"ଅଶ୍ୱିନୀ କୁମାର ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Replacing religion template
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨ କ ଧାଡ଼ି:
{{Infobox person
| honorific_prefix =
| name = ଅଶ୍ଵିନୀଅଶ୍ବିନୀ କୁମାର ଘୋଷ
| honorific_suffix =
| image =
୩୯ କ ଧାଡ଼ି:
| box_width =
}}
'''ଅଶ୍ଵିନୀଅଶ୍ବିନୀ କୁମାର ଘୋଷ''' (୧୮୯୨-୧୯୬୨)<ref name="George1992">{{cite book|author=K. M. George|title=Modern Indian Literature, an Anthology: Surveys and poems|url=http://books.google.com/books?id=m1R2Pa3f7r0C&pg=PA308|year=1992|publisher=Sahitya Akademi|isbn=978-81-7201-324-0|pages=308–}}</ref> ଜଣେ ନାଟ୍ୟକାର ଓ ଗୀତିକାର ଥିଲେ ।
==ଜୀବନୀ==
ଅଶ୍ଵିନୀଅଶ୍ବିନୀ ୧୮୯୨ ମସିହାରେ ଅକ୍ଷୟ କୁମାର ଘୋଷ ଓ ସୁନ୍ଦରମଣିଦେବୀଙ୍କ ଜ୍ୟେଷ୍ଠ ପୁତ୍ର ଭାବେ [[କଟକ]]ରେ ଜନ୍ମଗ୍ରହଣ କରିଥିଲେ ।<ref name="Dāsa1998">{{cite book|author=Hemanta Kumāra Dāsa|title=Aswini Kumar Ghose|url=http://books.google.com/books?id=hStjf21VrUsC&pg=PA17|date=1 January 1998|publisher=Sahitya Akademi|isbn=978-81-260-0491-1|pages=17–}}</ref>[[ଗୌରୀଶଙ୍କର ରାୟ]] ତାଙ୍କର ଅଜା (ମା'ଙ୍କର ବାପା) ଅଟନ୍ତି । [[କାର୍ତ୍ତିକ କୁମାର ଘୋଷ]] ତାଙ୍କର ସାନ ଭାଇ ଅଟନ୍ତି । ସେ [[ରେଭେନ୍ସା ମହାବିଦ୍ୟାଳୟ]]ରୁ ଏଫ.ଏ. ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାପରେ କଲିକତାର ବିଦ୍ୟାସାଗର ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୧୫ ମସିହାରେ ସେ ନିଜର ପ୍ରଥମ ନାଟାକ 'ଭୀଷ୍ମ' ରଚନା କରିଥିଲେ ।
==ଅବଦାନ==
ଅଶ୍ଵିନୀଅଶ୍ବିନୀ ପ୍ରାୟ ଏକଚାଳିଶଟି ନାଟକ ରଚନା କରିଛନ୍ତି । ମୁଖ୍ୟତ ୫ ପୌରାଣିକ ଓ କିମ୍ବଦନ୍ତୀଭିଭିକ ନାଟକ ରଚନା କରିଛନ୍ତି । ସେ ଜଣେ ଔପନ୍ୟାସିକ ମଧ୍ୟ । ଉଭୟ ଉପନ୍ୟାସ ଓ ନାଟ୍ୟ ରଚନା କ୍ଷେତ୍ରରେ ନୂତନ ଶୈଳୀ ପ୍ରବର୍ଭନ ପାଇଁ ଅଶ୍ଵିନୀଅଶ୍ବିନୀ କୁମାର ଘୋଷ ଓଡ଼ିଆ ସାହିତ୍ୟରେ ଚିହ୍ନା ପଡନ୍ତି । ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ‘[[ଶ୍ରୀ ଜଗନ୍ନାଥ]]' (୧୯୫୦) ସହିତ କାହାଣୀକାର ଓ ଗୀତିକାର ଭାବରେ ଅଶ୍ଵିନୀଅଶ୍ବିନୀ କୁମାର ଘୋଷ ସଂପୃକ୍ତ ଥିଲେ । ପରେ ‘[[ଶ୍ରୀ ଲୋକନାଥ]]’( ୧୯୬୦) ଚଳଚ୍ଚିତ୍ରର କାହାଣୀକାର ମଧ୍ୟ ଥିଲେ । ଅଶ୍ଵିନୀଅଶ୍ବିନୀ କୁମାର ଘୋଷଙ୍କ ଗୀତରେ ଓଡ଼ିଆ ‘ ଲୋକରୀତି’, ‘କାବ୍ୟରୀତି’ରେ ପରିବର୍ତ୍ତିତ ହେବାର ଆଭାସ ରହିଛି । ଚଳଚ୍ଚିତ୍ର ଗୀତ ରଚନାରେ ସଞ୍ଚାରଣଶୀଳ ଧ୍ବନି ଓ ଯମଜ ଶବ୍ଦ ପ୍ରୟୋଗକୁ ସେ ଅଧିକ ଗୁରୁତ୍ଵଗୁରୁତ୍ବ ଦିଅନ୍ତି । ‘ ଅଭିଯାନ ପଯୋଥ ଯହିଁ ଘଟେ ପରମାଦ, ଜାଣିବୁ ରହିଛି ତହିଁ ପରମ ସମ୍ପଦ, ଦେଖରେ ପରଖି ବାରେ ଲଗାଇ ଲୟ, ନାହିଁ ଭୟ, ହବ ଜୟ’, ‘[[ଶ୍ରୀ ଜଗନ୍ନାଥ]]' ଚଳଚ୍ଚିତ୍ର ଗୀତର ଏହି ଉଦ୍ଧୃତିରେ ସଞ୍ଚାରଣଶୀଳ ଧ୍ବନି ଓ ଶବ୍ଦ ଚାତୁର୍ଯ୍ୟ ଅଧିକ ଗୁରୁତ୍ଵପୂର୍ଣ୍ଣଗୁରୁତ୍ବପୂର୍ଣ୍ଣ । ଅବଶ୍ୟ ଅଶ୍ଵିନୀଅଶ୍ବିନୀ କୁମାର ଘୋଷ ଏହି ଗୀତ ବ୍ୟତୀତ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଆଉ ଗୀତ ରଚନା କରିନାହାନ୍ତି ।
==ଆଧାର==