"ଉପେନ୍ଦ୍ର କୁମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ବନାନ
୨୭ କ ଧାଡ଼ି:
|box_width =
}}
'''ଉପେନ୍ଦ୍ର କୁମାର''' ଜଣେ [[ଭାରତ|ଭାରତୀୟ]] ସଙ୍ଗୀତ ନିର୍ଦ୍ଦେଶକ ଥିଲେ ।<ref>{{cite book|title=National Film Festival|url=https://books.google.com/books?id=syhSS1-5RV4C|year=1993|publisher=Directorate of Film Festivals, Ministry of Information and Broadcasting, Government of India}}</ref> ସେ [[ଓଡ଼ିଆ ଭାଷା|ଓଡ଼ିଆ]] ଓ ବିଭିନ୍ନ ଦକ୍ଷୀଣଦକ୍ଷିଣ ଭାରତୀୟ ଭାଷାର ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ ।<ref>https://www.thehindu.com/todays-paper/tp-features/tp-metroplus/singing-across-borders/article19543269.ece</ref> ସେ ୧୯୪୧ ମସିହାରେ [[ଓଡ଼ିଶା]]<nowiki/>ର [[ଗଞ୍ଜାମ ଜିଲ୍ଲା]]<nowiki/>ସ୍ଥିତ [[ଦିଗପହଣ୍ଡି]]ରେ ଜନ୍ମଗ୍ରହଣ କରିଥିଲେ ।<ref>http://www.newindianexpress.com/states/odisha/2009/jul/24/remembering-upendra-kumar-70508.html</ref> ତାଙ୍କର ନିର୍ଦ୍ଦେଶିତ ଗୀତ ମଧ୍ୟରୁ "ଯାହା ମୁଁ ଖୋଜିଛି, ତାହା ମୁଁ ପାଇଛି", "ଇନ୍ଦ୍ରଧରୁର ସପ୍ତ ରଙ୍ଗ", "ପୀରତି ତୋର ଦୁରୁ ଜୁହାର", "ସପନର ପଥେ ପଥେ", "ସମୀର ସୁରେ", "ସ୍ୱର୍ଗାଦପୀ ଗରିୟସୀ" ଆଦି ଅନ୍ୟତମ ।
 
== ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ==