"ରିଏନ୍ଫୋର୍ସମେଣ୍ଟ ଲର୍ଣ୍ଣିଙ୍ଗ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଧିକ ତଥ୍ୟ ଯୋଗ ହେଲା
ଟିକେNo edit summary
ଟ୍ୟାଗ: 2017 source edit
୧ କ ଧାଡ଼ି:
{{ଛୋଟ|Reinforcement Learning}}
{{ମେସିନ ଲର୍ଣିଂ}}
'''ରିଏନ୍ଫୋର୍ସମେଣ୍ଟ ଲର୍ଣିଂ''' ({{lang-en|[[:en:Reinforcement Learning|'''Reinforcement Learning''']]}}) କିମ୍ବା ସଂକ୍ଷେପରେ ଆରଏଲ ହେଉଛି [[ମେସିନ ଲର୍ଣିଂ]]<nowiki/>ର ଏକ ବିଭାଗ ଯେଉଁଥିରେ କିପରି ଏକ ସଫ୍ଟୱେର ଏଜେଣ୍ଟ ଏକ ନିର୍ଦ୍ଧିଷ୍ଟ ପରିବେଶରେ ନିଷ୍ପତ୍ତି ନେଇ ଅଧିକ ଲାଭ ଉଠେଇପାରିବ ସେ ବିଷୟରେ ଗବେଷଣା ଓ ଆଲୋଚନା ହୋଇଥାଏ ।<ref>http://reinforcementlearning.ai-depot.com/</ref><ref>https://top.quora.com/What-is-reinforcement-learning</ref> ଏହାର ସାଧାରଣତା ନିମିତ୍ତ ଏହି ବିଷୟାଟିକୁ ଆହୁରି ଅନେକ ସ୍ଥାନରେ ମଧ୍ୟ ପ୍ରୟୋଗ କରାଯାଇଥାଏ ଯେପରିକି [[ଗେମ ଥିଓରୀ]], କଣ୍ଟ୍ରୋଲ ଥିଓରୀ, ଇନଫର୍ମେଶନ ଥିଓରୀ ଇତ୍ୟାଦି ।