"ମାହିୟା ମାହି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୦ କ ଧାଡ଼ି:
 
୨୦୧୩ ମସିହାରେ ତାଙ୍କ ଅଭିନୀତ ଅନ୍ୟରକମ ଭାଲୋବାସା, ପୋଡ଼ାମନ, ଭାଲୋବାସା ଆଜକାଲ ଓ ତବୁଓ ଭାଲୋବାସି ମୁକ୍ତିଲାଭ କରିଥିଲା । ୨୦୧୪ ମସିହାରେ ସେ କି ଦାରୁନ ଦେଖତେ, ଅଗ୍ନି, ଦବିର ସାହେବେର ସଂସାର, ହାନିମୁନ, ଅନେକ ସାଧେର ମୟନା, ଦେଶା : ଦ ଲିଡର ଆଦି ୬ଟି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ତାଙ୍କ ଅଭିନୀତ ୪ଟି କଥାଚିତ୍ର ରୋମିଓ ବନାମ ଜୁଲିୟେଟ, ବିଗ ବ୍ରାଦାର, ଓୟାର୍ନିଂ, ଅଗ୍ନି ୨ ମୁକ୍ତିଲାଭ କରିଥିଲା । ତାଙ୍କ ଅଭିନୀତ କୃଷ୍ଣପକ୍ଷ, ଅନେକ ଦାମେ କେନା, ହାର ଜିତ୍ ଆଦି ୩ଟି କଥାଚିତ୍ର ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ୨୦୧୭ ମସିହାରେ ସେ ମାତ୍ର ଗୋଟିଏ ଚଳଚ୍ଚିତ୍ର ଢାକା ଆଟକ୍‌ରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ସେ ତୋମାକେ ଚାଇ, ମନେ ରେଖୋ, ତୁଇ ଶୁଧୁ ଆମାର, ଜନତ ଆଦି ୪ଟି କଥାଚିତ୍ରରେ ଅଭିନୟ କରିଥିଲେ ।
 
ମାହି ବଙ୍ଗଳାଦେଶୀ କଥାଚିତ୍ର ଜଗତେରେ ଅଭିନୟ ଆରମ୍ଭ କରିବାପରେ ବଙ୍ଗଳାଦେଶୀ ମିଡ଼ିଆ ତାଙ୍କୁ ଏକ ବଡ଼ ପରିଚୟ ଦେଇଥିଲା ।<ref name=NewAge5nov2013/><ref>{{cite news |date=11 July 2013 |title=Mahiya Mahi sign up for 9 new movies |url=http://www.dhakatribune.com/dhallywood/2013/jul/11/mahiya-mahi-sign-9-new-movies |newspaper=Dhaka Tribune |access-date=17 October 2015}}</ref> ''ଦ ଡେଲି ଇତ୍ତେଫାକ୍ ଏବଂ ଏସିଆନ ଟିଭି କାର୍ଯ୍ୟକ୍ରମ ''ମୁଭି ବଜାର'' ତାଙ୍କୁ ୨୦୧୩ ମସିହାର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଘୋଷଣା କରିଥିଲେ ।<ref>{{cite news |script-title=বর্ষসেরা নায়িকা |url=http://www.ittefaq.com.bd/index.php?ref=MjBfMTJfMzFfMTNfMV85XzFfOTc0ODk= |language=bn |newspaper=The Daily Ittefaq}}</ref><ref>{{cite web|title=বর্ষসেরা মাহিয়া মাহী |url=http://bn.takkizbd.com/2013/12/5225/}}</ref><ref>{{cite web|title='মুভি বাজার' জরিপে সেরা শাকিব-মাহী|url=http://www.showbiztimes.net/2013/12/24/%E0%A6%AE%E0%A7%81%E0%A6%AD%E0%A6%BF-%E0%A6%AC%E0%A6%BE%E0%A6%9C%E0%A6%BE%E0%A6%B0-%E0%A6%9C%E0%A6%B0%E0%A6%BF%E0%A6%AA%E0%A7%87-%E0%A6%B8%E0%A7%87%E0%A6%B0%E0%A6%BE-%E0%A6%B6/}}</ref><ref>{{cite news |script-title=মুভি বাজারে সেরা পূর্ণদৈর্ঘ্য প্রেমকাহিনী ও পোড়ামন |url=http://www.kalerkantho.com/print-edition/rangberang/2013/12/25/34487 |language=bn |newspaper=Kaler Kantho}}</ref><ref>{{cite news |script-title=সেরা শাকিব-মাহী |url=http://www.bd-pratidin.com/2013/12/26/34211 |language=bn |newspaper=Bangladesh Pratadin}}</ref> ଏହାପରେ ମାହି ଅପ୍ରେଲ ୨୦୧୪ରେ ଫେୟାର ଆଣ୍ଡ ଲଭ୍‌ଲିର ବ୍ରାଣ୍ଡ ଆମ୍ବାସଡର ଭାବରେ ବିଭିନ୍ନ ବିଜ୍ଞାପନ କରିବା ପାଇଁ ଚୁକ୍ତି କରିଥିଲେ ।<ref>{{cite news |title=Mahi appointed Fair & Lovely's brand ambassador |url=http://www.thedailystar.net/mahi-appointed-fair-lovelys-brand-ambassador-19613 |newspaper=The Daily Star |date=11 April 2014}}</ref>
 
==ବୈବାହିକ ଜୀବନ==