Content deleted Content added
|
|
'''ପ୍ରିମିୟମ ରେଳ ସେବା<ref>{{Cite web}}</ref> , '''ଭାରତୀୟ ରେଳବାଇର ଏକ ରେଳସେବା ଯାହା ସବୁଠାରୁ ବ୍ୟସ୍ତ ରେଲଲାଇନ <ref>{{Cite web}}</ref> ମାନଙ୍କୁ ଚାଲିଥାଏ । ଏହି ରେଳ ସମୂହରେ ପରିବର୍ତନଶୀଳ ଭଡା<ref> name="livemint1">{{Cite web}}</ref>ର ପ୍ରଚଳନ ଥାଏ । ଏଥିପାଇଁ ଟିକେଟର ଦରରେ ସିଟର ଉପଲଭ୍ଧିତା<ref name="indiatimes1">{{Cite web}}</ref> ଓ ସମୟାନୁସାରେ ଦର ପରିବର୍ତନ<ref>{{Cite web}}</ref> ହେଇଥାଏ । ଏହି ଟ୍ରେନ ସମୂହକୁ ଶତାବ୍ଦୀ , ଦୁରନ୍ତ ଓ ରାଜଧାନୀ ଏକ୍ସପ୍ରେସ ପରି ସୁପରଫାଷ୍ଟ ଓ ମେଲ/ଏକ୍ସପ୍ରେସ <ref>{{Cite web}}</ref>ଠାରୁ ଅଗ୍ରାଧିକାର ଦିଆ ଯାଇଥାଏ ।
== ଦୃଶ୍ୟପଟ ==
ପ୍ରଥମେ ପ୍ରିମିୟମ ସ୍ପେଶାଲ ବାତାନୁକୁଳିତ ଟ୍ରେନ ମୁମ୍ବାଇରୁ ଦିଲ୍ଲୀ ଯାଏ 24 ଡିସେମ୍ବର 2013ରେ ଖ୍ରୀଷ୍ଟମାସ ଓ ନବବର୍ଷ<ref name="livemint1" /> ସମୟରେ ପ୍ରଚଳନ ହେଇଥିଲା ।ଏହା ତାର ପ୍ରଥମ ଯାତ୍ରାରେ ମୁମ୍ବାଇ ଦିଲ୍ଲୀ ରାଜଧାନୀ <ref>{{Cite web}}</ref>ଏକ୍ସପ୍ରେସ ଠାରୁ 48% ଅଧିକ ଆୟ କରିଥିଲା । ଏହି ସଫଳତାରେ ଉତଶାହିତ ହେଇ ରେଳ ବିଭାଗ ତରଫରୁ 2014ରୁ ଆହୁରି 5ଟି ସେହିପରି ପ୍ରିମିୟମ ଏକ୍ସପ୍ରେସ<ref>{{Cite web}}</ref> ଚାଳନା ପାଇଁ ରେଳ ବଜେଟରେ ବ୍ୟବସ୍ଥା କରିଥିଲେ ।
== ବାହ୍ୟ ସଂଯୋଗ ==
|