"ରଜିୟା ସୁଲତାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଠିକ ଆଇଏସବିଏନ ଛାଞ୍ଚ ବ୍ୟବହାର
ଟିକେ ସଠିକ ଆଇଏସବିଏନ ଛାଞ୍ଚ ବ୍ୟବହାର
୨୪ କ ଧାଡ଼ି:
 
''ରଜିୟା ଅଲ-ଦିନ'' (୧୨୦୫-୧୨୪୦) ([[ଫରାସୀ ଭାଷା|ଫରାସୀ]] / [[ଉର୍ଦ୍ଧୁ ଭାଷା|ଉର୍ଦ୍ଧୁ]] : '''رضیہ سلطانہ''') ,
ପ୍ରକୃତ ନାମ "ଜଲାଁଲାତ ଉଦ-ଦିନ ରଜିୟାଁ" (ଫରାସୀ / ଉର୍ଦ୍ଧୁ :'''جلالۃ الدین رضیہ'''), ଇତିହାସରେ ଯେପରି ସମାନ୍ୟତଃ ''ରଜିୟା ସୁଲତାନ'' କିମ୍ବା ''ରଜିୟା ସୁଲତାନା'' ନାମରେ ଜଣାଯାଉଥିଲା । ସେ ଦିଲ୍ଲୀ ସଲତନତର ସୁଲତାନ ଥିଲେ । ରଜିୟା ୧୨୩୬ରୁ ୧୨୪୦ ପର୍ଯ୍ୟନ୍ତ ଦିଲ୍ଲୀ ସଲତନତରେ ଶାସନ କରିଥିଲେ । ସେ ''ଇଲତୁତମିଶ''ଙ୍କ ପୁତ୍ରୀ ଥିଲେ । ତୁର୍କୀ ମୂଳର ରଜିୟାଙ୍କୁ ଅନ୍ୟ ମୁସଲିମ [[ରାଜକୁମାରୀ]]ଙ୍କ ପରି ସେନାଙ୍କର ନେତୃତ୍ବ ତଥା ପ୍ରଶାସନର କାର୍ଯ୍ୟରେ ଅଭ୍ୟାସ କରାଯାଇଥିଲା , ଯାହାଫଳରେ କି ଦରକାର ପଡିଲେ ତାହାର ବ୍ୟବହାର କରାଯାଇପାରେ ।<ref name="herstory">[http://www.crescentlife.com/thisthat/feminist%20muslims/razia.htm ग्लोरिया स्टीनिम (परिचय), ''हर स्टोरी: वुमेन हू चेन्ज्ड द वर्ल्ड,'' eds. डेबोरह जी. ओह्र्न एण्ड रुथ ऐश्बाय, वाइकिंग, (१९९५) पृ०. 34-36. {{ISBN|978-0sex670854349]}}</ref>}} ରଜିୟା ସୁଲତାନ ମୁସଲିମ ଏବଂ [[ତୁର୍କୀ ଇତିହାସ]]ର ପ୍ରଥମ ମହିଳା ଶାସକ ଥିଲେ ।
 
==ରଜିୟା ସୁଲତାନଙ୍କ ଜୀବନୀ==
୪୮ କ ଧାଡ଼ି:
[[file:Iltutmish Tomb Delhi in 1860.jpg|thumb|200px|ରଜିୟାଙ୍କ ପିତା "ସସ୍ମ-ଉଦ-ଦିନ ଇଲ୍ତୁତମିଶ"ଙ୍କ କବର]]
 
'ରକନୁଦ୍ଦୀନ'ଙ୍କ ଶାସନ ବହୁତ କମ ସମୟ ପାଇଁ ଥିଲା । ଇଲତୁତମିଶଙ୍କ ବିଧବା , ଶାହା ତୁର୍କାନଙ୍କ ଶାସନ ଉପରେ ନିୟନ୍ତ୍ରଣ ରହି ପାରିନଥିଲା । ଭୋଗ ବିଳାସୀ ଏବଂ ଦାଇତ୍ବହୀନ ରକନୁଦ୍ଦୀନଙ୍କ ବିପକ୍ଷରେ ଜନତା ମାନଙ୍କ ମଧ୍ୟରେ ଏହି ସୀମା ପର୍ଯ୍ୟନ୍ତ ଆକ୍ରୋଶ ଭାବ ଜାଗ୍ରତ ହୋଇଥିଲା କି , ୧ ନଭେମ୍ବର ୧୨୩୬ ମସିହାରେ ରକନୁଦ୍ଦୀନ ତଥା ତାଙ୍କ ମାତା , ଶାହା ''ତୁର୍କାନ''ଙ୍କ ହତ୍ୟା କରିଦିଆଗଲା ।<ref>सतीश चंद्र, ''हिस्ट्री ऑफ़ मेडिवियल इंडिया (800-1700),'' न्यू दिल्ली, ओरियंट लॉन्गमैन, (२००७), p.१००. {{ISBN|81-250-3226-6}}</ref>}} ତାଙ୍କ ଶାସନ ମାତ୍ର ୬ ମାସର ଥିଲା । ଏହା ପରେ ସୁଲତାନଙ୍କ ପାଇଁ ଅନ୍ୟ କୌଣସି ବିକାଶର ଅଭାବରେ ମୁସଲମାନଙ୍କୁ ଏକ ମହିଳାଙ୍କୁ ଶାସନର ବାଗଡୋର ଦେବାକୁ ପଡ଼ିଥିଲା , ଏବଂ ପରେ ରଜିୟା ସୁଲତାନ [[ଦିଲ୍ଲୀ]]ର ଶାସିକା ରୂପେ ନିୟୋଜିତ ହୋଇଥିଲେ ।ଶାସନ କ୍ଷେତ୍ରରେ ରଜିୟଙ୍କ ରୁଚି ନିଜ ପିତାଙ୍କ ଶାସନ ସମୟରୁ ହିଁ ରହିଥିଲା । ଗାଦ୍ଦୀ ସମ୍ଭାଳିବା ପରେ ରଜିୟା ରୀତିରିବାଜର ବିପରୀତ ପୁରୁଷ ମାନଙ୍କ ପରି ସୈନିକ ମାନଙ୍କ ପରି କୋଟ ଏବଂ ପାଗଡି ପିନ୍ଧିବାକୁ ପସନ୍ଦ କରିଥିଲେ । ପରେ ଯୁଦ୍ଧ କ୍ଷେତ୍ରରେ ମୁଖା ନ ପିନ୍ଧି ଯୋଗ ଦେଇଥିଲେ ।ରଜିୟା ନିଜ ରାଜନୈତିକ ଜ୍ଞାନ ଏବଂ ନୀତିର ସେନା ତଥା ଜନସାଧାରଣଙ୍କ ଧ୍ୟାନ ରଖୁଥିଲେ । ସେ [[ଦିଲ୍ଲୀ]]ର ସବୁଠାରୁ ଶକ୍ତିଶାଳୀ ଶାସକ ବନିଯାଇଥିଲେ ।ରଜିୟା ଏବଂ ତାଙ୍କ ସଲାହାକାର , "ଜମାତ-ଉଦ-ଦିନ-ୟାକୁତ" ଜଣେ ହଶ୍ୱି ସହିତ ବିକଶିତ ହେଉଥିବା ଅନ୍ତରଙ୍ଗ ସମ୍ବନ୍ଧରେ କଥା ମଧ୍ୟ ମୁସଲମାନ ମାନଙ୍କୁ ପସନ୍ଦ ଆସିନଥିଲେ । ରଜିୟା ଏହା ଉପରେ ପର୍ଯ୍ୟାପ୍ତ ଧ୍ୟାନ ଦେଇନଥିଲେ ।<ref>[http://www.civicwebs.com/cwvlib/africa/ethiopia/pankhurst/ethiopia_across_red_sea_&_indian_ocean.htm#3 डॉ रिचर्ड पैकहर्स्ट, "इथियोपिया अक्रॉस द रेड सी एण्ड इंडियन ओशियन ", अदिस अबाबा, ''अदिस ट्रिब्यून,'' ([[२१ मई]], ([[१९९९]])]</ref>, କିନ୍ତୁ ତାଙ୍କର ଏହି ସମ୍ବନ୍ଧର ପରିଣାମ ନିଜ ରାଜ୍ୟ ପାଇଁ ଘାତକ ସିଦ୍ଧ ହୋଇଥିଲା ।
କିଛି ସ୍ତ୍ରୋତ୍ରୋ ଅନୁସାରେ , ରଜିୟା ଏବଂ ୟାକୁତ ପ୍ରେମୀ ଥିଲେ ; ଅନ୍ୟ ସ୍ତ୍ରୋତ୍ରୋ ଅନୁସାରେ ସେ ଦୁହେଁ କରିବି ମିତ୍ର / ବିଶ୍ୱାସ ପାତ୍ର ଥିଲେ । ଏହି ସବୁଥିରେ ରଜିୟା ତୁର୍କୀ ବର୍ଗରେ ନିଜ ପ୍ରତି ଈର୍ଷାକୁ ଜନ୍ମ ଦେଇଥିଲେ , କାରଣ "ୟାକୁବ" ତୁର୍କ ନଥିଲେ ଏବଂ ତାଙ୍କୁ ରଜିୟା [[ଅଶ୍ଵଶାଳା]]ର ଅଧିକାରୀ ରୂପେ ନିୟୋଜିତ କରିଥିଲେ । [[ଭଟିଣ୍ଡା]]ର ରାଜ୍ୟପାଳ "ମଲ୍ଲିକ ଇଖ୍ତୟାର-ଉଦ-ଦିନ-ଇଲ୍ତୁନିୟା" ଅନ୍ୟ ପ୍ରନ୍ତୀୟ ରାଜ୍ୟପାଳ , ଯାହାଙ୍କୁ ରଜିୟାଙ୍କ ଆଧିପତ୍ୟ ମଞ୍ଜୁର ନଥିଲା , ସେହିମାନଙ୍କ ସହ ମିଶି ବିଦ୍ରୋହ କରିଥିଲେ ।
ରଜିୟା ଏବଂ ଇଲ୍ତୁନିୟାଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା , ଯେଉଁଥିରେ ୟାକୁତଙ୍କୁ ହତ୍ୟା କରାଗଲା ଏବଂ ରଜିୟାଙ୍କୁ ବନ୍ଦୀ କରାଯାଇଥିଲା । ମରିବା ଡରରେ ରଜିୟା , ଅଲ୍ତୁନିୟାଙ୍କୁ ବିବାହ କରିବା ପାଇଁ ରାଜି ହୋଇଯାଇଥିଲେ । ଏହା ମଧ୍ୟରେ , ରଜିୟାଙ୍କ [[ଭାଈ]] "ମୈଜୁଦ୍ଦିନ ବେହେରାମ ଶାହା" ସିହଂସନ ହାତକରିନେଲେ । ନିଜ ସଲତନତ ଫେରିବା ଉଦେଶ୍ୟରେ ରଜିୟା ଏବଂ ତାଙ୍କ ସ୍ୱାମୀ ଅଲ୍ତୁନିୟା , ବେହେରାମ ଶାହାଙ୍କ ସହ ଯୁଦ୍ଧ କରିଥିଲେ । ଯେଉଁଥିରେ ରଜିୟା ଏବଂ ତାଙ୍କ ସ୍ୱାମୀ ହାରିଥିଲେ । ସେମାନଙ୍କୁ [[ଦିଲ୍ଲୀ]] ଛାଡି ପଳେଇବାକୁ ପଡ଼ିଲା । ପରଦିନ ସେମାନେ ଦୁହେଁ "ଜାଣ୍ଟୋ" ସହ ହୋଇଥିବା ସଂଘର୍ଷରେ ୧୪ ଅକ୍ଟୋବର ୧୨୪୦ ମସିହାରେ ରଜିୟା ଏବଂ ତାଙ୍କ ସ୍ବାମୀଙ୍କ ହତ୍ୟା କରାଯାଇଥିଲା । ପରେ ବେହେରାମଙ୍କୁ ମଧ୍ୟ ଅୟୋଗ୍ୟତା କାରଣରୁ ଗାଦ୍ଦୀର ହଟିବାକୁ ପଡ଼ିଥିଲା ।