"ଅପସ୍ମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୩ କ ଧାଡ଼ି:

'''ଅପସ୍ମାର''' ବାତ ଗୋଟିଏ ଦୀର୍ଘସ୍ଥାୟୀ ସ୍ନାୟୁ ବ୍ୟତିକ୍ରମ ରୋଗ ଯେଉଁଥିରେ ବାତ ଗୋଟିଏ ପ୍ରମୁଖ ଲକ୍ଷଣ ।<ref name=NEJM2003>{{cite journal | author = Chang BS, Lowenstein DH | title =Epilepsy | year = 2003 | journal = N. Engl. J. Med. | volume = 349 | issue = 13 | pages = 1257–66 | doi = 10.1056/NEJMra022308 | pmid = 14507951}}</ref><ref name=Fisher2014>{{cite journal |last=Fisher |first=Robert S |author2=Acevedo, C; Arzimanoglou, A; Bogacz, A; Cross, JH; Elger, CE; Engel J, Jr; Forsgren, L; French, JA; Glynn, M; Hesdorffer, DC; Lee, BI; Mathern, GW; Moshé, SL; Perucca, E; Scheffer, IE; Tomson, T; Watanabe, M; Wiebe, S |title=ILAE Official Report: A practical clinical definition of epilepsy |journal=Epilepsia |date=April 2014 |volume=55 |issue=4 |pages=475–82 |pmid=24730690 |doi=10.1111/epi.12550 |url=http://www.ilae.org/Visitors/Centre/documents/Definition2014-RFisher.pdf}}</ref> ଏହା [[Epilesy|ଏପିଲେପ୍ସି]] ନାମରେ ମଧ୍ୟ ପରିଚିତ ଯାହା ସଳ୍ପ କାଳୀନ ବା ପ୍ରାୟ ଅଣଚିହ୍ନଟ ହୋଇପାରେ ବା ସେଥିରେ ଦୀର୍ଘ ସମୟ ଧରି ପ୍ରବଳ କମ୍ପନ ହୋଇପାରେ ।<ref name=WHO2016/> ଏହା ଫଳରେ ଶାରୀରିକ କ୍ଷତି ଯେପରିକି [[ଅସ୍ଥି ଭଗ୍ନ]] ହୋଇପାରେ । ବାତ ବାରମ୍ବାର ହୋଇପାରେ ଓ ଏହାର କୌଣସି ଅନ୍ତର୍ନିହିତ କାରଣ ନ ଥାଏ ।<ref name=NEJM2003/> କେତେକ ସଂଜ୍ଞା ଅନୁସାରେ ବାତ ବାରମ୍ଵାରବାରମ୍ବାର ଓ ଉତ୍ତେଜନା ବିହୀନ ହେବା ଆବଶ୍ୟକ, <ref name="nejm-2003"/><ref name="who-2009"/><ref name="aan-patient">{{cite web | publisher = [[American Academy of Neurology]] | title = Patient Fact Sheet: Epilepsy | url = http://patients.aan.com/disorders/index.cfm?event=view&disorder_id=918 | accessdate = January 5, 2012}}</ref> ଅନ୍ୟ ମତ ଅନୁସାରେ ଗୋଟିଏ ଥର ବାତ ସହ ମସ୍ତିଷ୍କ କ୍ରିୟା ପରିବର୍ତ୍ତନ ଓ ଭବିଷ୍ୟତ ବାତ ସମ୍ଭାବନା ଅଧିକ ଥାଏ <ref name="Fisher2005"/> ବିଷକ୍ରିୟା ଯୋଗୁ ଉତ୍ପନ୍ନ ହେଉଥିବା ବାତକୁ ଅପସ୍ମାର ଶ୍ରେଣୀରେ ନିଆଯାଏ ନାହିଁ ।<ref name=Fisher2005/> ପୃଥିବୀର କେତେକ ଅଞ୍ଚଳରେ ଏହାକୁ [[ସାମାଜିକ କଳଙ୍କ]] ([[stigma]]) କୁହାଯାଏ ।<ref name=WHO2016/>

୨୭ କ ଧାଡ଼ି:
== ଚିହ୍ନ ଓ ଲକ୍ଷଣ ==
[[ଫାଇଲ:Bittentongue.JPG|thumb|ଜଣେ ବ୍ୟକ୍ତି ବାତ ମାରିବା ସମୟରେ ଜିଭ କାମୁଡି ପକେଇଛି ।]]
ଅପସ୍ମାର ରୋଗରେ ଦୀର୍ଘସ୍ଥାୟୀ ଓ ବାରମ୍ଵାରବାରମ୍ବାର ବାତ ମାରିବା ଆଶଙ୍କା ଥାଏ<ref name=Adult2006>{{cite journal|last=Duncan|first=JS|coauthors=Sander, JW, Sisodiya, SM, Walker, MC|title=Adult epilepsy.|journal=Lancet|date=2006 Apr 1|volume=367|issue=9516|pages=1087–100|pmid=16581409|url=http://www.acutemed.co.uk/docs/Epilepsy,%20Lancet%204-06.pdf|doi=10.1016/S0140-6736(06)68477-8}}</ref> । ବାତ ମରା ବିଭିନ୍ନ କିସମର ହୁଏ <ref name=Adult2006/>।

ବାତ (Seizure/ Fits) ମାରିବା ସମୟରେ ଜିଭ ଅଗ ବା ଜିଭର ଦୁଇ ପାର୍ଶ୍ଵପାର୍ଶ୍ବ କାମୁଡି ହୋଇଯାଏ । ଟନିକ-କ୍ଲୋନିକ ବାତ ହେଲେ ଜିଭର ଦୁଇ ପାର୍ଶ୍ଵପାର୍ଶ୍ବ କାମୁଡା ହୁଏ, ଅଗ୍ର ଭାଗ ମଧ୍ୟ କାମୁଡି ହୋଇଯାଏ<ref>{{cite book|last=Engel|first=Jerome|title=Epilepsy : a comprehensive textbook|year=2008|publisher=Wolters Kluwer Health/Lippincott Williams & Wilkins|location=Philadelphia|isbn=9780781757775|pages=2797|url=http://books.google.ca/books?id=6Kq4Zt2KOpcC&pg=PA2797|edition=2nd ed.}}</ref> ।
== କାରଣ ==
ଅପସ୍ମାର ବାତ ରୋଗ ନିର୍ଣ୍ଣୟ ନିମନ୍ତେ କୌଣସି ନିର୍ଣ୍ଣାୟାତ୍ମକ କାରଣ ନ ଥାଇ [[ବାତ]] ମାରିବା ଆବଶ୍ୟକ । ତଥାପି କେତେକ କ୍ଷେତ୍ରରେ କେତେକ ନିର୍ଦ୍ଦିଷ୍ଟ ଉତ୍ତେଜକ(Trigger) ଯୋଗୁ ବାତ(Fits/ Seizure) ମାରେ ଯେଉଁମାନଙ୍କୁ ସ୍ଵତଃସ୍ଫୁର୍ତ୍ତସ୍ବତଃସ୍ଫୁର୍ତ୍ତ ଏପିଲେପ୍ସି କୁହାଯାଏ (Reflex epilepsy) । ଉଦାହରଣ ସ୍ଵରୁପସ୍ବରୁପ ପଠନ ଏପିଲେପ୍ସିରେ ପଢିବା ଏକ ଟ୍ରିଗର କାମ କରେ । ଫ୍ଲାସିଙ୍ଗ ଆଲୋକ ଯୋଗୁ ଫଟୋସେନସିଟିଭ ଏପିଲେପ୍ସି ହୁଏ । ସ୍ଵତଃସ୍ଫୁର୍ତ୍ତସ୍ବତଃସ୍ଫୁର୍ତ୍ତ ଏପିଲେପ୍ସି ଥିଲେ ମଧ୍ୟ ଟ୍ରିଗର ଯୋଗୁ ଏପିଲେପ୍ସି ହୋଇପାରେ । ପିଲାମାନଙ୍କର ହାଇପରଭେଣ୍ଟିଲେସନ ଯୋଗୁ ଚାଇଲ୍ଡହୁଡ ଆବସେନ୍ସ୍ ଏପିଲେପ୍ସି ହୁଏ । ଫ୍ଲାସିଙ୍ଗ ଆଲୋକ ଓ ହାଇପରଭେଣ୍ଟିଲେସନ କରି ଇ.ଇ.ଜି.ଦ୍ଵାରାଦ୍ବାରା ରୋଗ ନିର୍ଣ୍ଣୟ କରାଯାଏ । ଅନ୍ୟ ଟ୍ରିଗରମାନଙ୍କର ନାମ: ଆବେଗ(Emotional stress), ନିଦ୍ରାହୀନତା, ନିଦ୍ରା, ଉତ୍ତାପ, ଆଲକହଲ ଓ ଜ୍ଵରଜ୍ବର ଇତ୍ୟାଦି । ଟ୍ରିଗରମାନଙ୍କର ପ୍ରତିକ୍ରିୟା ଭିନ୍ନ ଭିନ୍ନ ହୋଇଥାଏ<ref name="Frucht2000">{{cite journal | author = Frucht MM, Quigg M, Schwaner C, Fountain NB. | title =Distribution of seizure precipitants among epilepsy syndromes | journal = Epilepsia | volume = 41 | issue = 12 | pages = 1534–1539. | year = 2000 | doi = 10.1111/j.1499-1654.2000.001534.x | pmid = 11114210}}</ref> । ଋତୁସ୍ରାବ ମଧ୍ୟ ଭିନ୍ନ ରକମ ଟ୍ରିଗର କାମ କରେ ଓ ଏହାକୁ କାଟାମେନିଆଲ ଏପିଲେପ୍ସି କୁହାଯାଏ<ref name="Herzog2004">{{cite journal | author = Herzog AG | title = Frequency of catamenial seizure exacerbation in women with localization-related epilepsy | journal = Annals Neurology | volume = 56 | issue = 3 | pages = 431–34| pmid = 15349872| year = 2004 | doi = 10.1002/ana.20214 | author-separator = , | author2 = Harden CL | author3 = Liporace J | author4 = Pennell P | author5 = Schomer DL | author6 = Sperling M | display-authors = 6 | last7 = Fowler | first7 = Kristen | last8 = Nikolov | first8 = Blagovast | last9 = Shuman | first9 = Sevie}}</ref> ।

ଅପସ୍ମାର ବାତ ବିଭିନ୍ନ ବୟସରେ ବିଭିନ୍ନ କାରଣ ଯୋଗୁ ହୁଏ । ନିମ୍ନରେ ସେହି କାରଣ ଗୁଡିକ ପ୍ରଦତ୍ତ ହେଲା ।

* ନବଜାତ ଓ ପ୍ରାକ୍ ଶୈଶବରେ- ହାଇପୋକ୍ସିକ୍ ଇସ୍କେମିକ୍ ଏନକେଫାଲୋପାଥି, କେନ୍ଦ୍ରୀୟ ସ୍ନାୟୁ ବିଭାଗର ସଂକ୍ରମଣ, ଆଘାତ, କେନ୍ଦ୍ରୀୟ ସ୍ନାୟୁ ବିଭାଗର ଜନ୍ମଗତ ତ୍ରୁଟି ଓ ମେଟାବୋଲିକ ବେମାରୀ ।

* ଶୈଶବ ଅବସ୍ଥାରେ - ଜ୍ଵରଜ୍ବର ଜନିତ ବାତ । ଏହା ସଂକ୍ରମଣ ଯୋଗୁ ବା ଆଘାତ ଯୋଗୁ ହୁଏ ।

* ପିଲାମାନଙ୍କର ପ୍ରକୃତ ଏପିଲେପ୍ସି ହୁଏ ।

* କିଶୋର ଓ ଯୁବାବସ୍ଥାରେ ସଂକ୍ରମଣ ଯୋଗୁ ହୁଏ । ଆବେଗ(Emotional stress), ମସ୍ତିଷ୍କ ଅର୍ବୁଦ ବା ଟ୍ୟୁମର , ଆଲକହଲ ଓ ଡ୍ରଗ ।

* ଉତ୍ତୀର୍ଣ୍ଣ ଯୁବାବସ୍ଥାରେ ସେରେବ୍ରୋଭାସ୍କୁଲାର ରୋଗ ଯୋଗୁ ବାତ ମାରିବା ଅତି ସାଧାରଣ । ଏହା ଛଡା ଅର୍ବୁଦ, ଆଘାତ ଓ ଡିମେନ୍ସିଆ<ref>Harrison's Principles of Medicine. 15th edition</ref> ଯୋଗୁ ମଧ୍ୟ ଏପିଲେପ୍ସି ହୁଏ ।

କେତେକ ଶରୀର ତ୍ରୁଟି ଯୋଗ ମଧ୍ୟ ଏହି ରୋଗ ହୁଏ । [[ରକ୍ତ-ମସ୍ତିଷ୍କ ବାଧା]]ର (Blood brain barrier) ତ୍ରୁଟି ଥିଲେ ତୀବ୍ର ଓ ସ୍ଥାୟୀ ବାତ ମାରେ<ref name="ObyJanigro2006">{{cite journal|last1=Oby|first1=Emily|last2=Janigro|first2=Damir|title=The Blood–Brain Barrier and Epilepsy|journal=Epilepsia|volume=47|issue=11|year=2006|pages=1761–1774|issn=0013-9580|doi=10.1111/j.1528-1167.2006.00817.x|url=http://onlinelibrary.wiley.com/doi/10.1111/j.1528-1167.2006.00817.x/pdf|format=PDF|pmid=17116015}}</ref><ref>{{cite journal | author = Marchi N. ''et al.'' | year = | title = Seizure-Promoting Effect of blood–brain Barrier Disruption | url = | journal = Epilepsia | volume = 48 | issue = 4| pages = 732–742 }}</ref><ref>{{cite journal | author = Seiffert E. ''et al.'' | year = | title = Lasting blood–brain barrier disruption induces epileptic focus in the rat somatosensory cortex | url = | journal = J. Neurosci | volume = 24 | issue = | pages = 7829–7836 }}</ref><ref>Uva,L. ''et al.'' Acute induction of epileptiform discharges by pilocarpine in the ''in vitro'' isolated guinea-pig brain requires enhancement of blood–brain barrier permeability. Neuroscience</ref><ref>{{cite journal | author = van Vliet E.A. ''et al.'' | year = | title = blood–brain barrier leakage may lead to progression of temporal lobe epilepsy | url = | journal = Brain | volume = 130 | issue = | pages = 521–534 }}</ref> । ଆଲବୁମିନ ଓ ଆସ୍ଟ୍ରୋସାଇଟ ଦ୍ଵୟରଦ୍ବୟର ପ୍ରତିକ୍ରିୟା ଯୋଗୁ ଏହା ସମ୍ଭବ ହେବା ଅନୁଶୀଳନରୁ ଜଣାଯାଏ<ref name="pmid17121744">{{cite journal| author=Ivens S| title=TGF-beta receptor-mediated albumin uptake into astrocytes is involved in neocortical epileptogenesis | journal=Brain | year= 2007 | volume= 130 | issue= Pt 2 | pages= 535–47 | pmid=17121744 | doi=10.1093/brain/awl317| author-separator=,| author2=Kaufer D| author3=Flores LP| author4=Bechmann I| author5=Zumsteg D| author6=Tomkins O| display-authors=6| last7=Seiffert| first7=E.| last8=Heinemann| first8=U.| last9=Friedman| first9=A. }}</ref> ।

== ଶରୀରତାତ୍ତ୍ଵିକଶରୀରତାତ୍ତ୍ବିକ ନିଦାନ ==
କେତେକ ଧରଣର ଅପସ୍ମାର ବାତ ଜିନ୍ ମ୍ୟୁଟେସନ ଯୋଗୁ ହେଉଥିବା ଜଣାଯାଏ । କେତେକ ଜିନ୍‌ରେ ଭୋଲ୍ଟେଜ୍ ଗେଟେଡ୍ ଓ ଲିଗଣ୍ଡ ଗେଟେଡ୍ ଚାନେଲର ପ୍ରୋଟିନ୍ ସବ ୟୁନିଟ କୋଡ୍ ପରିବର୍ତ୍ତନ ଯୋଗୁ ଜେନେରାଲାଇଜ୍‌ଡ୍ ଏପିଲେପ୍ସି ଓ ଇନଫଣ୍ଟାଇଲ୍ ସିଜର ସିଣ୍ଡ୍ରୋମ୍ ରୋଗ ହୁଏ<ref name="JClinInvestigation2005-Miriam">{{cite journal | author=Miriam H. Meisler and Jennifer A. Kearney | title=Sodium channel mutations in epilepsy and other neurological disorders | journal=Journal of Clinical Investigation | volume=115 | issue=8 | year=2005 | pages=2010–2017 | pmid=16075041 | doi=10.1172/JCI25466 | pmc=1180547}}</ref> ।

ବଂଶାନୁକ୍ରମିକ ଏପିଲେପ୍ସିରେ ସୋଡିୟମ ଚ୍ୟାନେଲ ପ୍ରୋଟିନ୍ କୋଡ୍ ତୃଟି ଜିନରେ ଦେଖାଯାଏ, ତେଣୁ ସୋଡିୟମ ଚ୍ୟାନେଲ ଖୋଲା ରହି ସ୍ନାୟୁ ସର୍ବଦା ଉତ୍ତେଜିତ ହୋଇ ରହେ । ନିଉରନ୍‌ରୁ ଗ୍ଲୁଟାମେଟ ଅଧିକ କ୍ଷରଣ ହୁଏ । ଏହା ଗ୍ଲୁଟାମ୍ୟାଟର୍‌ଜିକ୍ ନିଉରନ୍ ସହ ସଂଯୁକ୍ତ ହୋଇ ଅତ୍ୟଧିକ କ୍ୟଲସିୟମ କ୍ଷରଣ କରାଏ ଯାହା ନିଉରନ୍ ପ୍ରତି ନିଉରୋଟକ୍ସିକ୍ ହୁଏ । ହିପୋକ୍ୟାମ୍ପସରେ ଏହି ଭଳି ଗ୍ଲୁଟାମ୍ୟାଟର୍‌ଜିକ୍ ନିଉରନ ଅଧିକ ଥାଏ । ଅନ୍ୟ ବିଚାର ଅନୁସାରେ ଜିନ୍ ମ୍ୟୁଟେସନ ହୋଇ ତ୍ରୁଟିଯୁକ୍ତ ଗାବା କ୍ରିୟା ହୁଏ ।

୯୪ କ ଧାଡ଼ି:
* ଉଏସ୍ଟ ସିନ୍ଡ୍ରୋମ ।

== ଚିକିତ୍ସା ==
ସଠିକ ଚିକିତ୍ସା ଆରମ୍ଭ କରିବା ପୂର୍ବରୁ କେଉଁ ପ୍ରକାରର ଏପିଲେପ୍ସି ହେଉଛି ତାହା ଜାଣିବା ନିତାନ୍ତ ଆବଶ୍ୟକ <ref name="pmid16382763">{{cite journal |author=Trost LF, Wender RC, Suter CC, Von Worley AM, Brixner DI, Rosenberg JH, Gunter MJ |title=Management of epilepsy in adults. Treatment guidelines |journal=Postgraduate Medicine |volume=118 |issue=6 |pages=29–33 |year=2005 |month=December |pmid=16382763 |doi= |url=http://www.postgradmed.com/index.php?art=pgm_12_2005?article=1769}}</ref>। ଏହି ରୋଗୀମାନଙ୍କୁ ସାଧାରଣ ମେଡିସିନ ଚିକିତ୍ସକ, ସ୍ନାୟୁ ବିଶେଷଜ୍ଞ ଓ ସ୍ନାୟୁ ଶଲ୍ୟ ବିଶାରଦମାନେ ଚିକିତ୍ସା କରନ୍ତି । ଅପରେଶନଦ୍ଵାରାଅପରେଶନଦ୍ବାରା ଫିଟ୍ସ କମ ହୁଏ, ଭୟାବହତା କମିଯାଏ ଓ କେତେକେ ସ୍ଥଳେ ଆରୋଗ୍ୟ ହୋଇଯାଏ<ref>{{cite journal|last=Hartzfeld|first=P|coauthors=Elisevich K, Pace M, Smith B, Gutierrez JA|title=Characteristics and surgical outcomes for medial temporal post-traumatic epilepsy|journal=Br J Neurosurg|year=2008|volume=22|issue=2|pages=224–230|doi=10.1080/02688690701818901}}</ref>। ଅପରେଶନ ଫଳାଫଳକୁ ଜେରୋମ୍ ଇଞ୍ଜେଲ ଏକ ଗ୍ରେଡ ଆକାରରେ ପ୍ରକାଶ କରିବାକୁ ପରମର୍ଶ ଦେଇଛନ୍ତି <ref>{{cite book|last=Engel|first=Jerome|title=Surgical Treatment of the Epilepsies.|year=1993|publisher=Lippincott Williams & Wilkins|isbn=0-88167-988-7}}</ref>।

=== ଔଷଧ ===
ଔଷଧ ଏହାର ମୂଖ୍ୟ ଚିକିତ୍ସା । ଏହି ଔଷଧ ଗୁଡିକୁ ଆଣ୍ଟିକନ୍‌ଭଲସାଣ୍ଟ କୁହାଯାଏ । ଅନେକ ସମୟରେ ଆଣ୍ଟିକନ୍‌ଭଲସାଣ୍ଟ ସାରା ଜୀବନ ଖାଇବାକୁ ପଡେ ଓ ଏହା ଜୀବନ ଧାରା ଉପରେ ପ୍ରଭାବ ପକାଏ । ବିଭିନ୍ନ ଆଣ୍ଟିକନ୍‌ଭଲସାଣ୍ଟର କର୍ମ ବିଧି, ଉପକାର ଓ ବିଷାକ୍ତ ପ୍ରଭାବ ଅଲଗା ଅଲଗା ହୁଏ ।

==== ଉପଲବ୍ଧ ====
ଆମେରିକାରେ ୨୦ଟି ଔଷଧ ବ୍ୟବହାର ନିମନ୍ତେ ସ୍ଵିକୃତିସ୍ବିକୃତି ପାଇଛି । ସେଗୁଡିକର ନାମ: କାର୍ବାମାଜେପିନ୍ (ଟେଗ୍ରେଟଲ୍), କ୍ଲୋରାଜେପେଟ, କ୍ଲୋନାଜେପାମ, ଇଥୋସକ୍ସାମାଇଡ, ଫେଲବାମେଟ, ଫସଫେନିଟଏନ, ଗାବାପେଣ୍ଟିନ, ଲାକୋସାମାଇଡ, ଲାମୋଟ୍ରିଗିନ, ଲେଭେଟିରାସେଟାମ, ଅକ୍ସକାର୍ବାଜେପିନ୍, ଫେନୋବାର୍ବିଟାଲ, ଫେନିଣ୍ଟଏନ୍, ପ୍ରିଗାବାଲିନ୍, ପ୍ରିମିଡୋନ, ଟିଆଗାବାଇନ୍, ଟୋପିରାମେଟ, ଭାଲପ୍ରୋଏଟ ଏବଂ ଜୋନିସାମାଇଡ । ଅଧିକାଂଶ ଔଷଧ ୧୯୯୦ ମସିହା ପରେ ସୃଷ୍ଟି ହୋଇଛି ।
==== କାର୍ଯ୍ୟଦକ୍ଷତା ====
ବ୍ୟବହାର ହେଉଥିବା ଔଷଧ ଅନ୍ତତଃ ୫୦ % ରୋଗୀଙ୍କର ବାତ ୫୦ % ଉପଶମ ହେଲେ ତାହାକୁ କାର୍ଯ୍ୟଦକ୍ଷ(Effective) କୁହାଯିବ । ସର୍ବୋତ୍କ୍ରୁଷ୍ଟ ଆଣ୍ଟିକନ୍‌ଭଲସାଣ୍ଟ ଚିକିତ୍ସା ସତ୍ତ୍ଵେସତ୍ତ୍ବେ ୨୦ % ରୋଗୀଙ୍କର ମଝିରେ ମଝିରେ ବାର ମର ଜାରି ରହେ ।

==== ସୁରକ୍ଷା ଓ ପାର୍ଶ୍ଵପାର୍ଶ୍ବ ପ୍ରତିକ୍ରିୟା ====
୮୮ % ରୋଗୀଙ୍କର ଅନ୍ୟୁନ ଗୋଟିଏ ପାର୍ଶ୍ଵପାର୍ଶ୍ବ ପ୍ରତିକ୍ରିୟା ରହିଥିବା ଗୋଟିଏ ଇଉରୋପିଆନ ଅନୁଶୀଳନରୁ ଦେଖାଯାଇଛି <ref>{{cite journal |author=Baker GA |year=1997 |title=Quality in life in people with epilepsy: a European study |journal=Epilepsia |volume=38 |pages=353–362 |doi=10.1111/j.1528-1157.1997.tb01128.x |pmid=9070599 |issue=3 |author-separator=, |author2=Jacoby A |author3=Buck D |display-authors=3 |last4=Stalgis |first4=Carlos |last5=Monnet |first5=Dominique}}</ref>। ଅଧିକାଂଶ ପାର୍ଶ୍ଵପାର୍ଶ୍ବ ପ୍ରତିକ୍ରିୟା କମ ଧରଣର ହୁଏ, ମାତ୍ରା ବ୍ୟତିକ୍ରମ(Dose related) ଯୋଗୁ ହୁଏ ଓ ଉପଯୁକ୍ତ ଚିକିତ୍ସାଦ୍ଵାରାଚିକିତ୍ସାଦ୍ବାରା ମୋଟେ ପ୍ରତିକ୍ରିୟା ହୁଏ ନାହିଁ ବା ସ୍ଵଳ୍ପସ୍ବଳ୍ପ ପରିମାଣ ହୁଏ । କେତେକ ପାର୍ଶ୍ଵପାର୍ଶ୍ବ ପ୍ରତିକ୍ରିୟା ମଧ୍ୟରେ ଯକୃତ ବିଷାକ୍ତ, ଆପ୍ଲାସ୍ଟିକ୍ ଆନିମିଆ ଓ ଚର୍ମ ରୋଗ ମୂଖ୍ୟତଃ ଦେଖାଯାଏ । ଗର୍ଭିଣୀ ମହିଳାମାନଙ୍କର ବିକୃତ ଛୁଆ ହେବା ସମ୍ଭାବନା ରହେ ।

==== ଆଣ୍ଟିକନ୍‌ଭଲସାଣ୍ଟ ବ୍ୟବହାର ଓ ଚିକିତ୍ସା ====
ଆଣ୍ଟିକନ୍‌ଭଲସାଣ୍ଟ ପ୍ରେସକ୍ରିପସନ ଦେବାବେଳେ ଚିକିତ୍ସକଙ୍କ ମୂଳ ଲକ୍ଷ ରହେ ଯେପରି ବାତ ଆଦୌ ହେବ ନାହିଁ ଓ ଯଥା ସମ୍ଭବ କମ ପାର୍ଶ୍ଵପାର୍ଶ୍ବ ପ୍ରତିକ୍ରିୟା ହେବ । ଅନେକ ରୋଗୀ ଗୋଟିଏ ଔଷଧ ବ୍ୟବହାର କରନ୍ତି ଓ କେତେକଙ୍କର ଏକାଧିକ ଔଷଧ ଆବଶ୍ୟକ ହୁଏ । ସେଥି ନିମନ୍ତେ ଡାକ୍ତର ଏକ ସନ୍ତୁଳିତ ପ୍ରେସକ୍ରିପସନ ଦିଅନ୍ତି । ଗୋଟିଏ ଔଷଧ ଖାଉଥିବା ରୋଗୀଙ୍କର ବିଶେଷ ଅସୁବିଧା ହୁଏ ନାହିଁ କିନ୍ତୁ ଏକାଧିକ ଔଷଧ ଖାଉଥିବା ରୋଗୀଙ୍କୁ ସାବଧାନତା ସହ ଜଗିବାକୁ ହୁଏ ।

ଆଣ୍ଟିଏପିଲେପ୍ଟିକ ଔଷଧ ଖାଉଥିବା ରୋଗୀଙ୍କର [[ସେରମ]] ଏ.ଇ.ଡି (antiepileptic drugs ବା AEDs ) ପରୀକ୍ଷା କରି ଔଷଧ କାମ କରୁଛି କି ନାହିଁ ଜଣାଯାଏ, ଏକାଧିକ ଔଷଧମାନଙ୍କର ପରଷ୍ପର ପ୍ରତିକ୍ରିୟା ଜଣାଯାଏ ଓ ନିଦ୍ରାହୀନତା ବା ଅନ୍ୟ କାରଣମାନ ଔଷଧ ଯୋଗୁ ହେଉଛି କି ନାହିଁ ଜଣାଯାଏ । ଶିଶୁ ଓ କଥା କହି ନ ପାରୁଥିବା ବ୍ୟକ୍ତିମାନେ ଏହାଦ୍ଵାରାଏହାଦ୍ବାରା ବିଶେଷ ଉପକୃତ ହୁଅନ୍ତି । ରୁଟିନ ରକ୍ତ ଓ ପରିସ୍ରା ପରୀକ୍ଷାରୁ ବିଶେଷ ଉପକାର ମିଳେ ନାହିଁ ।<ref>{{cite journal |author=Camfiled C |year=1986 |title=Asymptomatic children with epilepsy: little benefit from screening for anticonvulsant-induced liver, blood, or renal damage |journal=Neurology |volume=36 |pages=838–841 |pmid=3703292 |issue=6 |author-separator=, |author2=Camfield P |author3=Smith E |display-authors=3 |last4=Tibbles |first4=JA}}</ref><ref>{{cite journal |doi=10.1056/NEJM198507183130303 |author=mattson RH, Cramer J, COllins JF. |year=1985 |title=Comparison of carbemazipine, phenobarbital, phenytoin, and primidone in complex partial seizures |journal=NEJM |volume=313 |pages=145–151 |pmid=3925335 |issue=3}}</ref>

ଦୁଇ ବା ତିନି ଔଷଧ ପ୍ରୟୋଗ ପରେ ମଧ୍ୟ କିଛି ଉପକାର ନ ମିଳିଲେ ତାହାକୁ ମେଡିକାଲି ରିଫ୍ରାକ୍ଟରି(medically refractory) କୁହାଯାଏ । ଅନୁଶୀଳନରୁ ଦେଖାଯାଇଛି, ୪୭ % ରୋଗୀଙ୍କର ପ୍ରଥମ ଔଷଧଦ୍ଵାରାଔଷଧଦ୍ବାରା ବାତ ଉପରେ ନିୟନ୍ତ୍ରଣ ହୋଇଯାଏ, ୧୪ % ଲୋକ ଦ୍ଵିତୀୟଦ୍ବିତୀୟ ବା ତୃତୀୟ ଔଷଧଦ୍ଵାରାଔଷଧଦ୍ବାରା ବାତମୁକ୍ତ ହୁଅନ୍ତି। ୩ % ରୋଗୀ ଏକ ସମୟରେ ଦୁଇ ଔଷଧ ଖାଇଲେ ବାତମୁକ୍ତ ହୁଅନ୍ତି<ref>{{cite journal |author=Kwan P, Brodie MJ. |year=2000 |title=Early identification of refractory epilepsy |journal=NEJM |volume=342 |pages=314–319 |doi=10.1056/NEJM200002033420503 |pmid=10660394 |issue=5}}</ref> ।

==== ଅପରେଶନ ====
ଔଷଧ ପ୍ରତିରୋଧୀ କେନ୍ଦ୍ରୀଭୁତ ବାତ ନିମନ୍ତେ ଅପରେଶନ ଆବଶ୍ୟକ ହୁଏ<ref>{{cite journal|last=Duncan|first=JS|coauthors=Sander, JW, Sisodiya, SM, Walker, MC|title=Adult epilepsy|journal=Lancet|date=2006 Apr 1|volume=367|issue=9516|pages=1087–100|pmid=16581409|doi=10.1016/S0140-6736(06)68477-8}}</ref> । ସମ୍ପୁର୍ଣ୍ଣ ବାତ ନିୟନ୍ତ୍ରଣ ଅପରେଶନର ମୂଖ୍ୟ ଲକ୍ଷ<ref name="Birbeck2002">{{cite journal | author=Birbeck GL, Hays RD, Cui X, Vickrey BG. | title=Seizure reduction and quality of life improvements in people with epilepsy | journal=Epilepsia | year=2002 | pages=535–538 | volume=43 | doi=10.1046/j.1528-1157.2002.32201.x | pmid=12027916 | issue=5}}</ref> ହେଲେ ମଧ୍ୟ ଔଷଧ ଆବଶ୍ୟକ ହୋଇପାରେ <ref name="Berg2007">{{cite journal | author=Berg AT, Langfitt JT, Spencer SS, Vickrey BG. | title=STOPPING ANTIEPILEPTIC DRUGS AFTER EPILEPSY SURGERY: A SURVEY OF US EPILEPSY CENTER NEUROLOGISTS | journal=Epilepsy Behav | year=2007 | pages=219–222 | volume=10 | doi=10.1016/j.yebeh.2006.12.001 | pmid=17251061 | issue=2 | pmc=1868701}}</ref>।

ମସ୍ତିଷ୍କର କେଉଁ ଅଂଶରୁ ବାତ ସୃଷ୍ଟି ହେଉଛି ଓ ସେହି ଅଂଶକୁ ମୁକ୍ତ କଲେ କେଉଁ କାମ ବାଧାପ୍ରାପ୍ତ ହେବ, ତାହା ଭଲ ଭାବରେ ଅପରେଶନ ପୂର୍ବରୁ ବିଚାର କରାଯାଏ । ଏଥି ନିମନ୍ତେ ବିଭିନ୍ନ ପରୀକ୍ଷା ଆବଶ୍ୟକ ଯଥା; ରୁଟିନ ଇ.ଇ.ଜି., ଦୀର୍ଘ କାଳୀନ ଇ.ଇ.ଜି. ମନିଟରିଙ୍ଗ, ନିଉରୋସାଇକୋଲଜିକାଲ ପରୀକ୍ଷା, ଏମ୍. ଆର. ଆଇ., ପି.ଇ.ଟି., ଵାଡାବାଡା ଟେସ୍ଟ ଓ ଏମ୍. ଇ.ଜି ଇତ୍ୟାଦି ।

କଲୋସ୍ଟୋମି ବା କମିସୁରେକ୍ଟୋମି, ମଲ୍ଟିପ୍ଲ ସବପିଆଲ ଟ୍ରନ୍ସସେକ୍ସନ, ହେମିସ୍ଫେରୋକ୍ଟୋମି ଇତ୍ୟାଦି ଅପରେଶନ କରାଯାଏ ।

"https://or.wikipedia.org/wiki/ଅପସ୍ମାର"ରୁ ଅଣାଯାଇଅଛି