"ନୱସୀନ ନହରୀନ ମୋଉ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ପେଶା
ଟିକେNo edit summary
୨୭ କ ଧାଡ଼ି:
| relatives =
| family =
| awards = ସିଜେଏଫ୍‌ବି ପରଫରମାନ୍ସ ଆୱାର୍ଡ଼ (ଶ୍ରେଷ୍ଠ ଦୂରଦର୍ଶନ ଅଭିନେତ୍ରୀ) (2012, 2014)<ref name=b>[http://m.risingbd.com/english/cat/news/1261/url 13th Uro-Cola CJFB Performance Award held]</ref>
| website = <!-- {{URL|example.com}} -->
| signature = Signature of Nawsheen.jpg
୪୧ କ ଧାଡ଼ି:
 
==ପେଶା==
ନୱସୀନ ନହରୀନ ମୋଉଙ୍କୁ ଲୋକମାନେ ମୁଖ୍ୟତଃ ନୱସୀନ ନାମରେ ହିଁ ଜାଣନ୍ତି । ସେ ଜଣେ ରେଡ଼ିଓ ଉପସ୍ଥାପିକା ଭାବରେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ସେ ସେ ଜଣେ ମଡେଲ ଭାବରେ ବିଭିନ୍ନ ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ସେ ଜଣେ ଅଭିନେତ୍ରୀ ଭାବରେ ବଙ୍ଗଳାଦେଶର ଦୂରଦର୍ଶନରେ କାର୍ଯ୍ୟ କରୁଛନ୍ତି । "ଧୂପଛାୟ" ଧାରାବାହିକ ଜରିଆରେ ସେ ଛୋଟ ପରଦାରେ ଅଭିନୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ୨୦୧୬ ମସିହାରେ ବଡ଼ ପରଦାରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରଟିରେ ସେ ତାଙ୍କର ସ‌ହ-କଳାକାର ହିଲୋଲଙ୍କ ସ‌ହ ଅଭିନୟ ଆରମ୍ଭ କରିଥିଲେ ।<ref name=ko>{{cite news |url=http://www.thedailystar.net//showbiz/deshi-grapevine/the-mask-unveiled-1334605 |title=The Mask Unveiled |newspaper=The Daily Star |date=24 December 2016 |accessdate=19 January 2018}}</ref> ୨୦୧୫ରୁ ୨୦୧୭ ଯାଏଁ ସେ ରେଡ଼ିଓ ଅମ୍ବରର ଜଣେ ପ୍ରୋଗ୍ରାମ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ଏବଂ ୨୦୧୦ରେ ଅନ୍ୟ ଏକ ବଙ୍ଗଳା ରେଡ଼ିଓ "ଚେନାଲ ଆଇ"ରେ ପ୍ରୋଗ୍ରାମ ସ‌ହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ୨୦୧୩ ମସିହାରେ ଆଇସିସି ଟି୨୦ ବିଶ୍ୱକପ ଆରମ୍ଭ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।<ref name="T20ref">{{Cite web|url=http://www.online-dhaka.com/english/29_735_28702_0-tv-actress-nowshin-nahrin-mou.html|title=Nowshin Nahrin Mou - Film Star- Online Dhaka Guide ( অনলাইন ঢাকা)|last=|first=|date=|website=Online Dhaka Guide|archive-url=|archive-date=|dead-url=|access-date=2018-08-26}}</ref> ଏତଦ୍ ବ୍ୟତୀତ ସେ ୨୦୧୬ରେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କା, ୨୦୧୨ରେ ବାଂଲାଦେଶ ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣର ଆରମ୍ଭ କାର୍ଯ୍ୟକ୍ରମ ଆଦିରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।<ref name="music">{{Cite web|url=https://wap.musiclove24.com/forum2_theme_113256670.xhtml?tema=5 |title=Nowshin: Bangladeshi Model Actress Biography|last=|first=|date=|website=musiclove24.com|archive-url=|archive-date=|dead-url=|access-date=}}</ref>
 
==ଆଧାର==