"ବାସୁଳାଇ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ୤ → । (23), → (45) using AWB
ଟିକେ ତିଆରି ଚାଲିଛି କଢ଼ାଗଲା
୧ କ ଧାଡ଼ି:
{{ତିଆରି ଚାଲିଛି}}
[[କେନ୍ଦ୍ରାପଡ଼ା ଜିଲ୍ଲା]]ର ରାଜକନିକା ବ୍ଳକ ଅନ୍ତର୍ଗତ ଜୟନଗର ପଞ୍ଚାୟତର ବଜରପୁରରେ ମା ବାସୁଳାଇଙ୍କ ମନ୍ଦିର ଅବସ୍ଥିତ । ବ୍ରାହ୍ମଣୀ ଓ ବୈତରଣୀର ସଙ୍ଗମସ୍ଥଳରେ ଅବସ୍ଥିତ ବଜରପୁର ପୂର୍ବେ ବଜରଗଡ଼ ଭାବେ ପରିଚିତ ଥିଲା । ବଜଗଗଡ଼ କନିକା ରାଜବଂଶର ପ୍ରଥମ ରାଜଧାନୀ ଥିଲା । ମା’ ବାସୁଳାଇ କନିକା ରାଜାଙ୍କର ଇଷ୍ଟଦେବୀ ଥିଲେ ।
ଏହି ମନ୍ଦିରରେ ଅଗିରା ପୂର୍ଣ୍ଣିମାରେ ପାରମ୍ପରିକ ଭାବେ ଦେବୀ-ମାନବ ଶୁଭପରିଣୟ ଅନୁଷ୍ଠିତ ହୋଇଥାଏ ।