"ଆସିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
ଟିକେNo edit summary
୨୨ କ ଧାଡ଼ି:
footnotes = |
}}
ଆସିକା, [[ଗଞ୍ଜାମ ଜିଲ୍ଲା]]ର ପ୍ରମୁଖ ସହର ଏବଂ ଏକ ନିର୍ବାଚନ ମଣ୍ଡଳୀ ଅଟେଅଟେ। "'''ସୁଗାର୍ ସିଟି'''" ଭାବରେ ଓଡିଶା ପ୍ରସିଦ୍ଧ।
 
== ଅବସ୍ତିତି ==
== ଭୌଗୋଳିକ ଅବସ୍ଥିତି ==
ଽଅସିକ ପ୍ରୁତିବି 19.6°ଣ୍ 84.65°E. ଅଖ୍ଯସ୍ନ୍ସ ଦ୍ରୁବନ୍କରେ ଅବ୍ତିଟ. ଏହା ସମୁଡ୍ର ପଟନରୁ 30 ମିଟର୍ (98 ଫିଟ୍) ଉcଚଟରେ ଅବସ୍ଟିଟ. ବ୍ରହ୍ମପୁର ତରୁ ଏହା 40 କିଲୋମିଟର୍ ଦୁରଟରେ ଅସିକ ଅଚି. ଅସିକ ଦୁଇର୍ଟି ନଡି ମଦ୍ଯରେ ଅବସ୍ଟିତ.
ଆସିକା ୧୯.୬ଡିଗ୍ରୀ ଉତ୍ତର ୮୪.୬୫ଂପୂର୍ବରେ<ref>[https://goo.gl/maps/J37eh7KR9hC2 ଗୁଗଲ୍ ମ୍ୟାପ୍]</ref> ସମୁଦ୍ର ପତନରୁ ୩୦ ମିଟର (୯୮ ଫୁଟ୍) ଉଚ୍ଚରେ<ref>http://www.fallingrain.com/world/IN/21/Asika.html</ref> [[ଗଞ୍ଜାମ ଜିଲ୍ଲା]]ର କେନ୍ଦ୍ରରେ ଅବସ୍ଥିତ<ref name=":0">http://bhulekh.ori.nic.in/TahasilWebsite/TahasilInfo.aspx</ref>। ଏହା ଓଡିଶାର ରାଜଧାନୀ [[ଭୁବନେଶ୍ୱର]] ଠାରୁ ୧୬୫ କିଲୋମିଟର ଏବଂ ଦକ୍ଷିଣ ଓଡିଶାର ପ୍ରମୁଖ ସହର [[ବ୍ରହ୍ମପୁର]] ଠାରୁ ପାଖାପାଖି ୪୦ କିଲୋମିଟର ଦୂର ରେ ଅବସ୍ଥିତ। ଏହି ସହର ନିକଟ ରେ [[ଋଷିକୁଲ୍ୟା ନଦୀ|ଋଷିକୁଲ୍ୟା]] ଓ ବଡନଦୀ ସଙ୍ଗମ ହୋଇଛି। ଦୁଇଟି ଜାତୀୟ ରଜପଥ ଏନ୍.ଏଚ୍-୫୯ (NH-59, Gopalpur-Ahmedabad) ଏବଂ ଏନ୍.ଏଚ୍-୨୧୭ (NH -217, Bijayawada- Ranchi) ଏହା ମଧ୍ୟ ଦେଇ ଯାଇଛି<ref name=":0" />।
 
===ଇତିହାସ===
 
=== ଜନସଂଖ୍ୟା ===
୨୦୧୧ ଜନଗଣନା ଅନୁସାରେ ଆସିକା ର ସମୁଦୟ ୨୧,୪୨୮ ଲୋକ ବାସ କରନ୍ତି। ତନ୍ମଧ୍ୟରୁ ୧୦,୯୬୧ ଜଣ ପୁରୁଷ ଏବଂ ୧୦,୪୬୭ ଜଣ ମହିଳା <ref>https://www.census2011.co.in/data/town/801868-asika-orissa.html</ref>। ଶତକଡା ୧୧।୪% ହ ଉଛନ୍ତି ୬ବର୍ଷରୁ କମ୍ ଶିଶୁ।
 
=== ଶିକ୍ଷାନୁଷ୍ଠାନ ===
 
=== ଶିଳ୍ପାନୁଷ୍ଠାନ ===
ଆସିକା କୋପରେଟିଭ୍ ସୁଗାର ଇଣ୍ଡଷ୍ଟ୍ରି ଲିମିଟେଡ୍: ଏହା ୧୯୬୩ ମସିହାରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅମଳରେ ସ୍ଥାପିତ ହୋଇଥିଲା<ref>http://www.askasugar.com/default.php</ref>।
 
=== ଦୈବପୀଠ ===
 
=== ଚିକିସ୍ଛାଳୟ ===
 
=== ଯୋଗାଯୋଗ ===
 
==ଇତିହାସ==
== ଆଧାର ==
{{ଆଧାର}}
"https://or.wikipedia.org/wiki/ଆସିକା"ରୁ ଅଣାଯାଇଅଛି