"ଆସିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ନୁତନ ତଥ୍ୟ
୩୦ କ ଧାଡ଼ି:
 
=== ଜନସଂଖ୍ୟା ===
୨୦୧୧ ଜନଗଣନା ଅନୁସାରେ ଆସିକା ରଆସିକାର ସମୁଦୟ ୨୧,୪୨୮ ଲୋକ ବାସ କରନ୍ତି। ତନ୍ମଧ୍ୟରୁ ୧୦,୯୬୧ ଜଣ ପୁରୁଷ ଏବଂ ୧୦,୪୬୭ ଜଣ ମହିଳା <ref>https://www.census2011.co.in/data/town/801868-asika-orissa.html</ref>। ଶତକଡା ୧୧।୪୧୧.୪% ହ ଉଛନ୍ତି ୬ବର୍ଷରୁ କମ୍ ଶିଶୁ।
 
=== ଶିକ୍ଷାନୁଷ୍ଠାନ ===
ଆସିକା ରେ ଅନେକ ସୁନମଧନ୍ୟ ସରକରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନରହିଛି।
 
ହରିହର ହାଇସ୍କୁଲ, ଆସିକା।
 
ସରକରୀ ଟେକ୍ନିକାଲ୍ ହାଇସ୍କୁଲ, ଆସିକା।
 
ଏନ୍ ଏ ସି ହାଇସ୍କୁଲ, ଆସିକା।
 
କେନ୍ଦ୍ରୀୟ୍ ବିଦ୍ୟାଳୟ, ଆସିକା।
 
[[ଆସିକା ବିଜ୍ଞାନ ମହାବିଦ୍ୟାଳୟ]], ଆସିକା
 
ନିରଂଜନ ମହିଳା ମହାବିଦ୍ୟାଳୟ, ଆସିକା
 
=== ଶିଳ୍ପାନୁଷ୍ଠାନ ===
Line ୩୮ ⟶ ୫୧:
 
=== ଦୈବପୀଠ ===
ଆସିକା ଓ ନିକଟବର୍ତ୍ତି ଅଞ୍ଚଳରେ ଅନେକ ଦୈବପୀଠ ରହିଛି।
 
* ମା ଖମ୍ବେଶ୍ୱରୀ ମନ୍ଦିର, ଆସିକା
* ଜଗନ୍ନାଥ ମନ୍ଦିର - ସୁନାମ୍ବ ସାହି, ଆସିକା
* ସତ୍ୟନରୟନ ମନ୍ଦିର
* ଜଗନ୍ନାଥ ମନ୍ଦିର - ନୁଆଗାँ
* କାଳୀ ମନ୍ଦିର - ନୁଆଗାँ
 
=== ଚିକିସ୍ଛାଳୟ ===
ଆସିକା ସରକାରୀ ଚିକିସ୍ଛାଳୟ ବ୍ୟତିତ ଅନେକ ବେସରକରୀ ଚିକିସ୍ଛାଳୟ ମଧ୍ୟ ରହିଛି।
 
=== ଯୋଗାଯୋଗ ===
ନିକଟତମ ରେଳ ଷ୍ଟେଶନ୍ ବ୍ରହ୍ମପୁର, ଖୋର୍ଦ୍ଧା। ନିକଟତମ ବିମାନବନ୍ଦର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ୱର।
 
== ଆଧାର ==
"https://or.wikipedia.org/wiki/ଆସିକା"ରୁ ଅଣାଯାଇଅଛି