"ଅସ୍ଥି ଭଗ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ
ଟିକେ
ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ (Regular Character Changes)
ଟିକେ (ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce)
*** ସେଗଣ୍ଡ(Segond)
*** ଗୋସେଲିନ୍(gosselin)
*** ଟଡଲର(Toddler's) ଟିବିଆର ଦୂରବର୍ତ୍ତୀ ସ୍ଥାନରେ ସ୍ପାଇରାଲ ଭାଗ୍ନ କିନ୍ତୁ ସ୍ଵସ୍ଥାନରେସ୍ବସ୍ଥାନରେ ସ୍ଥିତ ।<ref name="pmid10532655">{{cite journal |author=Mellick LB, Milker L, Egsieker E |title=Childhood accidental spiral tibial (CAST) fractures |journal=Pediatr Emerg Care |volume=15 |issue=5 |pages=307–9 |date=October 1999 |pmid=10532655 |doi= 10.1097/00006565-199910000-00001|url=}}</ref>
** ଫିବୁଲା(Fibula)
*** ମେସୋନେଭ(Maisonneuve)
*** ଲେ ଫୋର୍ଟ୍(Le Forte fracture of ankle)<ref name="hunter">{{cite journal |author=Tim B Hunter, Leonard F Peltier, Pamela J Lund |year=2000 |title=Musculoskeletal Eponyms: Who Are Those Guys? |journal=RadioGraphics |volume=20 |page=829|url=http://radiographics.rsna.org/content/20/3/819.full.pdf |accessdate=2009-11-13}}</ref>
*** ବସଵର୍ଥବସବର୍ଥ(Bosworth) <ref name="perry">{{cite journal |last=Perry|first=CR |coauthors=Rice S, Rao A, Burdge R. |date=Oct 1983 |title=Posterior fracture-dislocation of the distal part of the fibula. Mechanism and staging of injury |journal=J Bone Joint Surg Am.|volume=65 |issue=8 |pages=1149–57 |pmid=6630259|url=http://www.ejbjs.org/cgi/reprint/65/8/1149 |accessdate=2009-10-10}}</ref>
** ଟିବିଆ ଓ ଫିବୁଲା ମିଶ୍ର ଭଗ୍ନ(Combined Tibia and Fibula fracture)
*** ଟ୍ରାଇମାଲିଓଲାର୍(Trimalleolar)
=== ଓଟିଏ(OTA)ବର୍ଗ କରଣ ===
* ଅସ୍ଥି କୋଡ୍: ବିଭିନ୍ନ ଅସ୍ଥି ନାମର କୋଡ:
୧. ହ୍ୟୁମରସ୍ ଭଗ୍ନ, ୨. ରାଡିଅସ୍/ଅଲ୍‌ନା ଭଗ୍ନ, ୩. ଫିମର ଭଗ୍ନ, ୪. ଟିବିଆ/ଫିବୁଲା ଭଗ୍ନ, ୫. ମେରୁଅସ୍ଥି ଭଗ୍ନ, ୬. ପେଲ୍‌ଭିସ୍ ଭଗ୍ନ, ୨୪. କାର୍ପାଲ୍ ଭଗ୍ନ, ୨୫. ମେଟାକାର୍ପାଲ୍ ଭଗ୍ନ, ୨୬. ମେଟାକର୍ପାଲ୍ ଭଗ୍ନ, ୭୨.ଟାଲସ ଭଗ୍ନ, ୭୩. କାଲ୍ କାନିଅମ୍ ଭଗ୍ନ୍, ୭୪. ନାଭିକୁଲାର୍ ଭଗ୍ନ, ୭୫. କ୍ୟୁନିଫର୍ମ ଭଗ୍ନ୍, ୭୬. କ୍ୟୁବଏଅଡ୍ ଭଗ୍ନ, ୮୦. ଲିସ୍ ଫ୍ରାଙ୍କ ଭଗ୍ନ, ୮୧. ମେଟାଟାର୍ସାଲ୍ ଭଗ୍ନ୍, ୮୨. ପାଦ ଫାଲାଙ୍କ୍ସ ଭଗ୍ନ୍, ୪୫. ପାଟେଲା ଭଗ୍ନ୍, ୦୬. କ୍ଲାଭିକ୍ଲ ଭନ୍, ୦୯. ସ୍କାପୁଲାର୍ ଭଗ୍ନ୍
* ସ୍ଥାନ:ଅସ୍ଥିର ବିଭିନ୍ନ ସ୍ଥାନର୍ କୋଡ :- ଲମ୍ଵଲମ୍ବ ଅସ୍ଥିର ବିଭିନ୍ନ ଅଂଶ: ନିକଟସ୍ଥ(Proximal)=୧,ଅସ୍ଥିଦଣ୍ଡ(Diaphyseal)=୨, ଦୂରସ୍ଥ(Distal)= ୩
* ପ୍ରକାର: A=ସରଳ, B=Wedge ,C= ଜଟିଳ
* ସଂଘ (Group): ଭଙ୍ଗା ସ୍ଥାନର ରୈଖିକ ଚିଚାର - transverse, oblique, spiral, or segmental.
== ଅଚଳନ(Immobilisation) ==
ଶରୀର ତାହାର ନିଜସ୍ୱ ପଦ୍ଧତିରେ ଭଙ୍ଗା ଅସ୍ଥି ଯୋଡ଼ିଦିଏ । କୌଣସି ଚିକିତ୍ସକ ଔଷଧ ବଳରେ ଏହା ଯୋଡ଼ି ଦିଏ ନାହିଁ । ଅସ୍ଥି ଭାଙ୍ଗିବା ପୂର୍ବରୁ ଯେପରି ଅବସ୍ଥାରେ ଥିଲା, ରକ୍ଷଣଶୀଳ ଚିକିତ୍ସା (ପ୍ଲାଷ୍ଟର/ ପଟି) ହେଉ ବା ଅପରେଶନଦ୍ଵାରାଅପରେଶନଦ୍ବାରା ହେଉ, ଭଗ୍ନ ଅସ୍ଥିକୁ ତାର ପ୍ରାକୃତିକ ଅବସ୍ଥାରେ ପୁନଃ ସଂସ୍ଥାପନ କରିବା ଚିକିତ୍ସକର କର୍ତ୍ତବ୍ୟ । ଶରୀର ବାକି ବନ୍ଦବୋସ୍ତ ନିଜେ କରେ । ଚିକିତ୍ସାଦ୍ଵାରାଚିକିତ୍ସାଦ୍ବାରା ଯୋଡିବା ଶକ୍ତି କିଛି ପରିମାଣରେ ଅଧିକ କରା ଯାଇପାରେ । ଭଗ୍ନ ହାଡର ଦୁଇ ଖଣ୍ଡ ମଧ୍ୟରେ କୋଣ ରହିବ ନାହିଁ, ଚକ୍ରାକାର ଘୁର୍ଣ୍ଣନ(Rotation) ରହିବ ନାହିଁ, ବିସ୍ଥାପନ ରହିବ ନାହିଁ, ଏକ ସରଳ ରେଖାରେ ରହିବ ଓ ହାଡ ପରଷ୍ପର ସଂଲଗ୍ନ ରହିବ; ଏହି ଲକ୍ଷ୍ୟ ସାଧନ ନିମନ୍ତେ ଚିକିତ୍ସା କରାଯାଏ । ଏହି ପୁନଃ ସଂସ୍ଥାପନ କ୍ରିୟାକୁ ରିଡକ୍ସନ୍(Reduction) କହନ୍ତି । ଏହି କ୍ରିୟା ଅନ୍ତ୍ୟନ୍ତ ଯନ୍ତ୍ରଣା ଦାୟକ । ଚିକିତ୍ସାଳୟରେ ନିଶ୍ଚେତକ ପ୍ରୟୋଗ କରି ଏହି ରିଡକ୍ସନ କରିବା ବିଧେୟ । ରିଡକ୍ସନ ପରେ ଆଘାତ ପ୍ରାପ୍ତ ଭଙ୍ଗା ସ୍ଥାନର ଅଙ୍ଗ ତଥା ତାହାର ଉପର ଓ ତଳ ଗଣ୍ଠିକୁ ସ୍ଥିର ରଖିବା ବା ହଲଚଲ୍ ନ ହେବା ନିମନ୍ତେ ପ୍ଲାଷ୍ଟର ତଥା ଫାଇବର୍ ଗ୍ଲାସର ପଟି ଲଗାଯାଏ । ଆଘାତ ଜନିତ ଫୁଲା କମିଗଲା ପରେ ବ୍ରେସ୍ ବା ଅର୍ଥୋସିସ୍ ବ୍ୟବହାର କରାଯାଇପାରେ । ଅପରେଶନ ମଧ୍ୟ ଦୁଇ ପ୍ରକାର କରାଯାଏ, ଗୋଟିକରେ ଭଙ୍ଗା ସ୍ଥାନ ଖୋଲି ସ୍କୃ, ପ୍ଲେଟ ସହ ସ୍କୃ ବା ଲମ୍ଵାଲମ୍ବା କଣ୍ଟାଦ୍ଵାରାକଣ୍ଟାଦ୍ବାରା ଭଙ୍ଗା ସ୍ଥାନକୁ ଚଳନହୀନ କରାଯାଏ । ଅନ୍ୟ ପଦ୍ଧତିରେ ଭଙ୍ଗା ସ୍ଥାନ ନ ଖୋଲି ସରୁ ସରୁ ପିନ୍ ଦୁଇ ପାର୍ଶ୍ବରେ ହାଡ଼ ଭିତରକୁ ପ୍ରବେଶ କରାଇଦିଆଯାଏ ଓ ସେ ପିନ୍ ସବୁକୁ ଅଙ୍ଗ ବହାରେ ରଡ଼ଦ୍ୱାରା ବାନ୍ଧି ଦିଆଯାଏ । ଏହି ପଦ୍ଧତିକୁ External fixator କୁହାଯାଏ ଓ ଇଲିଜାରୋଭ (Ilizarov method) ପଦ୍ଧତି ଏହି ପ୍ରକାର ପଦ୍ଧତି ମଧ୍ୟରୁ ଗୋଟିଏ ଅତି ଉପାଦେୟ ପଦ୍ଧତି ।
ଛୋଟ ଛୋଟ ହାଡ଼ ଭଙ୍ଗାରେ ପ୍ଲଷ୍ଟର ନ କରି ପଟି ବାନ୍ଧିଲେ ମଧ୍ୟ ସ୍ଥଳ ବିଶେଷରେ ଯୋଡି ହୋଇଯାଏ ।
=== ଅପରେଶନ ===
ରକ୍ଷଣଶୀଳ ଚିକିତ୍ସା ଫଳବତୀ ନ ହେଲେ ବା ଫଳବତୀ ହେବାର ସମ୍ଭାବନା ନ ଥିଲେ ଅପରେଶନ କରିବା ବିଧେୟ କାରଣ ଏହାର ଉପକାର ସହ ଅପକାର ବି ଅଛି । ହାଡ଼ପୋରିଆ ତଥା ଓଷ୍ଟିଓଜେନିକ୍ ଇମ୍ପର୍ଫେକ୍ଟା ଭଳି କେତେକ ରୋଗ ଜନିତ ଅସ୍ଥି ଭଗ୍ନ ହେଲେ ନିୟମିତ ଅପରେଶନ କରାଯାଏ କାରଣ ଅପରେଶନ୍ ଅପେକ୍ଷା ଏହି ଭଗ୍ନର କମ୍ପ୍ଲିକେଶନ ମଧ୍ୟରେ ଡିପ୍ ଭେନ ଥ୍ରୋମ୍ଵୋସିସ୍ଥ୍ରୋମ୍ବୋସିସ୍ ଓ ପଲ୍ମୋନାରି ଏମ୍ଵୋଲିସ୍ମଏମ୍ବୋଲିସ୍ମ ଅଧିକ ବିପଦଜନକ । ଗଣ୍ଠି ହାଡ଼ ମଧ୍ୟରେ ଅସ୍ଥି ଭଗ୍ନ ଦେଖା ଗଲେ ଅସ୍ଥିର ଶେଷ ଭାଗରେ ଥିବା ଚିକ୍କଣ ପୃଷ୍ଠ କ୍ଷତି ଗ୍ରସ୍ତ ହୁଏ ଓ ଏହା ହେଲେ ଗଣ୍ଠିର ଚଳ ପ୍ରଚଳରେ ଅସୁବିଧା ହୁଏ । ଏଣି ଅପରେଶନ କରି ଯଥା ଶୀଘ୍ର ଚିକ୍କଣ ପୃଷ୍ଠର ପୁନଃ ସଂସ୍ଥାପନ କରଯାଏ ।
ଅସ୍ଥିର ରୋଗ ସଂକ୍ରମଣ ଅତ୍ୟଧିକ ବିପଦଜନକ କାରଣ ଏହା ପୁନଃ ପୁନଃ ସଂକ୍ରମିତ ହୁଏ । ଅସ୍ଥି ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତିକାରୀ ଜୀବକୋଷ ବହୁତ କମ ଥାଏ । ଅସ୍ଥି ଜୀବ କୋଷ ଅପେକ୍ଷା କୋଷ ବହିସ୍ଥ ଅଜୈବିକ ପଦାର୍ଥ ଓ ରକ୍ତ ପରିବାହି ନଳି ଅଧିକ ଅଧିକ କ୍ଷତି ଗ୍ରସ୍ତ ହୁଏ । ଏଣୁ ଖୋଲା ଭଗ୍ନ ତଥା ଅପରେଶନ୍ ପଦ୍ଧତିରେ ଆଣ୍ଟିସେପ୍ଟିକ୍ ଓ ଆଣ୍ଟିବାଇଓଟିକ ଅତ୍ୟନ୍ତ ଆବଶ୍ୟକ ।
କେତେକ ଅସ୍ଥି ଭଗ୍ନରେ ଅସ୍ଥି ରୋପଣ(Bone Graft) ମଧ୍ୟ ଆବଶ୍ୟକ ହୋଇଥାଏ ।
ଅଧୁନା ଅନେକ କ୍ଷେତ୍ରରେ ଧାତୁ ନିର୍ମିତ ପଦାର୍ଥ ଯଥା ପ୍ଲେଟ୍,ସ୍କୃ,କଣ୍ଟା(Nail) ଇତ୍ୟାଦି ବ୍ୟବହାର କରାହେଉଛି । ଏହି ପଦର୍ଥ ଗୁଡିକର ଡିଜାଇନ ଓ ପ୍ରୟୋଗ ସଠିକ ଭାବେ କରିବା ଆବଶ୍ୟକ । ପ୍ଲେଟ୍ ଓ ସ୍କୃ ଲୋଡ୍ ନେବାଦ୍ଵାରାନେବାଦ୍ବାରା ଅସ୍ଥି ଭିତରେ ପରିବର୍ତ୍ତନ ହୋଇ ସଚ୍ଛିଦ୍ର ହୋଇ ଦୁର୍ବଳ ହୋଇଯାଏ । ଟାଇଟାନିଅମ୍ ଓ ଅନ୍ୟାନ୍ୟ ମିଶ୍ର ଧାତୁ ପ୍ରୟୋଗଦ୍ଵାରାପ୍ରୟୋଗଦ୍ବାରା କିଛି ଲୋଡ୍ କମିଯାଏ, କିନ୍ତୁ ସମ୍ପୁର୍ଣ୍ଣ ବିଦାୟ ନିଏନାହିଁ । ଅପରେଶନ୍ ଜନିତ ଘର୍ଷଣଦ୍ଵାରାଘର୍ଷଣଦ୍ବାରା ମଧ୍ୟ ଅଧିକ ଉତ୍ତାପ ଯୋଗୁ ଅସ୍ଥି କ୍ଷୟ ହୁଏ । ବ୍ୟବହୃତ ଧାତୁ ସମ୍ପୁର୍ଣ୍ଣ ନିଷ୍କ୍ରିୟ ନ ହେଲେ ଆୟନ ସୃଷ୍ଟି ହୋଇ ଅସ୍ଥି ନଷ୍ଟ ହୋଇଯାଏ ।
=== ଜଟିଳତା(Complications) ===
| ଦୈହିକ(Systemic)
* ସ୍ଵଳ୍ପସ୍ବଳ୍ପ ରକ୍ତ ଶକ୍
|| ଦୈହିକ(Systemic)
* ସ୍ଵଳ୍ପସ୍ବଳ୍ପ ରକ୍ତ ଶକ୍() Hypovolumic Shock
* ପ୍ରପ୍ତ ବୟଷ୍କ ଶ୍ଵାସଶ୍ବାସ କ୍ରିୟା ଦୁର୍ଗତି ଲକ୍ଷଣ ପୁଞ୍ଜ(Adult Respiratory Distess Syndrome)
* ଚର୍ବି ଏମ୍ବୋଲିସ୍ମ୍(Fat Embolism)
* ଗଭୀର ଶିରା ଥ୍ରୋମ୍ଵୋସିସ୍ଥ୍ରୋମ୍ବୋସିସ୍(Deep Vein Thrombosis)
* ଫୁସଫୁସିୟ ଲକ୍ଷଣ ପୁଞ୍ଜ(Pulmonary Syndrome)
* ସଂକ୍ରମଣ ବିହୀନ ଆଘାର ଜନିତ ଜ୍ଵରଜ୍ବର(Asceptic Traumatic Fever)
* ସେପ୍ଟିସେମିଆ(Septicemia),ଖୋଲା ଭଙ୍ଗା ବିଶେଷରେ
* କ୍ରସ୍ ଲକ୍ଷଣ ପୁଞ୍ଜ(Crush Syndrome)
=== ଶିଶୁମାନଙ୍କ ଅସ୍ଥି ଭଗ୍ନ ===
ପିଲାମାନଙ୍କ ଅସ୍ଥି କୋମଳ ଓ ଅପରିପକ୍ଵଅପରିପକ୍ବ । ବଡ଼ ମଣିଷଙ୍କ ଭଳି ଅସ୍ଥି ଶକ୍ତ ହୋଇ ନ ଥାଏ । ସେମାନଙ୍କ ଲମ୍ଵଲମ୍ବ ଅସ୍ଥିର(Long bone) ଦୁଇ ମୁଣ୍ଡରେ ବର୍ଦ୍ଧନକାରୀ ପ୍ଲେଟ(Growth Plate) ଥାଏ, ଯାହାଦ୍ଵାରାଯାହାଦ୍ବାରା ଉଭୟ ଦିଗରେ ହାଡ ବଢେ । ଏହି କାରଣମାନଙ୍କ ଯୋଗୁ ପିଲାମାନଙ୍କର ଗ୍ରୀନ୍ ସ୍ଟିକ୍ ଭଗ୍ନ ଓ ଗ୍ରୋଥ୍ ପ୍ଲେଟ ଭଗ୍ନ ହୁଏ ।
* ଶିଶୁମାନଙ୍କର ହାଡ଼ ଆଘାତପ୍ରାପ୍ତ ହେଲେ ବଙ୍କା ହୋଇଯାଏ । ସମ୍ପୁର୍ଣ୍ଣ ନ ଭାଙ୍ଗି ଗୋଟିଏ ପାଖରେ(One cortex) ଭାଙ୍ଗେ । ଏହାକୁ ଗ୍ରୀନ୍ ସ୍ଟିକ ଭଗ୍ନ(Greenstick) କହନ୍ତି । ବିନା ଅପରେଶନରେ ଏହାର୍ ଚିକିତ୍ସା କରିହେବ ।
* ଗ୍ରୋଥ ପ୍ଲେଟ ଭାଙ୍ଗିଗଲେ ହାଡ଼ ବଢିବାରେ ଅସୁବିଧା ହୁଏ । ମୁଣ୍ଡ ପଟରେ କିଛି ଅଂଶ ବଢେ ଓ କିଛି ଅଂଶ ବଢି ପାରେ ନାହିଁ । ଏଣୁ ହାଡ଼ ବଙ୍କା ହୋଇଯାଏ । ଏହାକୁ ସଲ୍ଟର୍ ହାରିସ୍ ଭଗ୍ନ କହନ୍ତି ।
୩୭,୪୭୯
ଗୋଟି ସମ୍ପାଦନା