"ବଡ଼ ଏରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଖାଲି ଆଧାର ହଟାଗଲା
୨ କ ଧାଡ଼ି:
 
== ବର୍ଣ୍ଣନା ==
ଏହି ପ୍ରଜାତିର ଫ୍ଲେମିଙ୍ଗୋ ହାରାହାରି ୧୧୦-୧୫୦ ସେଣ୍ଟିମିଟର ଉଛ ହେଇଥିବା ବେଳେ ୨ରୁ ୪ କିଲୋଗ୍ରାମ ଯାଇ ଓଜନ ହେଇଥାନ୍ତି । ସବୁଠାରୁ ବୃହତ ଫ୍ଲେମିଙ୍ଗୋ ୧୮୭ ସେଣ୍ଟିମିଟର ଓ ୪,୯ କିଲୋଗ୍ରାମ ହେଇଥିବାର ରେକର୍ଡ କରାଯାଇଛି ।<ref>{{Cite web}}</ref> ଏହି ପ୍ରଜାତି ଫ୍ଲେମିଙ୍ଗୋ ଆମେରିକା ଓ ଚିଲିରେ ଦେଖା ଯାଉଥିବା ଫ୍ଲେମିଙ୍ଗୋ ସହ ସାମଞ୍ଜସ୍ଯ ରହିଥାଏ । 
 
ଏହି ଫ୍ଲେମିଙ୍ଗୋ ତାରକାରେ ଏକ ମାତ୍ର ଅଣ୍ଡା ଦେଇଥାଏ। ଏହା ବାଇଗଣି ରଙ୍ଗରେ ହେଇଥାଏ । ମୁଖ୍ଯତଃ ଫ୍ଲେମିଙ୍ଗୋର ରଙ୍ଗ ଧଳା ହେଇଥିବା ବେଳେ ଡେଣାରେ ଲାଲ ରଙ୍ଗ ଓ ପରର ଅଗ୍ରଭାଗରେ କିଛି କଳା ରଙ୍ଗ ଥାଏ । ଫ୍ଲେମିଙ୍ଗୋ ସମୟ ସମୟରେ ବତକ ପରି ଶବ୍ଦ କରିଥାଏ । 
୧୭ କ ଧାଡ଼ି:
 
== ମଣିଷ ସହ ସମ୍ପର୍କ ==
ପକ୍ଷୀ ସଂଗ୍ରହାଳୟରେ ବହୁ ସଂଖ୍ୟାରେ ଫ୍ଲେମିଙ୍ଗୋ ଥିବାର ଦେଖା ଯାଏ । ଏହାରେ ସେମାନଙ୍କ ବଂଶ ବୃଦ୍ଧି ମଧ୍ୟ ହେଇଥାଏ ।<ref>{{Cite web}}</ref>ଅଷ୍ଟ୍ରେଲିଆ।ଅଷ୍ଟ୍ରେଲିଆ ଜୂରେ ଏକ ଫ୍ଲେମିଙ୍ଗୋ ୮୩ ବର୍ଷ ବଞ୍ଚିଥିବାର ଜଣାପଡେ । ତେବେ ତାକୁ ବୟସାଧିକ୍ୟ କାରଣରୁ ମାରି ଦିଆ ଯାଇଥିଲା । <ref>{{Cite web}}</ref><ref>{{Cite web}}</ref><ref>{{Cite web}}</ref><ref>{{Cite news|last=Fedorowytsch|first=Tom|title=Flamingo believed to be world's oldest dies at Adelaide Zoo aged 83|publisher=ABC Radio Australia|date=31 January 2014|url=http://www.radioaustralia.net.au/international/2014-01-31/flamingo-believed-to-be-worlds-oldest-dies-at-adelaide-zoo-aged-83/1257422|accessdate=31 January 2014|access-date=31 January 2014}}</ref>
 
 
"https://or.wikipedia.org/wiki/ବଡ଼_ଏରା"ରୁ ଅଣାଯାଇଅଛି