"ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
XXBlackburnXx (ଆଲୋଚନା | ଅବଦାନ) 2A02:810D:980:5C8C:71F6:4B08:8C2D:9F96 (ଆଲୋଚନା) ଙ୍କ ଦେଇ କରାଯାଇଥିବା 341517 ସଙ୍କଳନଟି ପଛକୁ ଫେରାଇନିଆଗଲା ଟ୍ୟାଗ: Undo |
||
୪ କ ଧାଡ଼ି:
| title=Kismet
| publisher=MIT Artificial Intelligence Laboratory, Humanoid Robotics Group}}</ref>]]
ଆର୍ଟିଫିସିଆଲ ଇନ୍ଟେଲିଜେନ୍ସ ବା ସଂକ୍ଷେପରେ କହିଲେ ଏ.ଆଇ. ହେଉଛି ମନୁଷ୍ୟକୃତ ଯନ୍ତ୍ରାଂଶ ଯେପରିକି ରୋବଟ, [[କମ୍ପ୍ୟୁଟର]] ଇତ୍ୟାଦିମାନଙ୍କ ମଧ୍ୟରେ ଥିବା ବୁଦ୍ଧିମତ୍ତାକୁ ବୁଝାଏ । ବିଭିନ୍ନ ପ୍ରୋଗ୍ରାମ, ଆଲୋଗୋରିଦମ ଓ ଶିକ୍ଷାଦ୍ୱାରା କୂତ୍ରିମ ବୁଦ୍ଧିମତ୍ତା ସୃଷ୍ଟି କରାଯାଇଥାଏ ।
ଯେକୌଣସି ଯନ୍ତ୍ର ଯାହା ତାର ଆଖପାଖର ପରିବେଶକୁ ବୁଝିପାରି ନିଜର କ୍ରିୟାଦ୍ୱାରା ଲକ୍ଷ୍ୟସ୍ଥଳୀରେ ପହଞ୍ଚିବାର ସମ୍ଭାବନାକୁ ଯଦି ବଢ଼ାଇପାରେ ତାହାକୁ କୃତ୍ରିମ ବୁଦ୍ଧିମତା କୁହାଯାଏ । ଅନ୍ୟଏକ ଅର୍ଥରେ, ଏହା ଏକ ଯନ୍ତ୍ର ଯାହା ମନୁଷ୍ୟର ମସ୍ତିଷ୍କ ଭଳି ଚିନ୍ତା କରି ନୂଆ ଜିନିଷ ଶିଖେ ଏବଂ ସମସ୍ୟାର ସମାଧାନ କରିପାରେ।
|