"କଳିଙ୍ଗ (ମହାଭାରତ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Soumendrak ପୃଷ୍ଠାଟିକୁ କଳିଙ୍ଗ ସାମ୍ରାଜ୍ୟରୁ କଳିଙ୍ଗ (ମହାଭାରତ)କୁ ଘୁଞ୍ଚାଇଲେ: ସଠିକ ନାମ ଇଂରାଜୀ ଉଇକିପିଡ଼ିଆ ହିସାବରେ ଦିଆହେଲା
ଟିକେ ବହୁ ବିକଳ୍ପ ପୃଷ୍ଠା ଦିଆହେଲା
ଟ୍ୟାଗ: 2017 source edit
୧ କ ଧାଡ଼ି:
{{about|ଭାରତୀୟ ପୁରାଣ[[ମହାଭାରତ]]ରେ ବର୍ଣ୍ଣିତ ଐତିହାସିକ କଳିଙ୍ଗ ସାମ୍ରାଜ୍ୟ||କଳିଙ୍ଗ, ଭାରତ(ବହୁବିକଳ୍ପ)}}
 
'''କଳିଙ୍ଗ''' [[ଭାରତ|ଭାରତର]] [[ଓଡ଼ିଶା]]ର ଉପକୂଳ ଭାଗ ଓ [[ଆନ୍ଧ୍ର ପ୍ରଦେଶ]]ର [[ଆନ୍ଧ୍ରା]] ଭାଗକୁ ନେଇ ଗଠିତ ଏକ ପୁରାତନ ସାମ୍ରାଜ୍ୟ । [[ମହାଭାରତ]]ର <!--[[କୁରୁ ବଂଶ|କୁରୁ]] ରାଜଜେମା ଓ--> [[କୌରବ|ଦୁର୍ଯ୍ୟୋଧନ]]ଙ୍କ ପତ୍ନୀ କଳିଙ୍ଗରୁ ଥିଲେ ବୋଲି ଏଥିରେ ବର୍ଣ୍ଣିତ । ଏଥି ସକାଶେ କଳିଙ୍ଗର ଅଧିବାସୀ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କ ପକ୍ଷରେ ଲଢ଼ାଇ କରିଥିଲେ । ପାଞ୍ଚଟି ପୂର୍ବଭାଗଆର ସାମ୍ରାଜ୍ୟ ଯଥା: [[ଅଙ୍ଗ ସାମ୍ରାଜ୍ୟ|ଅଙ୍ଗ]] (ମଝି, କେନ୍ଦ୍ରଭାଗର [[ବିହାର]]), [[ବଙ୍ଗ ସାମ୍ରାଜ୍ୟ|ବଙ୍ଗ]] (ପଶ୍ଚିମ [[ପଶ୍ଚିମବଙ୍ଗ|ବଙ୍ଗ]], [[ବଙ୍ଗଳାଦେଶ]]), କଳିଙ୍ଗ ( [[ଓଡ଼ିଶା]]ର ସାଗର ଉପକୂଳ ନିକଟସ୍ଥ ଭାଗ), [[ପୁଣ୍ଡ୍ର ସାମ୍ରାଜ୍ୟ|ପୁଣ୍ଡ୍ର]] (ପଶ୍ଚିମ [[ବଙ୍ଗଳାଦେଶ]] ଓ [[ପଶ୍ଚିମବଙ୍ଗ]]), [[ସୁହମା ସାମ୍ରାଜ୍ୟ|ସୁହମା]] (ଉତ୍ତର-ପଶ୍ଚିମ [[ବଙ୍ଗଳାଦେଶ]] ଓ [[ପଶ୍ଚିମବଙ୍ଗ]]) ବାବଦରେ ଏଥିରେ ବର୍ଣ୍ଣନା କରାଯାଇଅଛି । ଏଥିରେ କଳିଙ୍ଗର ଦୁଇଗୋଟି ରାଜଧାନୀ [[ଦନ୍ତପୁର]] ଓ [[ରାଜପୁର]] କଥା ବର୍ଣ୍ଣିତ । କଳିଙ୍ଗର ଅନେକ ରାଜଗାନ ସେତେବେଳ ଶାସନ କରୁଥିଲେ ।