"୧୪ଶ ଲୋକ ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୧ କ ଧାଡ଼ି:
{{ଛୋଟ|14th Lok Sabha}}
'''୧୪ଶ ଲୋକ ସଭା''' (୧୭ ମଇ ୨୦୦୪ - ୧୮ ମଇ ୨୦୦୯), ୨୦୦୪ ମସିହାର ସାଧାରଣ ନିର୍ବାଚନ ପରେ ଗଠିତ ହୋଇଥିଲା । ଏହି ଲୋକସଭାଲୋକ ସଭା ପାଇଁ ୨୦ ଅପ୍ରେଲ ୨୦୦୪ରୁ ୧୦ ମଇ ୨୦୦୪ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପୂର୍ବ ଲୋକସଭାଲୋକ ସଭା ତ‌ଥା [[୧୩ଶ ଲୋକ ସଭା]] ଠାରୁ ୬୨ଟି ଆସନ ଅଧିକ ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । କଂଗ୍ରେସ ଦଳର ନେତା [[ମନମୋହନ ସିଂହ]] ଏହି ଲୋକସଭାରଲୋକ ସଭାର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ଏହି ଲୋକସଭାଲୋକ ସଭା ପାଇଁ ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୮ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।<ref name="rs">{{cite web|title=RAJYA SABHA STATISTICAL INFORMATION (1952-2013)|url= http://rajyasabha.nic.in/rsnew/publication_electronic/rsstatis_inf52-03.pdf |publisher=Rajya Sabha Secretariat, New Delhi|accessdate= 29 August 2017|page=12 |date=2014}}</ref>
 
== ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ==
୭ କ ଧାଡ଼ି:
*'''ଉପ-ବାଚସ୍ପତି:''' ଚରଣଜିତ ସିଂହ ଅଟୱାଲ, ଶିରୋମଣି ଅକାଳୀ ଦଳ, [[ଫିଲ୍ଲାଉର]], [[ପଞ୍ଜାବ]]
* '''ସଭା ମୁଖ୍ୟ:''' [[ପ୍ରଣବ ମୁଖାର୍ଜୀ]], [[ଭାରତୀୟ ଜାତୀୟ କଂଗ୍ରେସ]], ଜଙ୍ଗିପୁର, ପଶ୍ଚିମ ବଙ୍ଗ
* '''ବିରୋଧୀ ଦଳ ନେତା:''' [[ଲାଲ କୃଷ୍ଣ ଆଡ୍‌ଭାନୀ]], [[ଭାରତୀୟ ଜନତା ପାର୍ଟି]], [[ଗାନ୍ଧୀନଗର]], [[ଗୁଜୁରାଟଗୁଜରାଟ]]
* '''ମହା ସଚିବ:''' ପି.ଡି.ଟି. ଆଚାର୍ଯ୍ୟ <ref>{{cite web|url=http://164.100.47.132/LssNew/Members/lokprelist.aspx?lsno=14 |title=Fourteenth Lok Sabha |publisher=Lok Sabha Secretariat, New Delhi |deadurl=yes |archiveurl=https://web.archive.org/web/20110703133307/http://164.100.47.132/LssNew/Members/lokprelist.aspx?lsno=14 |archivedate=3 July 2011 }}</ref>
 
== ସଂସଦର ନିୟମ ଅବମାନନା କରିବା ଦ୍ୱାରାକରିବାଦ୍ୱାରା ସଦସ୍ୟଙ୍କୁ ବହିଷ୍କାର ==
 
୧୨ ଡିସେମ୍ବର ୨୦୦୫ରେ ଷ୍ଟାର ଟିଭି ନ୍ୟୁଜ ଚେନାଲରେ ଅପରେସନ ଦୁର୍ଯ୍ୟୋଧନ ନାମକ ଏକ ଷ୍ଟିଙ୍ଗ୍ ଅପରେସନର ଟେଲିକଷ୍ଟ କରାଯାଇଥିଲା, ଯେଉଁଥିରେ ସଂସଦର ୧୧ ଜଣ ସଦସ୍ୟ ([[ଲୋକ ସଭା]]<nowiki/>ର ୧୦ ଜଣ ଏବଂ [[ରାଜ୍ୟ ସଭା]]<nowiki/>ର ଜଣେ ସଦସ୍ୟ) ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଉଥିବାବେଳେ ଧରା ପଡ଼ିଥିଲେ ।<ref>
[http://www.cobrapost.com/documents/one.htm Operation Durhyodhana]
by [[Aniruddha Bahal]] of [[Cobrapost]], contains extensive details of each interaction.
{{webarchive |url=https://web.archive.org/web/20120423083408/http://www.cobrapost.com/documents/one.htm |date=23 April 2012 }}</ref> ରାଜ୍ୟ ସଭାର ନୀତିଶାସ୍ତ୍ର ସମିତି ଏବଂ ଲୋକ ସଭାର ଏକ ବିଶେଷ ସମିତିସମିତିଦ୍ୱାରା ଦ୍ୱାରା ପଚରାଉଚୁରା ଦ୍ୱାରାପଚରାଉଚୁରାଦ୍ୱାରା ଏହି ସଦସ୍ୟମାନଙ୍କୁ ଦୋଷୀ ଭାବରେ ଦର୍ଶାଗଲା<ref>
[http://164.100.24.208/ls/Inquiry/IReport.pdf Report of the Lok Sabha inquiry committee], on Parliament of India website (in PDF format)
</ref> ଏବଂ ସେମାନଙ୍କୁ ବହିଷ୍କାର କରିବାକୁ ପ୍ରସ୍ତାବ ଦିଆଗଲା ।