"ଇରମ ଚାନୁ ଶର୍ମିଳା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Irom Chanu Sharmila"
ଟିକେ ଖାଲି ଆଧାର ହଟାଗଲା
୧ କ ଧାଡ଼ି:
'''ଇରମ ଚାନୁ ଶର୍ମିଳା''' (ଜନ୍ମ ୧୪ ମାର୍ଚ୍ଚ ୧୯୭୨)<ref>{{Cite book|title=Burning Bright: Irom Sharmila and the Struggle for Peace in Manipur|last=Mehrotra|first=Deepti Priya|publisher=Penguin Books India|year=2012|isbn=9788184751536|chapter=The Making of an Activist}}</ref> "'''ଲୌହ ନାରୀ'''"<ref>{{Cite web}}</ref> ବା "'''ମେଙ୍ଗୁବି'''" ("ଗୋରୀ")<ref>{{Cite web}}</ref> ନାମରେ ଜଣା ଓ ଭାରତୀୟ ରାଜ୍ୟ [[ମଣିପୁର|ମଣିପୁରର]] ଜଣେ ନାଗରିକ ଅଧିକାର କର୍ମୀ, ରାଜନୀତିକ କର୍ମୀ ଓ କବି । ସେ ୨୦୦୦ ମସିହା ନଭେମ୍ବର ୨ ତାରିଖରେ<ref name="Bagchi">{{Cite news|last=Bagchi|first=Suvojit|title=Manipur woman's marathon fast|url=http://news.bbc.co.uk/2/hi/south_asia/5348414.stm|accessdate=11 November 2013|access-date=11 November 2013|newspaper=BBC News, Manipur|date=19 September 2006}}</ref> ଆମରଣ ଅନଶନ ଆରମ୍ଭ କରି ୧୬ ବର୍ଷ ପରେ ୨୦୧୬ ଅଗଷ୍ଟ ୯ ତାରିଖରେ ସାରିଥିଲେ । ୫୦୦ ସପ୍ତାହରୁ ଅଧିକ କାଳ ଖାଦ୍ୟ ଓ ପାଣି ମନାକରି ସେ "ବିଶ୍ୱର ସର୍ବାଧିକ କାଳ ଆମରଣ ଅନଶନ" କରିଥିଲେ ।<ref name="Independent">{{Cite news|url=http://www.independent.co.uk/news/world/asia/a-decade-of-starvation-for-irom-sharmila-2124608.html|title=A decade of starvation for Irom Sharmila|author=Andrew Buncombe|archivedate=22 October 2012|archiveurl=http://www.webcitation.org/6BbZPgOSz|date=4 November 2010|work=The Independent|accessdate=8 May 2011|access-date=8 May 2011}}</ref> ୨୦୧୪ ମସିହାର ବିଶ୍ୱ ନାରୀ ଦିବସରେ ସେ MSN ଭୋଟ ଅନୁସାରେ ସେ ଭାରତର ଶ୍ରେଷ୍ଠ ନାରୀ ଚରିତ୍ର ଭାବେ ବଛାଯାଇଥିଲେ ।<ref name="in.msn">{{Cite web}}</ref><ref name="sevensistersproject">{{Cite web}}</ref>
 
୨୦୧୪ ମସିହାରେ ଭାରତୀୟ ଜାତୀୟ ନିର୍ବାଚନରେ ସଂଖ୍ୟାଗରିଷ୍ଠ ଦୁଇ ରାଜନୀତିକ ଦଳ କଂଗ୍ରେସ ଓ ଭାରତୀୟ ଜନତା ଦଳ ଇରମଙ୍କୁ ନିର୍ବାଚନରେ ଲଢ଼ିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେ ମନାକରିଦେଇଥିଲେ । ତା'ପରେ ନିୟମ ଅନୁସାରେ ଜେଲରେ ଥିବାରୁ କୌଣସି ନାଗରିକଙ୍କୁ ଭୋଟ ଦେବାର ଅଧିକାର ନ ଥିବାରୁ ତାଙ୍କୁ ଭୋଟଦାନ ପାଇଁ ମନାକରାଯାଇଥିଲା । ।<ref name="zeenews17">{{Cite web}}</ref><ref name="toi14">{{Cite web}}</ref><ref name="bs17">{{Cite web}}</ref> କୌଣସି ଆଧାର ନଥିବାରୁ ୨୦୧୨ ଅଗଷ୍ଟ ୧୯ରେ ତାଙ୍କୁ ନ୍ୟାୟାଳୟ ତରଫରୁ ପୁଲିସ ହେପାଜତରୁ ବାହାରିବା ଲାଗି ଅନୁମତି ମିଳିଥିଲା । ତାଙ୍କୁ ୨୦୧୪ ଅଗଷ୍ଟ ୨୨ରେ ଆଗର ଗିରଫ ଭଳି ସମାନ ଆଧାରରେ ଆଉଥରେ ଗିରଫ କରାଯାଇ ୧୫ ଦିନ ହେପାଜତରେ ରଖାଯାଇଥିଲା ।<ref name="ToIAug2014">{{Cite news|title=Irom Chanu Sharmila charged with attempted suicide, sent to judicial custody again|url=http://timesofindia.indiatimes.com/india/Irom-Chanu-Sharmila-charged-with-attempted-suicide-sent-to-judicial-custody-again/articleshow/40709338.cms|accessdate=22 August 2014|access-date=22 August 2014|work=The Times of India|date=22 August 2014}}</ref> ଆମେନ୍‌ଷ୍ଟି ଇଣ୍ଟରନ୍ୟାସନାଲ ତାଙ୍କୁ ଜଣେ ରାଜନୀତିକ ବନ୍ଦୀ ଘୋଷଣା କରିଥିଲା ।