"କାଠବେଙ୍ଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଖାଲି ଆଧାର ହଟାଗଲା
୧ କ ଧାଡ଼ି:
{{Taxobox|regnum=[[Animal]]ia|phylum=[[Chordate|Chordata]]|name=କାଠବେଙ୍ଗ|image=Bombina bombina 1 (Marek Szczepanek).jpg|subphylum=[[Vertebrate|Vertebrata]]|classis=[[Amphibian|Amphibia]]|ordo=[[Anura (frog)|Anura]]|ordo_authority=[[Blasius Merrem|Merrem]], 1820
[[List of Anuran families]]}}କାଠବେଙ୍ଗ ନିର୍ଦ୍ଧିଷ୍ଟ କେତେକ ବେଙ୍ଗମାନଙ୍କ ପାଇଁ ଏକ ସାଧାରଣ ନାମ, ମୁଖ୍ୟତଃ Bufonidae କୁଳର, ଶୁଷ୍କ, ରୁକ୍ଷ ଚମଡା, ଛୋଟ ଗୋଡ ଏବଂ parotid glandକୁ ଆବୃତ୍ତ କରିରଖିଥିବା ବଡ଼ ଶୃଙ୍ଗାକୃତି ଶରୀରାଂଶଦ୍ୱାରା ଚିହ୍ନିତ ହୋଇଥାନ୍ତି ।<ref>{{Cite web}}</ref><ref>{{Cite news|work=Encyclopedia Britannica|title=toad {{!}} amphibian|url=https://www.britannica.com/animal/toad#ref58502|language=en|accessdate=2017-05-23|access-date=2017-05-23}}</ref>
 
ବୈଜ୍ଞାନିକ ବର୍ଗୀକରଣରେ କାଠବେଙ୍ଗ ଏବଂ ସାଧାରଣ ବେଙ୍ଗଙ୍କ ମଧ୍ୟରେ କୌଣସି ଭିନ୍ନତା ସୂଚିତ କରାଯାଇନାହିଁ, ମାତ୍ର ଏହା ପ୍ରସିଦ୍ଧ ସଂସ୍କୃତିମାନଙ୍କରେ ସାଧାରଣଭାବେ ବର୍ଣ୍ଣିତ (ଲୌକିକ ବର୍ଗୀକରଣ), ଯେଉଁଥିରେ କାଠବେଙ୍ଗମାନଙ୍କୁ ଶୁଷ୍କ ଚମଡା ଓ ଅଧିକତର ଭୂମିରେ ବସବାସଦ୍ୱାରା ଚିହ୍ନିତ କରାଯାଏ ।<ref>{{Cite web}}</ref>
 
== ଜୈବବୈଜ୍ଞାନିକ ତଥ୍ୟ ==
ବୈଜ୍ଞାନିକ ବର୍ଗୀକରଣରେ କାଠବେଙ୍ଗମାନେ Bufonidae, Bombinatoridae, Discoglossidae, Pelobatidae, Rhinophrynidae, Scaphiopodidae and Microhylidae. କୁଳରେ ସ୍ଥାନିତ ।<ref>{{Cite web}}</ref>
 
Parotoid ଗ୍ରନ୍ଥିକୁ ଆବୃତ୍ତ କରିରଖିଥିବା ଶୃଙ୍ଗାକୃତି ଶରୀରାଂଶ ଅନ୍ୟ ଶୃଙ୍ଗାକୃତି ଶରୀରାଂଶମାନଙ୍କଠାରୁ ବଡ଼ । ଏହି ଶୃଙ୍ଗାକୃତି ଶରୀରାଂଶମାନଙ୍କୁ ସାଧାରଣତଃ warts କୁହାଯାଏ, କିନ୍ତୁ ସେଗୁଡିକ ଭାତୁଡ଼ି ନୁହନ୍ତି, ସେଗୁଡିକ ନିର୍ଦ୍ଧିଷ୍ଟ ଆକାରର, ସୁସ୍ଥ ପ୍ରାଣୀଙ୍କଠାରେ ଦେଖାଯାନ୍ତି ଏବଂ କୌଣସି ସଂକ୍ରମଣଦ୍ୱାରା ସୃଷ୍ଟି ହୋଇନଥାନ୍ତି ।<ref>{{Cite web}}</ref>{{unreliable source?|date=September 2015}} ବେଙ୍ଗମାନେ ପୋଖରୀ କିମ୍ବା ହ୍ରଦର ପ୍ରଜନନ ନିମିତ୍ତ ଅନୁଦ୍ଧିଷ୍ଟ ସ୍ଥାନମାନଙ୍କରୁ ପ୍ରଜନନ ନିମିତ୍ତ ସ୍ଥାନମାନଙ୍କୁ ଯାନ୍ତି । ବୋଗର୍ଟ (୧୯୪୭) ପ୍ରସ୍ତାବ ଦେଇଥିଲେ ଯେ କାଠବେଙ୍ଗର ଡାକ ହିଁ ସେ ପୋଖରୀକୁ ଫେରିଆସିବାର ଗୁରୁତ୍ୱପୂର୍ଣ୍ଣ ସଙ୍କେତ ।
ଅନ୍ୟ ଉଭୟଚରଙ୍କ ପରି କାଠବେଙ୍ଗମାନେ ନିଜ ପ୍ରଜନନ ସ୍ଥାନ ପ୍ରତି ନିୟମିତତା (philopatry) । ପ୍ରତ୍ୟେକ [[ଆମେରିକୀୟ କାଠବେଙ୍ଗ]] ପ୍ରଜନନ ପ୍ରକ୍ରିୟା ପାଇଁ ନିଜେ ଜନ୍ମ ହୋଇଥିବା ପୋଖରୀକୁ ହିଁ ଫେରିଥାନ୍ତି ଯେଉଁଠାରେ ସେମାନେ ନିଜ ସହୋଦରମାନଙ୍କୁ ହିଁ ପ୍ରଜନନ ପ୍ରକ୍ରିୟାରେ ସହାୟକ ଭାବେ ଭେଟିଥାନ୍ତି । ଯଦିଓ ଗୋଟିଏ ପ୍ରଜାତି ମଧ୍ୟରେ ଦୁଇ ସହୋଦରଙ୍କ ମଧ୍ୟରେ ପ୍ରଜନନ କ୍ରିୟା ସମ୍ଭବ, ସହୋଦରମାନେ କଦାଚିତ ପ୍ରଜନନରେ ସଂଶ୍ଳିଷ୍ଟ ହୁଅନ୍ତି । କାଠବେଙ୍ଗମାନେ ନିଜ ଘନିଷ୍ଠ ପରିଜନମାନଙ୍କୁ ଚିହ୍ନନ୍ତି ଏବଂ ସେମାନଙ୍କ ସହ ପ୍ରଜନନ କ୍ରିୟା କରନ୍ତି ନାହିଁ । ପୁରୁଷବେଙ୍ଗଦ୍ୱାରା ସୂଚନାରୂପକ ଦିଆଯାଇଥିବା ସ୍ୱର ସଂକେତ ରୂପେ କାର୍ଯ୍ୟ କରିବାର ଅନୁମାନ କରାଯାଏ ଯଦ୍ୱାରା ମାଈବେଙ୍ଗ ନିଜ ପରିଜନକୁ ଚିହ୍ନିଥାଏ ।<ref>Waldman B, Rice JE, Honeycutt RL. Kin recognition and incest avoidance in toads. Am. Zool. 1992. 32:18-30.</ref> ଏଣୁ ସମ୍ବନ୍ଧୀଙ୍କର ଚିହ୍ନଟିକରଣ ସେମାନଙ୍କ ମଧ୍ୟରେ ପ୍ରଜନନ ଏବଂ ତତପରବର୍ତ୍ତୀ [[ପ୍ରଜନନ ଅବସାଦ]]<nowiki/>କୁ ଏଡାଇଥାଏ ।
 
୧୫ କ ଧାଡ଼ି:
Mr. Toad's Wild Ride ପ୍ରକୃତରେ roller coasterଭାବେ ଯୋଜନା କରାଯାଇଥିଲା, କିନ୍ତୁ [[ୱାଲଟ ଡ଼ିସନୀ]]ଦ୍ୱାରା ଏକ ପାରିବାରିକ ଝୁଲାରୂପେ ବ୍ୟବହାର କରାଗଲା, ଯାହାକି [[ଡ଼ିସନୀଲ୍ୟାଣ୍ଡ]]<nowiki/>ର ଆକର୍ଷଣମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ୧୯୫୫ରେ ପାର୍କଟିର ଉଦଘାଟନଠାରୁ ଚାଲୁଅଛି । ଝୁଲାଟି ୧୯୪୯ରେ ନିର୍ମିତ [[ଦ ଆଡଭେଞ୍ଚର ଅଫ ଇଚାବୋଡ଼ ଆଣ୍ଡ ମିଃ ତୋଡ]] ଉପରେ ଆଧାରିତ, ଯାହାକି ଗ୍ରାହାମେଙ୍କର ୧୯୦୮ରେ ରଚିତ ଉପନ୍ୟାସରୁ ଆସିଛି । Magic Kingdom ସଂସ୍କରଣର ଗୋଟିଏ ଝୁଲା ୧୯୭୧ରେ Orlando, Florida ସ୍ଥିତ ପାର୍କରେ ଚଳାଯାଉଥିଲା, କିନ୍ତୁ ଏହା ବନ୍ଦ କରାଯାଇଥିଲା ଓ ୧୯୯୮ରେ The Many Adventures of Winnie the Pooh ସ୍ଥାପନ କରାଗଲା ।
 
ଚାଇନିଜ ସଂସ୍କୃତିରେ Money Toad (ବା ବେଙ୍ଗ) [[ଜିନ ଚାନ]]<nowiki/>କୁ ପେଙ୍ଗସୁଇ ଅନୁଯାୟୀ ସମୃଦ୍ଧିବର୍ଦ୍ଧକ ଭାବେ ଗ୍ରହଣ କରାଯାଏ ।<ref>{{Cite web}}</ref>
<br />
 
"https://or.wikipedia.org/wiki/କାଠବେଙ୍ଗ"ରୁ ଅଣାଯାଇଅଛି