"ରମଣ ମହର୍ଷି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୨୦ କ ଧାଡ଼ି:
"ମୁଁ କିଏ" ସାଧନା -
 
ରମଣ ମହର୍ଷି ଙ୍କୁମହର୍ଷିଙ୍କୁ କୌଣସି ପ୍ରଶ୍ନ ପଚାରିଲେ, ସିଏ ଉତ୍ତର ଦିଅନ୍ତି ଆଉ ଏକ ପ୍ରଶ୍ନ କରି - "କିଏ ଏହି ପ୍ରଶ୍ନ ପଚାରୁଛି ଖୋଜି ଦେଖ" | ତାଙ୍କର ମୂଳ ସାଧନା ପଦ୍ଧତି ହେଲା - "ମୁଁ କିଏ" ପ୍ରଶ୍ନ ମାଧ୍ୟମରେ ବାହ୍ୟ ମନକୁ ଅନ୍ତର୍ମୁଖୀ କରିବା ଏବଂ ଆତ୍ମା ଉପରେ କେନ୍ଦ୍ରୀଭୂତ କରିବା | ଏହିପରି କରୁ କରୁ ମନ ଆତ୍ମାରେ ଲୟ ହେବ ଏବଂ ନିଜେ ଆତ୍ମା ସ୍ୱରୂପ ହୋଇଯିବା |
 
ଭକ୍ତ - ଧ୍ୟାନ କେମିତି କରିବି ?