"ଇଲିଆନା ସିତାରିଷ୍ଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ (ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce)
 
==ପ୍ରମୁଖ ପ୍ରସ୍ତୁତି==
ଇଲିଆନା ସିତାରିଷ୍ଟ ଓଡ଼ିଶୀ ଏବଂ ଛଉ ନୃତ୍ୟପ୍ରସ୍ତୁତିଗୁଡ଼ିକରେ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ଶୈଳୀ ମିଶ୍ରଣ ପରିଲକ୍ଷିତ ହୋଇଥାଏ । ତାଙ୍କର କିଛି ଛଉନୃତ୍ୟପ୍ରସ୍ତୁତିରେ Ovid's Metamorphoses ପର୍ଯ୍ୟବେସିତ ଗ୍ରୀକ ପୁରାଣରେ ଥିବା ‘Echo and Narcissus'ସନ୍ନିବେସିତ ଥାଏ । 'ଦ ଜର୍ନୀ' ଜାପାନୀ ହାଇକସ ଉପରେ ପର୍ଯ୍ୟବେସିତ, ‘ଇମେଜେସ ଅଫ ଚେଞ୍ଜ' ଚାଇନିଜ ବିଷୟ Yin and Yang ଏବଂ ‘ଷ୍ଟିଲ ଆଇ ରାଇଜ' Maya Angelou ଲେଖକଙ୍କ ସ୍ଵଲିଖିତସ୍ବଲିଖିତ କବିତା ଉପରେ ପର୍ଯ୍ୟବେସିତ । <ref name="thehindu" />ଓଡ଼ିଶୀରେ 'ମାୟା ଦର୍ପଣ', '[[ମହାନଦୀ]]: ଆଣ୍ଡ ଦ ରିଭର ଫ୍ଲୋଜ',ଓଡ଼ିଶାର ଇତିହାସ ଏବଂ ସଂସ୍କୃତି ବିଷୟରେ, <ref name="kalinga" /> 'କରୁଣା', [[ମଦର ଟେରେସା]]ଙ୍କ ଜୀବନୀ ଉପରେ, <ref name="thehindu" /> ଏବଂ 'ସରଣମ୍', (ଜଣେ ସ୍ତ୍ରୀଲୋକ ତିନୋଟି ଧାରଣା ଯେ ସନ୍ଦିଗ୍ଧ ଅତୀତକୁ ପଛରେ ଛାଡ଼ି ପରିତ୍ରାଣ ଆପଣାଉଛି) ଆଦି ତାଙ୍କର କିଛି ଉଲ୍ଲେଖନୀୟ ପ୍ରସ୍ତୁତି । <ref>{{cite news|title=Oscillating between roles|url=http://www.thehindu.com/arts/dance/oscillating-between-roles/article101195.ece|accessdate=6 November 2012|newspaper=The Hindu|date=February 5, 2010}}</ref>
 
== ବହି ଓ ଚଳଚ୍ଚିତ୍ର ==
୩୭,୪୭୯

ଗୋଟି ସମ୍ପାଦନା