"ଅଗ୍ନି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- କୁ +କୁ )
ଟିକେ ଵ ବଦଳରେ ବ as per https://or.wikipedia.org/wiki/topic:Up86qjal0bt4nlce
୧୩ କ ଧାଡ଼ି:
| Mantra =
| Weapon =
| Consort = [[ସ୍ଵାହାସ୍ବାହା]]
| Shakti = [[Meshavahini]]
| Mount = ଛାଗ
୧୯ କ ଧାଡ଼ି:
}}
 
ପୌରାଣିକ ମତେ ଧର୍ମଙ୍କ ଔରସରେ ବସୁ ଭାର୍ଯ୍ୟାଙ୍କ ଗର୍ଭରେ ଅଗ୍ନି ଜନ୍ମିଥିଲେ ୤ ଦକ୍ଷ କନ୍ୟା ସ୍ଵାହାସ୍ବାହାସ୍ଵଧାସ୍ବଧା ଏହାଙ୍କର ଦୁଇ ଭାର୍ଯ୍ୟା ୤ ଏ ଦଶ[[ଦିଗ]]ପାଳଙ୍କ ମଧ୍ୟରେ ଅନ୍ୟତମ ଓ ଦକ୍ଷିଣପୂର୍ବ (ଅଗ୍ନି) କୋଣର ଅଧିପତି ଅଟନ୍ତି ୤ ଏହାଙ୍କ ବାହନ ଛାଗ ୤ ଏହାଙ୍କ ମୁଖରେ ଦିଆଯିବା ଘୃତକୁ ସମସ୍ତ ଦେବତା ଗ୍ରହଣ କରି ତୃପ୍ତ ହୁଅନ୍ତି ୤ ଅଗ୍ନିଦେବଙ୍କର ଦଶଗୋଟି ଅଙ୍ଗ ବା ଅବୟବ ଧୂମ୍ର; ଅର୍ଚ୍ଚି; ଋକ୍ଷ୍ମା; ଜ୍ଵଳିନୀଜ୍ବଳିନୀ; ଜ୍ଵାଳିନୀଜ୍ବାଳିନୀ; ବିଷ୍ଫୁଲିଙ୍ଗିନୀ; ସୁଶ୍ରୀ; ସୁରୂପା; କପିଳା ଓ ହବ୍ୟକବ୍ୟକୁ ଅଗ୍ନିକଳା କୁହାଯାଏ ୤
ଅଗ୍ନିଙ୍କର ସପ୍ତଜିହ୍ଵାସପ୍ତଜିହ୍ବା (କରାଳୀ, ଧୂମିନୀ, ଶ୍ଵେତାଶ୍ବେତା, ଲୋହିତା, ନୀଳଲୋହିତା, ପଦ୍ମରାଗା ଓ ସୁବର୍ଣ୍ଣା) ଥିବାର କଳ୍ପିତ ହୋଇଅଛି ୤
* ମତାନ୍ତରେ ଏହା: କାଳୀ, କରାଳୀ, ମନୋଜବା, ସୁଲୋହିତା, ସୁଧୂସବର୍ଣ୍ଣା, ସ୍ଫୁଲିଙ୍ଗିନୀ ବା ଉଗ୍ରା, ବିଶ୍ଵନିରୂପିଣୀବିଶ୍ବନିରୂପିଣୀ ବା ବିଶ୍ଵନନ୍ଦାବିଶ୍ବନନ୍ଦା ବା ପ୍ରଦୀପ୍ତା ୤
* ମତାନ୍ତରେ ବାୟୂ ଅଗ୍ନିର ୭ଗୋଟି ଜିହ୍ଵାଜିହ୍ବା: ଅବହ, ପ୍ରବହ, ଉଦବର୍ହ, ସଂବହ, ବିବହ, ନିବହ ଓ ପରିବହ ୤
* କର୍ମବିଶେଷରେ ଏହି ସପ୍ତ ଜିହ୍ଵାଙ୍କରଜିହ୍ବାଙ୍କର ନାମାନ୍ତର: ହରିଣ୍ୟା, କନକା, ରକ୍ତା, କୃଷ୍ଣା, ସୁପ୍ରଭା, ବହୁରୂପା ଓ ଅତିରିକ୍ତା
* ଶ୍ଵେତଶ୍ବେତ, ପୀତ, ରକ୍ତ, କୃଷ୍ଣ, ନୀଳ, ଧୂମ୍ର, ପାଟଳ
 
ଅଗ୍ନିଦେବଙ୍କ ଔରସରେ ସ୍ଵାହାଙ୍କସ୍ବାହାଙ୍କ ଗର୍ଭରୁ ଦକ୍ଷିଣ, ଗାର୍ହପତ୍ୟ ଓ ଆବବନୀୟ ନାମକ ୩ଟି ବୈଦିକ ଅଗ୍ନି ଜାତ ହେଲେ ୤
ବେଦୋକ୍ତ ପାଞ୍ଚଟି ଯଜ୍ଞାଗ୍ନି ଯଥା: ଅନ୍ଵାହାର୍ଯ୍ୟଅନ୍ବାହାର୍ଯ୍ୟ, ପଚନ ବା ଗାର୍ହପତ୍ୟ, ଆହବନୀୟ, ସଭ୍ୟ ଓ ଅବସଥ୍ୟ ନାମ ତିନି ଗୋଟି ଯଜ୍ଞାଗ୍ନିକୁ ସାଗ୍ନିକ ମାନେ ଗୃହରେ ରକ୍ଷା କରନ୍ତି
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
 
"https://or.wikipedia.org/wiki/ଅଗ୍ନି"ରୁ ଅଣାଯାଇଅଛି