"ଆଳୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
[[ଫାଇଲ:Potato with sprouts.jpg|thumb|ଆଳୁ ]]
ଆଳୁ ଏକ ପରିବା ବିଶେଷ ଯାହା ମାଟି ତଳେ ବଢି଼ଥାଏ। ସାଧାରଣ ଓଡି଼ଆ ଖାଦ୍ୟରେ ଆଳୁର ଭୂମିକା ଉଲ୍ଲେଖଯୋଗ୍ୟ। ଏହା ଶ୍ଵେତସାରରଶ୍ବେତସାରର ଏକ ମୁଖ୍ୟ ଉତ୍ସ। ଆଳୁରେ ଶ୍ଵେତସାରଶ୍ବେତସାର ଅଧିକ ଥିବାରୁ ମାତ୍ରାଧିକ ଖାଇବାଦ୍ଵାରାଖାଇବାଦ୍ବାରା ଏହା ମଧୁମେହ ହେବାର ସମ୍ଭାବନା ବଢା଼ଇଥାଏ।
==ପ୍ରକାରଭେଦ==
ଆଳୁ କହିଲେ ଅନେକେ ବିଲାତି ଆଳୁକୁ ବୁଝି ଥାଆନ୍ତି। ଏହି ପରିବା ରାଜ୍ୟରେ ପ୍ରଚଳନ କରିବାରେ ଇଂରେଜମାନଙ୍କର ଶ୍ରେୟ ଥିବାରୁ ଏହାର ନାମକରଣ ଏପରି ହୋଇଛି। ବିଲାତି ଆଳୁର ପ୍ରଚଳନ ପୂର୍ବରୁ ଆମ ଦେଶରେ ପ୍ରଚଳିତ ଆଳୁକୁ ଦେଶୀ ଆଳୁ, ମାଟି ଆଳୁ ବା ଖମ୍ବ ଆଳୁ କୁହାଯାଏ। ଦେଶୀ ଆଳୁ ସାଧାରଣତଃ ବିଲାତି ଆଳୁଠାରୁ ଆକାରରେ ବଡ଼ ଥାଏ। ଆଳୁ ସହିତ ସାମଞ୍ଜସ୍ୟ ଥିବା ଅନ୍ୟାନ୍ୟ ଖାଦ୍ୟ ମାନଙ୍କ ମଧ୍ୟରେ କନ୍ଦମୂଳ ଅନ୍ୟତମ।
"https://or.wikipedia.org/wiki/ଆଳୁ"ରୁ ଅଣାଯାଇଅଛି