"ରଜିୟା ସୁଲତାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଠିକ ଆଇଏସବିଏନ ଛାଞ୍ଚ ବ୍ୟବହାର
ଟିକେNo edit summary
୨୪ କ ଧାଡ଼ି:
 
''ରଜିୟା ଅଲ-ଦିନ'' (୧୨୦୫-୧୨୪୦) ([[ଫରାସୀ ଭାଷା|ଫରାସୀ]] / [[ଉର୍ଦ୍ଧୁ ଭାଷା|ଉର୍ଦ୍ଧୁ]] : '''رضیہ سلطانہ''') ,
ପ୍ରକୃତ ନାମ "ଜଲାଁଲାତ ଉଦ-ଦିନ ରଜିୟାଁ" (ଫରାସୀ / ଉର୍ଦ୍ଧୁ :'''جلالۃ الدین رضیہ'''), ଇତିହାସରେ ଯେପରି ସମାନ୍ୟତଃ ''ରଜିୟା ସୁଲତାନ'' କିମ୍ବା ''ରଜିୟା ସୁଲତାନା'' ନାମରେ ଜଣାଯାଉଥିଲା । ସେ ଦିଲ୍ଲୀ ସଲତନତର ସୁଲତାନ ଥିଲେ । ରଜିୟା ୧୨୩୬ରୁ ୧୨୪୦ ପର୍ଯ୍ୟନ୍ତ ଦିଲ୍ଲୀ ସଲତନତରେ ଶାସନ କରିଥିଲେ । ସେ ''ଇଲତୁତମିଶ''ଙ୍କ ପୁତ୍ରୀ ଥିଲେ । ତୁର୍କୀ ମୂଳର ରଜିୟାଙ୍କୁ ଅନ୍ୟ ମୁସଲିମ [[ରାଜକୁମାରୀ]]ଙ୍କ ପରି ସେନାଙ୍କର ନେତୃତ୍ବ ତଥା ପ୍ରଶାସନର କାର୍ଯ୍ୟରେ ଅଭ୍ୟାସ କରାଯାଇଥିଲା , ଯାହାଫଳରେ କି ଦରକାର ପଡିଲେ ତାହାର ବ୍ୟବହାର କରାଯାଇପାରେ ।<ref name="herstory">[http://www.crescentlife.com/thisthat/feminist%20muslims/razia.htm ग्लोरिया स्टीनिम (परिचय), ''हर स्टोरी: वुमेन हू चेन्ज्ड द वर्ल्ड,'' eds. डेबोरह जी. ओह्र्न एण्ड रुथ ऐश्बाय, वाइकिंग, (१९९५) पृ०. 34-36. {{ISBN|978-0sex670854349]0670854349}}]</ref> ରଜିୟା ସୁଲତାନ ମୁସଲିମ ଏବଂ [[ତୁର୍କୀ ଇତିହାସ]]ର ପ୍ରଥମ ମହିଳା ଶାସକ ଥିଲେ ।
 
==ରଜିୟା ସୁଲତାନଙ୍କ ଜୀବନୀ==