"ଆସିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ସାଧାରାଣ ଅକ୍ଷର ଅଦଳବଦଳ
୨୨ କ ଧାଡ଼ି:
footnotes = |
}}
ଆସିକା [[ଗଞ୍ଜାମ ଜିଲ୍ଲା]]ର ପ୍ରମୁଖ ସହର ଏବଂ ଏକ ନିର୍ବାଚନ ମଣ୍ଡଳୀ ଅଟେ। "'''ସୁଗାର୍ ସିଟି'''" ଭାବରେ ଓଡିଶାଓଡ଼ିଶା ପ୍ରସିଦ୍ଧ।
 
== ଭୌଗୋଳିକ ଅବସ୍ଥିତି ==
ଆସିକା ୧୯.୬ଡିଗ୍ରୀ ଉତ୍ତର ୮୪.୬୫ଂପୂର୍ବରେ<ref>[https://goo.gl/maps/J37eh7KR9hC2 ଗୁଗଲ୍ ମ୍ୟାପ୍]</ref> ସମୁଦ୍ର ପତନରୁ ୩୦ ମିଟର (୯୮ ଫୁଟ୍) ଉଚ୍ଚରେ<ref>http://www.fallingrain.com/world/IN/21/Asika.html</ref> [[ଗଞ୍ଜାମ ଜିଲ୍ଲା]]ର କେନ୍ଦ୍ରରେ ଅବସ୍ଥିତ<ref name=":0">http://bhulekh.ori.nic.in/TahasilWebsite/TahasilInfo.aspx</ref>। ଏହା ଓଡିଶାରଓଡ଼ିଶାର ରାଜଧାନୀ [[ଭୁବନେଶ୍ୱର]] ଠାରୁ ୧୬୫ କିଲୋମିଟର ଏବଂ ଦକ୍ଷିଣ ଓଡିଶାରଓଡ଼ିଶାର ପ୍ରମୁଖ ସହର [[ବ୍ରହ୍ମପୁର]] ଠାରୁ ପାଖାପାଖି ୪୦ କିଲୋମିଟର ଦୂର ରେଦୂରରେ ଅବସ୍ଥିତ। ଏହି ସହର ନିକଟ ରେନିକଟରେ [[ଋଷିକୁଲ୍ୟା ନଦୀ|ଋଷିକୁଲ୍ୟା]] ଓ ବଡନଦୀ ସଙ୍ଗମ ହୋଇଛି। ଦୁଇଟି ଜାତୀୟ ରଜପଥ ଏନ୍.ଏଚ୍-୫୯ (NH-59, Gopalpur-Ahmedabad) ଏବଂ ଏନ୍.ଏଚ୍-୨୧୭ (NH -217, Bijayawada- Ranchi) ଏହା ମଧ୍ୟ ଦେଇ ଯାଇଛି<ref name=":0" />।
 
===ଇତିହାସ===
୩୩ କ ଧାଡ଼ି:
 
=== ଶିକ୍ଷାନୁଷ୍ଠାନ ===
ଆସିକା ରେଆସିକାରେ ଅନେକ ସୁନମଧନ୍ୟ ସରକରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନରହିଛି।
 
ହରିହର ହାଇସ୍କୁଲ, ଆସିକା।
୪୮ କ ଧାଡ଼ି:
 
=== ଶିଳ୍ପାନୁଷ୍ଠାନ ===
ଆସିକା କୋପରେଟିଭ୍ ସୁଗାର ଇଣ୍ଡଷ୍ଟ୍ରି ଲିମିଟେଡ୍: ଏହା ୧୯୬୩ ମସିହାରେ ଓଡିଶାରଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅମଳରେ ସ୍ଥାପିତ ହୋଇଥିଲା<ref>http://www.askasugar.com/default.php</ref>।
 
=== ଦୈବପୀଠ ===
"https://or.wikipedia.org/wiki/ଆସିକା"ରୁ ଅଣାଯାଇଅଛି