"ଅଜିତ ଅଗରକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ as per https://or.wikipedia.org/wiki/topic:Up86qjal0bt4nlce
୯୭ କ ଧାଡ଼ି:
| year = 2012
}}
'''ଅଜିତ ବାଳଚନ୍ଦ୍ର ଅଗରକର'''   ( ଜନ୍ମ 4 ଡିସେମ୍ବର , 1977 ) ଜେନ ପ୍ରାକ୍ତନ ଭାରତୀୟ କ୍ରିକେଟ ଖେଳାଳୀ । ସେ ଭାରତ ପାଇଁ ଅନ୍ତର୍ଜାତିକ କ୍ରିକେଟ ଖେଳି 200ରୁ ଅଧିକ ୱିକେଟ ନେବାସହ ବ୍ୟାଟିଂରେ ମଧ୍ୟ ଉପଯୋଗୀ ଅବଦାନ ଦେଇଛନ୍ତି । ଆଇପିଏଲରେ [[ଦିଲ୍ଲୀ]] ଓ [[କଲିକତା]] ପାଇଁ ଖେଳିବା ସହ ରଣଜୀ ଟ୍ରଫିରେ [[ମୁମ୍ବାଇ]]ର ଅଧିନାୟକ ମଧ୍ୟରହିଥିଲେ । ଅଧିନାୟକ ଭାବେ ସେ ମୁମ୍ବାଇ ପାଇଁ ୪୦ ତମ ରଣଜୀ ଟ୍ରଫି ବିଜୟ ଦେଇଥିଲେ । ସେ ୧୯୯୮ରେ ଉଭୟ ଟେଷ୍ଟ ଓ  ଏକଦିବସୀୟ  ଅନ୍ତର୍ରାଷ୍ଟ୍ରୀୟରେ ଭରତ ପାଇଁ ପଦାର୍ପଣ ମ୍ୟାଚ ଖେଳିଥିଲେ । ଟି୨୦ରେ ସେ ୨୦୦୬ରେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ । ଏକଦିବସୀୟରେ ସେ ଭାରତର ତୃତୀୟ ସର୍ବାଧିକ ୱିକେଟ ହାସଲକାରୀ । ସେ ୧୯୯୯ ୦ ୨୦୦୭ ବିଶ୍ଵକପରେବିଶ୍ବକପରେ ଭାରତ ପାଇଁ ଖେଳିଥିଲେ । 
 
== ବ୍ୟକ୍ତିଗତ ଜୀବନ ==
ନିଜର ଜେଜେବାପା ଓ ଜେଜେ ମାଙ୍କଦ୍ଵାରାମାଙ୍କଦ୍ବାରା ପାଳିତ ଅଜିତ ଶିବାଜି ପାର୍କ ଅଞ୍ଚଳରେ ରହି ଥିଲେ । ଏଠାରୁ ଅନେକ ଭାରତୀୟ ପ୍ରସିଦ୍ଧ କ୍ରିକେଟ ଖେଳାଳିଙ୍କ ଅଭିରଭାବ ହେଇଥିଲା । ରାମାକାନ୍ତ ଅଚ୍ରେକାର ଟକ୍ର କୋଚ ଥିଲେ । ସେ ପରେ ରୂପାରେଲ କଲେଜରେ ପଢୀଥିଲେ। ସେ ଫାଟିମା ଘାଡିଆଳିଙ୍କୁ ବିଭାହ କରିଥିଲେ ଓ ରଙ୍କର ଏକ ପୁତ୍ର ରାଜ ଅଛି । ବର୍ତମାନ ସେ ୱୋର୍ଲି ଅଞ୍ଚଳରେ ବାସ କରନ୍ତି ।<ref>http://www.lookuppage.com/users/ajitagarkar/</ref>
 
== ବୋଲିଂ ଷ୍ଟାଇଲ ==
ଉଚ୍ଚତାରେ ଅଧିକ ନ ଥିଲେ ମଧ୍ୟ ସେ ବଳିଷ୍ଠ ଗଠନ ଯୋଗୁ ଖୁବ ଦ୍ରୁତ ଗତିରେ ବୋଲିଂ କରିପାରୁଥିଲେ । ପୁରୁଣା ବଲରେ ମଧ୍ୟ ରିଭର୍ସ ସ୍ଵିଙ୍ଗସ୍ବିଙ୍ଗ ଦେଇପାରିବା ତାଙ୍କ ବିଶେଷତା ଥିଲା । 
 
== ଆଧାର ସମୂହ ==