"ମହିଳା ନୋବେଲ ପୁରସ୍କାର ବିଜେତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Replacing Mayer.jpg with File:Maria_Goeppert-Mayer.jpg (by CommonsDelinker because: File renamed:).
ଟିକେ ତିଆରି ଚାଲିଛି କଢ଼ାଗଲା
୧ କ ଧାଡ଼ି:
{{ତିଆରି ଚାଲିଛି}}
[[Image:Female nobel laureates.png|thumb|500px|ସମସ୍ଥ ମହିଳା ନୋବେଲ ପୁରସ୍କାର ବିଜେତା ]]
ବିଶ୍ଵରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ଯେତେଗୁଡିଏ ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିଛି ତନ୍ମଧ୍ୟରେ ନୋବେଲ ପୁରସ୍କାର ହେଉଛି ବିଶ୍ଵର ସର୍ବଶ୍ରେଷ୍ଠ ପୁରସ୍କାର। ଶାନ୍ତି,ଚିକିତ୍ସା,ସାହିତ୍ୟ,ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ଯେ କୈଣସି ଦେଶ ଓ ଜାତିର ଯୋଗ୍ୟବିବେଚିତ ବ୍ୟକ୍ତିଙ୍କୁ ଏହି ବାର୍ଷିକ ପୁରସ୍କାର ଦିଆଯାଏ। ପ୍ରଥମ ମହିଳା ନୋବେଲ ବିଜେତା ମେରୀ କ୍ୟୁରୀ ଥିଲେ ଏବେ ୨୦୧୫ ମସିହାରେ ମଲାଲା ୟୁସୂଫଜୈ ପାଇଛନ୍ତି।