"ଶି ଜିନପିଙ୍ଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଚୀନ using HotCat
ଟିକେ Regular Character Changes
୧୦୦ କ ଧାଡ଼ି:
}}'''ଶି ଜିନପିଙ୍ଗ''' ({{IPAc-en|ʃ|iː}};<ref>[http://www.dictionary.com/browse/xi "Xi"]. ''[[Random House Webster's Unabridged Dictionary]]''.</ref><ref>{{Cite news}}</ref> {{zh|s=习近平}}; ଜନ୍ମ ୧୫ ଜୁନ ୧୯୫୩) ହେଉଛନ୍ତି [[କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା]]<nowiki/>ର ସାଧାରଣ ସଚିବ, ସେଣ୍ଟ୍ରାଲ ମିଲିଟାରୀ କମିଶନର ଅଧ୍ୟକ୍ଷ ତଥା [[ଚୀନ]] ଦେଶର ରାଷ୍ଟ୍ରପତି । <ref>{{Cite news}}</ref><ref>{{Cite news}}</ref><ref>[http://www.china.org.cn/features/leadership/node_1086673.htm Who's Who in China's Leadership] {{Webarchive|url=https://web.archive.org/web/20160816052944/http://www.china.org.cn/features/leadership/node_1086673.htm|date=16 August 2016}}</ref><ref>{{Cite web|url=http://www.atimes.com/article/plenum-piece/|title=All hail Xi, China's third 'core' leader|last=Wu|first=Zhong|date=23 October 2016|website=atimes.com|access-date=11 November 2016}}</ref><ref>{{Cite web|url=https://multimedia.scmp.com/widgets/china/cpc-primer/|title=A simple guide to the Chinese government|publisher=[[South China Morning Post]]|access-date=26 October 2018|quote=Xi Jinping is the most powerful [[Paramount leader|figure]] in the Chinese political system. He is the [[President of the People's Republic of China|President of China]], but his real influence comes from his position as the [[General Secretary of the Chinese Communist Party]].}}</ref>
 
ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଜନ୍ମ ଗ୍ରହଣ କରିଥିବା ସାଧାରଣ ସଚିବ ହିସାବରେ ଶି ହେଉଛନ୍ତି ଚୀନରେ ପ୍ରଥମ । ସାଂସ୍କୃତିକ ସଂଗ୍ରାମ ପରେ ସେ ନିଜ ପିତାଙ୍କ ସହ ଏକ ଗ୍ରାମ ଯାନଚୁଁଆନ କାଉଣ୍ଟି ରେକାଉଣ୍ଟିରେ ରହୁଥିଲେ ।<ref>{{Cite web|url=https://www.npr.org/2012/11/09/164684418/for-chinas-rising-leader-a-cave-was-once-home|title=For China's Rising Leader, A Cave Was Once Home|website=npr.org|access-date=27 October 2018}}</ref> ସିଂହୱା ବିଶ୍ୱବିଦ୍ୟାଳୟରେ ପଢି ସାରିବା ପରେ ସେ ଚୀନର ଉପକୂଳୀୟ ରାଜ୍ୟଗୁଡ଼ିକରେ ରାଜନୈତିକ ଭାବେ କ୍ଷମତା ବଢାଇବାରେ ଲାଗିଲେ ।<ref name="SimonCao2009">{{Cite book|url=https://books.google.com/books?id=ImkmKGIwhWUC&pg=PA28|title=China's Emerging Technological Edge: Assessing the Role of High-End Talent|last=Denis Fred Simon|last2=Cong Cao|date=19 March 2009|publisher=[[Cambridge University Press]]|isbn=978-0-521-88513-3|pages=28–}}</ref> ଶି ୧୯୯୯ ରୁ୧୯୯୯ରୁ ୨୦୦୨ ମସିହା ପର୍ଯ୍ୟନ୍ତ ଫ୍ୟୁଜିଆନ ରାଜ୍ୟର ରାଜ୍ୟପାଳ ଥିଲେ । ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଶି ଜଜିଆଙ୍ଗ ରାଜ୍ୟର ଦଳ ସଚିବ ଭାବେ କାର୍ଯ୍ୟ କଲେ । ୨୦୦୭ରେ କିଛି ସମୟ ପାଇଁ ସେ ସାଂଘାଇ ରାଜ୍ୟର ଦଳୀୟ ସଚିବ ହୋଇ ଯାଇଥିଲେ । ସେହି ବର୍ଷ ୨୦୦୭ ରେ୨୦୦୭ରେ ସେ ମୁଖ୍ୟ ସଚିବ ଭାବେ, ତତ୍କାଳୀନ ରାଷ୍ଟ୍ରପତି ହୁ ଜିନ୍ତାଓ ଙ୍କର ଉତ୍ତରାଧିକାରୀ ଭାବେ ପାଞ୍ଚ ବର୍ଷ କାଳ ରହିଥିଲେ । ୨୦୦୮ ରୁ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ସେ ଉପ-ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ । ୨୦୧୦ ରୁ୨୦୧୦ରୁ ୨୦୧୨ ପର୍ଯ୍ୟନ୍ତ ସେ ସେଣ୍ଟ୍ରାଲ ମିଲିଟାରୀ କମିଶନର ଉପାଧ୍ୟାକ୍ଷ ଥିଲେ ।
 
ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବା ଦିନଠୁ ଶି ଦଳରେ ଶୃଙ୍ଖଳା ଏବଂ ଦୁର୍ନୀତି ରୋକିବାକୁ ଅନେକ ଦୂରଦର୍ଶୀ ପଦକ୍ଷେପ ନେଇଥିଲେ ।<ref name="lam2014">{{Cite news}}</ref> ସେ ନିଜକୁ ଜଣେ ଚୀନ ରାଷ୍ଟ୍ରବାଦୀ<ref name="kuhn">{{Cite news}}</ref> ବୋଲି ଘୋଷଣା କରି ସାଧାରଣ ସମାଜରେ ଇଣ୍ଟରନେଟ ଉପରେ ଏହୁ ବାଛନ୍ଦ ଲାଗୁ କରିଥିଲେ ।<ref>{{Cite news}}</ref><ref>{{Cite news}}</ref> 'ଚାଇନିଜ ଡ୍ରିମ' ନାମକ ଏକ ସ୍ଲୋଗାନ ଦେଇ ସେ ଚୀନର ଅର୍ଥନୀତି ସୁଧାରିବାକୁ ଚେଷ୍ଟା କରିଥିଲେ ।<ref>{{Cite web|url=https://www.telegraph.co.uk/news/worldnews/asia/china/9935609/Xi-Jinping-calls-for-a-Chinese-Dream.html|title=Xi Jinping calls for a Chinese dream|website=[[The Daily Telegraph]]|access-date=20 March 2013}}</ref> ଚୀନର ମୁକ୍ତ ବାଣିଜ୍ୟ, ଗ୍ଳୋବାଲାଇଜେସନ, ଚୀନ-ଜାପାନ ସମ୍ପର୍କ, ଦକ୍ଷିଣ ଚୀନ ସମୁଦ୍ରରେ ଚୀନର ଆଧିପତ୍ୟ ଆଦିରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ।<ref>{{Cite web|url=http://theory.people.com.cn/n/2015/0212/c40531-26552481.html|last=|first=|date=|website=Communist Party of China News|language=zh-hans|script-title=zh:王毅:指導新形勢下中國外交的強大思想武器|trans-title=Wang Yi: Powerful ideological weaponry for the purpose of channelling China under new circumstances)|access-date=25 September 2017}}</ref> '[[ୱାନ ବେଲ୍ଟ ୱାନ ରୋଡ]]' ଦ୍ୱାରା ସେ ୟୁରୋପ ଏବଂ ଏସିଆରେ ଚୀନର ଆଧିପତ୍ୟ ମଧ୍ୟ ବିସ୍ତାର କରିଚାଲିଛନ୍ତି । <ref name="lam2014" />
 
ପଞ୍ଚମ ପୀଢ଼ିର ରାଜନେତା ଭାବେ ସେ ପ୍ରାୟ ଅଧିକାଂଶ ରାଜନୈତିକ ଶକ୍ତି ଏକତ୍ରିତ କରି ନିଜ ପାଖରେ ରଖିଛନ୍ତି ।<ref>{{cite web |url= http://www.giga-hamburg.de/dl/download.php?d=/content/ias/archiv/cds/cds_0905.pdf |title= deckblatt-ca-data sup-form.pdf |format= PDF |archiveurl= https://web.archive.org/web/20120217211144/http://www.giga-hamburg.de/dl/download.php?d=%2Fcontent%2Fias%2Farchiv%2Fcds%2Fcds_0905.pdf |archivedate= 17 February 2012 |accessdate= 20 October 2010 |dead-url= no |df= dmy-all }}</ref> ସେ ନୂତନ ଭାବେ ଗଠିତ ନ୍ୟାସନାଲ ସିକ୍ୟୋରିଟି କମିଶନ ତଥା ଅର୍ଥନୈତିକ ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଗଠିତ କମିଟିରେ ନିଜକୁ ଅଧ୍ୟକ୍ଷ କରିଛନ୍ତି । ଏହା ଛଡ଼ା ସାମରିକ ଉନ୍ନତିକରଣ, ଇଣ୍ଟରନେଟ ମଧ୍ୟ ସେ ମୁଖ୍ୟ ନିଷ୍ପତି ନିଅନ୍ତି । ନିଜର ରାଷ୍ଟ୍ରପତି କାଳରେ ସେ ରାଷ୍ଟ୍ରପତି ମାନଙ୍କର କ୍ଷମତାରେ ରହିବାର ଆଗରୁ ଥିବା ସୀମିତ ସମୟସୀମାକୁ ରଦ୍ଧ କରିଛନ୍ତି । <ref>{{Cite news|url=https://www.scmp.com/news/china/policies-politics/article/2111746/xi-jinpings-political-thought-will-be-added-chinas|title=Xi Jinping's political thought will be added to Chinese Communist Party constitution, but will his name be next to it?|last=Choi|first=Chi-yuk|date=18 September 2017|work=South China Morning Post|access-date=22 September 2017|last2=Jun|first2=Mai}}</ref> ୨୦୧୮ ମସିହାରେ ଫୋର୍ବସ ପତ୍ରିକା ତାଙ୍କୁ ବିଶ୍ୱର ସର୍ବ ପ୍ରସିଦ୍ଧ ଶକ୍ତିଶାଳୀ ନେତା ଭାବେ ପ୍ରକାଶ କରିଛି । ଆଗରୁ [[ଋଷିଆ|ରୁଷିଆ]]<nowiki/>ର ରାଷ୍ଟ୍ରପତି [[ଭ୍ଲାଦିମିର ପୁଟିନ]] ଏହି ପଦବୀରେ ଲଗାତାର ପାଞ୍ଚ ବର୍ଷ ରହିଆସୁଥିଲେ ।<ref>{{cite news|title=Xi Jinping becomes world's most powerful leader, Modi ranked 9th: Forbes- News Nation|url=http://www.newsnation.in/india-news/forbes-10-most-powerful-people-in-the-world-list-modi-ranked-9th-xi-jinping-tops-the-list-article-196018.html|work=[[News Nation]]|date=9 May 2018}}</ref><ref>{{cite news|last1=Bosilkovski|first1=David M. Ewalt, Igor|title=The World's Most Powerful People 2018|url=https://www.forbes.com/sites/davidewalt/2018/05/08/the-worlds-most-powerful-people-2018/#7e7884216c47|work=[[Forbes]]}}</ref><ref>{{cite news|title=SA-born Elon Musk has been named the world's 25th most influential person for revolutionising transportation 'both on earth and in space'|url=https://www.businessinsider.co.za/south-african-born-elon-musk-named-worlds-25th-most-influential-person-2018-5|work=www.businessinsider.co.za|date=27 October 2018}}</ref>