"ମଟର ସାଇକେଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
ମଟର ସାଇକେଲ୍ ଏକ ମଟର ବା [[ଇଞ୍ଜିନ୍]] ଚାଳିତ ଦୁଇ ଚକିଆ ଯାନ।ଯାନ । ସ୍ଥଳବିଶେଷରେ ଏଥିରେ ୩ଟି କିମ୍ବା ୪ଟି ଚକ ଥାଏ। ଏହି ଯାନ ୨ ଷ୍ଟ୍ରୋକ୍ କିମ୍ବା ୪ ଷ୍ଟ୍ରୋକ୍ [[ପେଟ୍ରୋଲ୍]] ଚାଳିତ ଇଞ୍ଜିନ୍ଦ୍ୱାରା ଚାଲିଥାଏ।ଚାଲିଥାଏ ।
==ପ୍ରକାରଭେଦ==
ମଟର ସାଇକେଲ୍ ସାଧାରଣତଃ ଗିଅର୍ ବିହୀନ (ମୋପେଡ଼୍) କିମ୍ବା ଗିଅର୍ ବିଶିଷ୍ଟ ଦୁଇ ଭାଗରେ ବିଭକ୍ତ, ଯଦିଓ ମଟର ସାଇକେଲ୍ କହିଲେ ଅଧିକାଂଶ ଲୋକେ ଗିଅର୍ ବିଶିଷ୍ଟ ମଟର ସାଇକେଲ୍ ବୁଝିଥାଆନ୍ତି।ବୁଝିଥାଆନ୍ତି । ମୋପେଡ଼୍ ଗୁଡି଼କ ଛୋଟ ଚକ ବିଶିଷ୍ଟ।ବିଶିଷ୍ଟ । ଏ ଗୁଡି଼କ ସାଧାରଣତଃ ମହିଳା କିମ୍ବା ବୟସ୍କମାନଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ତିଆରି କରାଯାଇଥାଏ।କରାଯାଇଥାଏ । ଗିଅର୍ ନଥିବାରୁ ଏହି ଯାନ ଗୁଡ଼ିକ ଚଳେଇବାରେ ସହଜ ହୋଇଥାଏ।ହୋଇଥାଏ । ଅପର ପକ୍ଷରେ ଗିଅର୍ ବିଶିଷ୍ଟ ମଟର ସାଇକେଲ୍ ଗୁଡ଼ିକ ବଡ଼ ଚକ ବିଶିଷ୍ଟ ଓ ଚଳାଇବାରେ ମୋପେଡ଼୍ ଠାରୁ ଅଧିକ ଦକ୍ଷତା ଆବଶ୍ୟକ କରନ୍ତି।କରନ୍ତି । ନିର୍ଦ୍ଦିଷ୍ଟ ବେଗରେ ନିର୍ଦ୍ଦିଷ୍ଟ ଗିଅର୍ ଦରକାର ପଡ଼ୁଥିବାରୁ ବେଗରେ ପରିବର୍ତ୍ତନ ସହିତ ଗିଅର ପରିବର୍ତ୍ତନ କରିବାକୁ ପଡ଼ିଥାଏ।ପଡ଼ିଥାଏ । ମଟର ସାଇକେଲ୍ ମାନଙ୍କରେ ୩ରୁ ୫ଟି ଗିଅର୍ ଥାଏ।ଥାଏ । ଗିଅର୍ ୧ ସର୍ବନିମ୍ନ ବେଗ ପାଇଁ ଓ ବୃହତ୍ତମ ଗିଅର୍ ଗୁଡ଼ିକ ଅପେକ୍ଷାକୃତ ଅଧିକ ବେଗ ପାଇଁ ଦରକାର ହୁଏ।ହୁଏ ।
==ସୁରକ୍ଷା==
ଭାରତରେ ଯେକୌଣସି ମଟର ସାଇକେଲ୍ ଚଳାଇଲା ବେଳେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଅଟେ।ଅଟେ । ଏଥି ସହିତ ଉଜ୍ଜଳ ରଙ୍ଗର ପୋଷାକ ପିନ୍ଧିବା ବାଞ୍ଛନୀୟ।ବାଞ୍ଛନୀୟ । ୧ ଏପ୍ରିଲ୍ ୨୦୧୭ ପରଠାରୁ ସମସ୍ତ ମଟର ସାଇକେଲରେ ଆଗ ଓ ପଛ ଆଲୋକ (ହେଡ୍ ଲାଇଟ୍ ଓ ଟେଲ୍ ଲାଇଟ୍) ଗାଡ଼ି ଚଲାଇବା ସମୟରେ ଜଳାଇବା ବାଧ୍ୟତାମୂଳକ। ମଟର ସାଇକେଲ୍ ଚାଳକ ନିଜ ସହିତ ଡ୍ରାଇଭିଙ୍ଗ୍ ଲାଇସେନସ୍, ଗାଡ଼ିର କାଗଜପତ୍ର ତଥା ବୀମା କାଗଜପତ୍ର ସାଙ୍ଗରେ ନବା ବାଞ୍ଛନୀୟ।ବାଞ୍ଛନୀୟ ।
==ଶବ୍ଦାବଳୀ==
*ଆକ୍ସିଲରେଟର୍ ବା ଥ୍ରୋଟଲ୍: ଏହା ଇଞ୍ଜିନର ଗତିକୁ ତୀବ୍ର କରିଥାଏ।କରିଥାଏ । ବ୍ରେକ୍ ବ୍ୟବହାର ହେଉନଥିଲେ କିମ୍ବା କ୍ଲଚ୍ ଖୋଲା ନଥିଲେ ଏହା ଯାନର ଗତି ବଢ଼ାଏ।ବଢ଼ାଏ ।
*ବ୍ରେକ୍: ଯାନର ଗତି କମାଏ କିମ୍ବା ଯାନକୁ ରୋକେ।ରୋକେ ।
*କ୍ଲଚ୍: ଗିଅର୍ ବିଶିଷ୍ଟ ଯାନମାନଙ୍କରେ କ୍ଲଚ୍ ଇଞ୍ଜିନ୍ ଓ ଚକ ସହିତ ସଂଯୋଗ ସ୍ଥାପନ କରେ।କରେ । କ୍ଲଚ୍ ଖୋଲା ଥିଲେ ଇଞ୍ଜିନରୁ ଚକକୁ ଶକ୍ତି ସଂଚାର ହୋଇପାରେ ନାହିଁ।ନାହିଁ । କ୍ଲଚ୍ ବନ୍ଦ ଥିଲେ ଇଞ୍ଜିନ୍ ଘୁରି ଚକକୁ ଘୁରାଏ ଓ ଗାଡ଼ିକୁ ଆଗକୁ ନିଏ।ନିଏ । ମୋପେଡ଼୍ ମାନଙ୍କରେ କ୍ଲଚ୍ ସ୍ୱୟଂକ୍ରିୟ ହୋଇଥାଏ।ହୋଇଥାଏ ।
*ଗିଅର୍: ମଟର ସାଇକେଲରେ ବ୍ୟବହୃତ ଏକ ସରଳ ଯନ୍ତ୍ର ଯାହା ଇଞ୍ଜିନର ଘୂର୍ଣନକୁ ବଢ଼ାଏ କିମ୍ବା କମାଏ।