"ଇୟାନ ଚାପେଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
ଇୟାନ ମାଇକେଲ ଚାପେଲ ସେପ୍ଟେମ୍ବର ୨୬, ୧୯୪୩ରେ ଜନ୍ମିତ ଜଣେ ଅଷ୍ଟ୍ରେଲିୟ କ୍ରିକେଟ ଖେଳାଳି । [[ଅଷ୍ଟ୍ରେଲିଆ]]ର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକଙ୍କ ଭିତରୁ ଜଣେ ଥିବା ଇୟାନ ଚାପେଲ ୧୯୭୧ ମସିହାରୁ ୧୯୭୫ ଯାଏ ଅଧିନାୟକ ଥିଲେ । ୧୯୭୫ରେ ICC ବିପକ୍ଷବାଦୀ world cricket ସିରୀଜରେ ଯୋଗଦାନ କାରଣରୁ ସେ ଆଉ ଅଷ୍ଟ୍ରେଲିଆ ଜାତୀୟ ଦଳ ପାଇଁ ଖେଳିଲେ ନାହି । ସେ ୩ ନମ୍ବର ସ୍ଥାନରେ ଖୁବ ଚମତ୍କାର ବେଟିଙ୍ଗ କରିବା ସହ ସ୍ପିନ ବୋଲିଂ ମଧ୍ୟ କରି ଦଳକୁ ଦୃଢ ନେତୃତ୍ଵନେତୃତ୍ବ ଦେଉଥିଲେ । ତଥାପି ତାଙ୍କର ବକ୍ତବ୍ୟ ଗୁଡିକ ପାଇଁ ସେ ବିବାଦୀୟ ମଧ୍ୟ ଥିଲେ । ତାଙ୍କ ସମୟରେ ଅଷ୍ଟ୍ରେଲିଆ ଦଳ " ସ୍ଲେଜିଙ୍ଗ" ପଦ୍ଧତି ପ୍ରଥମ କରି ଅନୁସରଣ କରିଥିଲା , ଯାହାକି ବିଶ୍ଵରବିଶ୍ବର ଅନନ୍ୟ କ୍ରିକେଟ ଦଳ ବହୁତ ସମାଲୋଚନା କରିଥିଲେ । ସେ ତାଙ୍କ ଦଳ ଫିଲଡିଙ୍ଗ କରୁଥିବା ବେଳେ ବିପକ୍ଷ୍ୟ ବ୍ଯାଟସମାନ ମାନଙ୍କୁ ଗାଳି ଗୁଲଜ , ବା ଉତ୍ତେଜିତ କଳା ପରି ଭାଷା ବ୍ୟବହାର କରି ତାଙ୍କର ମନୋବଳ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ଯାହାକୁ " ସ୍ଲେଜିଙ୍ଗ " କୁହ ଯାଏ । ତେବେ ତାଙ୍କର ଦୃଢ ନେତୃତ୍ଵନେତୃତ୍ବ ମଧ୍ୟ ଥିଲା । 
 
ଇୟାନ ଚ୍ଯାପେଲଙ୍କ "ହୁକ " ଶଟ ତାଙ୍କର trade mark ଶୋଠ ବୋଲି କୁହାଯାଉଥିଲା । ବାଉନ୍ସର ବଲକୁ ସେ ଆରମରେ ହୁକ କରି ପଡିଆ ବାହାରକୁ ପଠେଇବାରେ ଉସତଡ ଥିଲେ .। ତା ସଙ୍ଗେ ସଙ୍ଗେ ସେ ଜେନ ଚମତ୍କାର ଫିଲଡର ମଧ୍ୟ ଥିଲେ ଓ ଟେଷ୍ଟରେ ୧୦୦ରୁ ବେସୀ କ୍ଯାଚ ନେଇଥିଲେ । 
 
୧୯୮୦ରେ ଅବସର ନେବା ପରେ ସେ ଚାନେଲ ୯ ନାମରେ କ୍ରିକେଟ ଚାନେଲରେ ପ୍ରମୁଖ ଭାଷ୍ୟକାର ଭୂମିକା ଗ୍ରହଣ କଲେ । ICC ହଲ ଓଫ ଫେମ ପୁରସ୍କାର ସେ ୨୦୦୯ରେ ପାଇଥିଲେ । କିମ୍ବଦନ୍ତୀ ସ୍ପିନ ବୋଲର ଶେନ ବର୍ନ ତାଙ୍କଦ୍ଵାରାତାଙ୍କଦ୍ବାରା ହିଁ ପ୍ରେରିତ ହେଇ ଥିବା କୁହନ୍ତି । 
 
== ପରିବାର ଓ ପ୍ରଥମ ଅବଦାନ ==
ଇୟାନଙ୍କ ପରିବାର ବହୁ ଆଗରୁ ଅଷ୍ଟ୍ରେଲିୟ କ୍ରିକେଟ ସହ ଜଡିତ ଥିଲେ । ତାଙ୍କ ଜେଜେବାପା ପ୍ରସିଦ୍ଧ ଭିକ ରିଚାର୍ଡସନ ଅଷ୍ଟ୍ରେଲିଆ ଅଧିନାଯକ ତଥା ସ୍ବନାମଧାନ୍ୟ ଖେଳାଳି ଥିଲେ । ତାଙ୍କ ପକ୍ଷରୁ ହିଁ ଦୁଇ ଭାଇ ଇୟାନ , ଟ୍ରେଭର ଆଉ ଗ୍ରେ ଚ୍ଯାପେଲ ଖେଳ ଶିଖିଥିଲେ । ପରେ ଇୟାନ ସେ ସମୟର ମହାନ କ୍ରିକେଟ ଅଳ ରାଉଣ୍ଡର ଗାରି ସୋବର୍ସଙ୍କଦ୍ଵାରାସୋବର୍ସଙ୍କଦ୍ବାରା ବହୁତ ପ୍ରଭାବିତ ହେଇ ତାଙ୍କ ପରି ଖେଳିବାକୁ ଚେଷ୍ଟିତ ରହିଥିଲେ .
[[ଫାଇଲ:Vic_Richardson.jpg|ଡାହାଣ|thumb|171x171_ପିକସେଲ|ଚାପେଳଙ୍କ ପିତାମହ ପ୍ରଖ୍ୟାତ କ୍ରିକେଟ ଖେଳାଳି ରିଚାର୍ଡସନ]]
 
== ଅନ୍ତର୍ଜାତିକ ପ୍ରଦର୍ଶନ ==
୧୯୬୩ ମସିହାରୁ ଇୟାନ ଘରେଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ ଦେଇ ଆସିଲେ । ଘରେଇ ଶେଫିଲ୍ଡ ଶିଲ୍ଡ ପ୍ରତିଯୋଗୀତାରେ ସର୍ବକନିଷ୍ଠ ଖେଳାଳି ଭାବେ ପ୍ରବେଶ ପାଇ ସେ ଦ୍ଵିଶତକୀୟଦ୍ବିଶତକୀୟ ପାରି ଖେଳିବା ପରେ ପାକିସ୍ଥାନ ସହ ଟେଷ୍ଟ ଖେଳିବାକୁ ମନୋନୀତ ହେଲେ । ୧୯୬୪ରେ ପାକିସ୍ଥାନ ସହ ପ୍ରଥମ ଟେଷ୍ଟ ଖେଳି ମାତ୍ର ୧୧ ରଣ କାଲେ ଆଉ ୪ଟି କେଚ ନେଇଥିଲେ । ତା ପରେ ତାଙ୍କୁ ଦଳ ବାହାରେ ବସିବାକୁ ହେଲା ୧୯୬୫ ଇଂଲଣ୍ଡ ସହ ଏଶେସ ଟେଷ୍ଟ ସିରିଜର ଶେଷ ଟେଷ୍ଟ ଯାଏ । ସେଥିରେ ସେ ଅଲ ରାଉଣ୍ଡ ପ୍ରଦର୍ଶନ ଦେଇଥିଲେ । 
 
ଭାରତ ସହ ସେ ୧୯୬୭/୬୮ରେ ପ୍ରଥମେ ଖେଳିଲେ ଓ ବେଟିଙ୍ଗରେ ବିଫଳ ହେଇଥିଲେ । କିନ୍ତୁ ପରେ ପ୍ରତ୍ୟାବର୍ତନ କରି ୧୫୧ ରଣର ଏକ ଇନିଙ୍ଗ ଖେଳିଲେ । ତାଙ୍କର ଇଂଲଣ୍ଡ ସହ ଖେଳିଥିବା ପ୍ରଦର୍ଶନ ଖୁବ ଉନ୍ନତ ଥିଲା । ୧୯୮୯ ବେଳକୁ ତାଙ୍କର ବାଟିଙ୍ଗ ଶିଖରରେ ପହଞ୍ଚି ଥିଲା । ସେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ୧୮୮( ଆଉଟ ନ ହେଇ ), ୧୧୭,୧୮୦,୧୨୩, ୧୬୫ କରିବା ସହ ସିରିଜରେ ୬୮.୪୮  ହାରରେ 5୪୮ ରନ  କଲେ । 
 
=== ଅଧିନାୟକତ୍ଵଅଧିନାୟକତ୍ବ ===
[[ଫାଇଲ:Chappelli.jpg|ଡାହାଣ|thumb|250x250_ପିକସେଲ|ପ୍ରାରମ୍ଭିକ ୧୯୭୦ ସମୟରେ ଇୟାନ ଚାପେଳ ]]
 
୨୦ କ ଧାଡ଼ି:
[[ଫାଇଲ:Ian_Chappell_graph.png|ଡାହାଣ|thumb|350x350_ପିକସେଲ|Ian Chappell's Test career batting performance. The red bars indicate the runs that he scored in an innings, with the blue line indicating the batting average in his last ten innings. The blue dots indicate an innings where he remained not out.<ref name="testlist"><cite class="citation web">[http://stats.cricinfo.com/statsguru/engine/player/4560.html?class=1;template=results;type=allround;view=match "Statsguru – IM Chappell – Test matches – All-round analysis"]. </cite></ref>]]
 
== ବିଶ୍ଵବିଶ୍ବ ସିରିଜ କ୍ରିକେଟ ==
ଇୟାନ ୧୯୭୬ /୭୭ରେ ଚାନେଲ ୯ ପ୍ରଯୋଜିତ ବିଶ୍ଵବିଶ୍ବ ସିରିଜ କ୍ରିକେଟର ଆରମ୍ଭରେ ମୁଖ୍ୟ ଭୂମିକା ନେଇ ଏକ ବିଦ୍ରୋହୀ ସିରିଜ ଆରମ୍ଭ କଲେ , ଯାହା ବେସ କିଛି ଆନ୍ତର୍ଜାତୀୟ ଖେଳାଳିଙ୍କୁ ମୁଖ୍ୟ ଧାରାରୁ ବାହାର କରିନେଲା । ପରେ ଅବଶ୍ୟ ତାହା ବନ୍ଦ ହେଇଗଲା । ଏହା ପରେ ଇୟାନ ୧୯୭୯ରେ ପୁଣି ଅଷ୍ଟ୍ରେଲିଆ ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିଥିଲେ । 
 
=== ଏକ ଦିବାସୀୟ ପ୍ରଦର୍ଶନ ===