନରେ ଥିବା ଏହି ଅନୁଷ୍ଠାନଟି କ୍ରମେ [[ଉତ୍କଳ ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ]] ଓ ୧୯୯୯ ମସିହାରୁ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ ଅଧିନକୁ ଯାଇଥିଲା ।<ref>ଧରିତ୍ରୀ ୨୨/୦୭/୨୦୧୪ ପୃଷ୍ଠା ୧୩</ref>
 
==ଆଧାର==
୪୯ କ ଧାଡ଼ି:
 
[[ଶ୍ରେଣୀ:ଓଡ଼ିଶାରେ ଶିକ୍ଷା]]
[[ଶ୍ରେଣୀ:ଓଡ଼ିଶାରେ କଲେଜ ଓ ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ]]