"ଅପୂର୍ବ କିଶୋର ବୀର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଛବି
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୪ କ ଧାଡ଼ି:
}}
 
ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ତଥା ବାଲେଶ୍ଵରସ୍ଥବାଲେଶ୍ବରସ୍ଥ ଫକିରମୋହନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଜୟ ଓ ହେମଲତା ବୀରଙ୍କ କନିଷ୍ଠ ସନ୍ତାନ ଅପୂର୍ବ କିଶୋର ବୀର । ଏ.କେ. ବୀର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳ ନିର୍ଦ୍ଦେଶକ, ଚିତ୍ରୋତ୍ତଳକ (ସିନେମାଟୋଗ୍ରାଫର) ଏବଂ କାହାଣୀକାର ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ତିନିଶହରୁ ଉର୍ଦ୍ଧ୍ଵଉର୍ଦ୍ଧ୍ବ ସଂକ୍ଷିପ୍ତ କଥାଚିତ୍ର ସହ ପ୍ରାୟ ୫୦ଟି ପ୍ରାମାଣିକ ଚିତ୍ରର ସଫଳ ଚିତ୍ରୋତ୍ତଳକ ଶ୍ରୀବୀରଙ୍କୁ ନିର୍ଦ୍ଦେଶନା ପାଇଁ ମଧ୍ୟ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ମିଳିଛି ।
 
ଅପୂର୍ବ କିଶୋର ବୀର ପ୍ରଥମ ଓଡ଼ିଆ ଭାବେ ପୁନେର [[ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ|ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ]] ଚିତ୍ରୋତ୍ତଳନ ପ୍ରଶିକ୍ଷଣ ପାଇଁ ୧୯୬୯ ମସିହାରେ ନାମ ଲେଖାଇଥିଲେ । ୧୯୭୩ମସିହାରେ ପ୍ରଥମ କରି ଫିଚର ଫିଲ୍ମରେ ଚିତ୍ରୋତ୍ତଳନ କରିବାର ସୁଯୋଗ ପାଇଥିଲେ ।