"ଲକ୍ଷ୍ମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଠିକ ଆଇଏସବିଏନ ଛାଞ୍ଚ ବ୍ୟବହାର
ଟିକେ Bot: Automated text replacement (-,}} +}},)
୨୪ କ ଧାଡ଼ି:
ପ୍ରେମ ଏବଂ ପ୍ରଜନନର ଦେବତା [[କାମଦେବ]] ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପୁତ୍ର ଭାବେ ବର୍ଣ୍ଣିତ ହେଇଥାନ୍ତି ।
 
ତାଙ୍କର ଚାରିହାତ ଧର୍ମ, କାମନା, ଅର୍ଥ ଓ ମୋକ୍ଷର ପ୍ରତୀକ । <ref>Constantina Rhodes (2011), Invoking Lakshmi: The Goddess of Wealth in Song and Ceremony, State University of New York Press, {{ISBN|978-1438433202,}}, pages 29-47, 220-252</ref><ref name=ttgov>[http://www.nalis.gov.tt/Research/SubjectGuide/Divali/tabid/168/Default.aspx?PageContentID=121 Divali - THE SYMBOLISM OF LAKSHMI] National Library and Information System Authority, Trinidad and Tobago (2009)</ref>
ତାଙ୍କୁ ପୂଜାକରିବାଦ୍ଵାରା ଧର୍ମ, କାମନା, ଅର୍ଥ ଓ ମୋକ୍ଷ ଭାବନାରୁ ମୁକ୍ତ ହୋଇ ଜଣେ ନିର୍ବାଣ ପାଇପାରିବ । ଓଡ଼ିଶାରେ ପ୍ରତ୍ୟେକ ହିନ୍ଦୁଘରେ [[ଗୁରୁବାର]] ଦିନ ଲକ୍ଷ୍ମୀଙ୍କର ପୂଜା ହୁଏ । ଭୃଗୁଋଷିଙ୍କ ତପସ୍ୟା ଫଳରେ ସେ ଭାର୍ଗବୀ, ଶ୍ରୀ ଆଦି ରୂପରେ ଅବତୀର୍ଣ୍ଣା ହୋଇଥିଲେ । ଭାରତର କେତେକସ୍ଥାନରେ ଏଥିପାଇଁ ଭୃଗୁକନ୍ୟାରୂପେ [[ଶୁକ୍ରବାର]] ଦିନ ଲକ୍ଷ୍ମୀପୂଜା କରାଯାଏ । [[ଓଡ଼ିଶା]]ରେ [[ମାର୍ଗଶୀର|ମାର୍ଗଶିର ମାସ]] ଗୁରୁବାର ଲକ୍ଷ୍ମୀଙ୍କର ପ୍ରିୟପୂଜା [[ମାଣବସା ଗୁରୁବାର ଓଷା|ମାଣବସା ପୂଜା]] ନାମରେ ପ୍ରସିଦ୍ଧ ।
 
"https://or.wikipedia.org/wiki/ଲକ୍ଷ୍ମୀ"ରୁ ଅଣାଯାଇଅଛି