"ସରସ୍ୱତୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଠିକ ଆଇଏସବିଏନ ଛାଞ୍ଚ ବ୍ୟବହାର
ଟିକେ Bot: Automated text replacement (-,}} +}},)
୧୪ କ ଧାଡ଼ି:
}}
 
[[ହିନ୍ଦୁ]]ଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ । ସେ [[ବ୍ରହ୍ମା]]ଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ। <ref>{{cite web |title= Sarasvati Origine |url=http://sathyasaibaba.wordpress.com/2008/07/12/saraswati-hindu-goddess-of-learning-saraswati-devi}}</ref><ref>Sunil Sehgal (1999); Encyclopaedia of Hinduism, p. 1214; Sarup & Sons, {{ISBN|81-7625-064-3,}}, 9788176250641</ref>
ପଶ୍ଚିମ ଓ ମଧ୍ୟ ଭାରତର ଜୈନ ଧର୍ମାବଲମ୍ବୀ,<ref name=BMA>{{cite book|last=Birmingham Museum of Art|title=Birmingham Museum of Art : guide to the collection|year=2010|publisher=Birmingham Museum of Art|location=[Birmingham, Ala]|isbn=978-1-904832-77-5|pages=55|url=http://artsbma.org}}</ref> ଓ ବୌଦ୍ଧ ଧର୍ମାବଲମ୍ବୀମାନେ ମାନେ ମଧ୍ୟ ସରସ୍ୱତୀଙ୍କୁ ପୂଜା କରିଥାନ୍ତି ।<ref name=tdonaldson>Thomas Donaldson (2001), Iconography of the Buddhist Sculpture of Orissa, {{ISBN|978-8170174066,}}, pages 274-275</ref>
 
ପାରମ୍ପରିକ ରୂପରେ ସରସ୍ଵତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧିଛନ୍ତି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ଵେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ଓଡ଼ିଆ ଭାଷାରେ ତାଙ୍କୁ ବାଣୀ ବୋଲି ମଧ୍ୟ କୁହାଯାଏ । ତାଙ୍କର ଅନ୍ୟ ନାମ ସବୁ ହେଲା ବୀଣା ପୁସ୍ତକ ଧାରିଣୀ, ବାଗ୍‌ଦେବୀ ବରଦା ଇତ୍ୟାଦି ।
"https://or.wikipedia.org/wiki/ସରସ୍ୱତୀ"ରୁ ଅଣାଯାଇଅଛି