"ମ୍ୟୁଚୁଆଲ ଫଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନିବେଶର ମାତ୍ରା ହିସାବରେ ମ୍ୟୁଚୁଆଲ ଫଣ୍ଡର ପ୍ରକାର ଯୋଗହେଲା
ଟିକେ Regular Character Changes
୨ କ ଧାଡ଼ି:
[[ଫାଇଲ:Top Mutual Fund Analysis.jpg|thumb|[[ମ୍ୟୁଚୁଆଲ ଫଣ୍ଡ]]‎ର ଅନ୍ତରୀଣ ପ୍ରକ୍ରିୟାର ଏକ ଝଲକ ]]
{{ଛୋଟ|Mutual Fund}}
'''ମ୍ୟୁଚୁଆଲ‌୍''' ଫଣ୍ଡ୍ [[ଶେୟାର ବଜାର|ବିତ୍ତୀୟ ବଜାର]]<nowiki/>ର ବିଭିନ୍ନ ସାଧନରେ [[ପୁଞ୍ଜି ନିବେଶ]]ର ସୁଯୋଗ ନେଇ ନିବେଶକମାନଙ୍କୁ ସାମୟିକ ଆୟ ଓ ପୁଞ୍ଜି ବର୍ଦ୍ଧନର ସୁଯୋଗ ପ୍ରଦାନ କରିବା ହେଉଛି ମ୍ୟୁଚୁଆଲ‌୍ ଫଣ୍ଡର ପ୍ରାଥମିକ ଲକ୍ଷ୍ୟ । ମ୍ୟୁଚୁଆଲ‌୍ ଫଣ୍ଡ୍ ଗୁଡିକଦ୍ବାରା ଜାରି ବିଭିନ୍ନ ପରିକଳ୍ପନା ଅନୁଯାୟୀ ସେଥିରେ ବୃହତ‌୍‍ ପରିମାଣର ପୁଞ୍ଜି ଏକତ୍ରୀକରଣ ତଥା ପ୍ରବନ୍ଧନ କରାଯାଏ । ଏହି ଅର୍ଥ ବିଭିନ୍ନ ପ୍ରକାରର ନିବେଶକମାନଙ୍କଠାରୁ ଏକୀକୃତ ହୋଇଥାଏ । ବିଭିନ୍ନ ପ୍ରକାରର ନିବେଶକ ଯଥା- ସାଧାରଣ ଓ ସଂସ୍ଥାଗତ ନିବେଶକମାନଙ୍କର ଭିନ୍ନଭିନ୍ନ ଲକ୍ଷ୍ୟକୁ ଦୃଷ୍ଟି ରଖି ମ୍ୟୁଚୁଆଲ‌୍ ଫଣ୍ଡ୍ ମାନେ ବିଭିନ୍ନ ଯୋଜନାମାନ ପ୍ରବର୍ତ୍ତିତ କରିଥାନ୍ତି । ମ୍ୟୁଚୁଆଲ‌୍ ଫଣ୍ଡ୍ ଗୁଡିକ, ନିଜର ନିବେଶ ଲକ୍ଷ୍ୟ ଘୋଷିତ କରି ଜନତାଙ୍କଠାରୁ ପୁଞ୍ଜି ଆହରଣ କରନ୍ତି । ଏହି ଯୋଜନାର ନିର୍ମାଣ ସଂରଚନା ଅନୁଯାୟୀ ନିବେଶକଙ୍କଠାରୁ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ଲାଗି ଅଥବା ନିୟମିତ ଭାବରେ ପୁଞ୍ଜି ଆହରଣ କରାଯାଏ । ଏହି ଏକତ୍ରୀତ ରାଶିକୁ କେତୋଟି ନିର୍ଦ୍ଦିଷ୍ଟ ‘ଏକକ’ ବା ୟୁନିଟ‌୍‍ ରେୟୁନିଟ‌୍‍ରେ ରୂପାନ୍ତରିତ କରାଯାଏ । ସାଧାରଣତଃ ପ୍ରତ୍ୟେକ ୟୁନିଟ‌୍‍ର ପ୍ରାଥମିକ ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ ହୋଇଥାଏ । ୟୁନିଟ‌୍‍ ସଂଖ୍ୟାକୁ ଫେସ‌୍‍ ଭାଲ୍ୟୁରେ ଗୁଣନ କଲେ ଯୋଜନାର ସମ୍ପତ୍ତି ମିଳିଥାଏ । ପ୍ରତ୍ୟେକ ଯୋଜନା ଅନ୍ତର୍ଗତ କରାଯାଇଥିବା ନିବେଶ, ଲାଭାଂଶ ଓ ସୁଧ ପ୍ରାପ୍ତ କରେ ।
 
 
୩୮ କ ଧାଡ଼ି:
=== ନେଟ ଆସେଟ ଭାଲ୍ୟୁ ===
 
* [[ନେଟ ଆସେଟ ଭାଲ୍ୟୁ]] ବା ଏନଏଭି କହିଲେ ଗୋଟିଏ ମ୍ୟୁଚୁଆଲ‌୍ ଫଣ୍ଡର ବର୍ତ୍ତମାନର ମୂଲ୍ୟ ଏହି ଅଙ୍କରୁ ଜଣାପଡ଼ିଥାଏ । ଗୋଟିଏ ମ୍ୟୁଚୁଆଲ‌୍ ଫଣ୍ଡ୍ କେଉଁ କେଉଁ ପୁଞ୍ଜିରେ ନିବେଶ କରୁଛି ବା କାଢୁଛି ସେହି ହିସାବରେ ଏହାର ଏନଏଭି ପ୍ରତ୍ୟେକ ଦିନ ଶେଷରେ ଗଣନା କରାଯାଇ ସର୍ବସାଧାରଣରେ ପ୍ରକାଶ କରାଯାଇଥାଏ । ଗୋଟିଏ ମ୍ୟୁଚୁଆଲ‌୍ ଫଣ୍ଡ୍ ଭଲ ଲାଭ କରୁଛି କି ନାହିଁ ଏହି ଏନଏଭି ଦ୍ୱାରାଏନଏଭିଦ୍ୱାରା ଗଣନା ହୋଇଥାଏ ।<ref>http://www.allbankingsolutions.com/Banking-Tutor/Mutual-funds-in-India.htm</ref>
 
* କୌଣସି ଏକ ମ୍ୟୁଚୁଆଲ‌୍ ଫଣ୍ଡର ଏନଏଭି ଏହି ସମୀକରଣ ଦ୍ୱାରାସମୀକରଣଦ୍ୱାରା ହୋଇଥାଏ ।<ref name=":1">https://www.investopedia.com/terms/n/nav.asp</ref>
 
<big>ନେଟ ଆସେଟ ଭାଲ୍ୟୁ = (ଆସେଟ - ଲାୟାବିଲିଟି) / (ମୋଟ ୟୁନିଟ)</big>
୮୭ କ ଧାଡ଼ି:
* ଓପନ ଏଂଡେଡ଼ ଫଣ୍ଡର ଯଦି ଆପଣ ନିବେଶ କରିଛନ୍ତି ତେବେ ଆପଣ ଆପଣଙ୍କର ୟୁନିଟ ବିକ୍ରି କରି, ବଜାର ଦର ହିସାବରେ ସେହିଦିନରେ ହିଁ ଟଙ୍କା ପାଇପାରିବେ ।
*ଏହାଦ୍ୱାରା ଆପଣ ବିଶେଷଜ୍ଞ ଫଣ୍ଡ୍ ମ୍ୟାନେଜର ମାନଙ୍କଠୁ ସାହାର୍ଯ୍ୟ ନେଇପାରିବେ । ସେମାନେ ବଜାର ଅବସ୍ଥାକୁ ଭଲ ଭାବରେ ଅନୁଧ୍ୟାନ କରନ୍ତି ଏବଂ ଆବଶ୍ୟକ ମୁତାବକ ନିବେଶ କରିଥାନ୍ତି ।
*ଆପଣ ଚାହିଁଲେ ବିଦେଶୀ ମାଟିରେ ଥିବା କମ୍ପାନୀ ଗୁଡ଼ିକରେ ମଧ୍ୟ ନିବେଶ କରିପାରିବେ । ଏହାଛଡ଼ା କିଛି ଶେୟାର ଯାହାର ମୂଲ୍ୟ ସାଧାରଣ ନିବେଶକ ମାନଙ୍କ ପକ୍ଷେ କିଣିବା ସମ୍ଭବ ନୁହେଁ ମ୍ୟୁଚୁଆଲ ଫଣ୍ଡ୍ ଦ୍ୱାରାଫଣ୍ଡ୍ଦ୍ୱାରା କିଣାବିକା କରିପାରିବେ ।
*ଏକ ନିର୍ଦ୍ଧିଷ୍ଟ ପ୍ରକାର ଫଣ୍ଡ୍ ଦ୍ୱାରାଫଣ୍ଡ୍ଦ୍ୱାରା ଆପଣ ଖଜଣା ଡବାରୁ ରିହାତି ମଧ୍ୟ ପାଇପାରିବେ, ସେହି ଫଣ୍ଡର ପ୍ରକାରକୁ ଇଏଲଏସଏସ କୁହାଯାଇଥାଏ ।
*ଏହାର ପରିଚାଳନା ସ୍ୱଚ୍ଛ ଅଟେ ଏବଂ ଏହା ସରକାରୀ ସଂସ୍ଥା ଦ୍ୱାରାସଂସ୍ଥାଦ୍ୱାରା ହୋଇଥାଏ ।<ref>https://www.investopedia.com/investing/advantages-of-mutual-funds/</ref><ref>https://www.bankbazaar.com/mutual-fund/mutual-funds-advantages.html?ck=Y%2BziX71XnZjIM9ZwEflsyInYOiGIfXvLyqG1kyDwZLWZC0TqFEkhF6ljN6nbC1ZXXBwImSfaF7%2BS%0AmJOG7qYyyg%3D%3D&rc=1</ref><ref name=":0">https://groww.in/blog/advantages-disadvantages-mutual-funds-india/</ref>
 
=== ଅସୁବିଧା ===
୧୨୪ କ ଧାଡ଼ି:
'''ଲାର୍ଜ କ୍ୟାପ''' : [[ମାର୍କେଟ କ୍ୟାପିଟାଲାଇଜେସନ]] ହିସାବରେ ସବୁଠାରୁ ବଡ଼ ୧୦୦ଟି କମ୍ପାନୀ ଏହି ବିଭାଗ ଅଧୀନରେ ଆସୁଛନ୍ତି ।
 
'''ମିଡ କ୍ୟାପ''' : ୧୦୧ତମ ରୁ୧୦୧ତମରୁ ୨୫୦ତମ କମ୍ପାନୀ ଏହି ବିଭାଗ ଅଧିନସ୍ଥ ।
 
'''ସ୍ମଲ କ୍ୟାପ :''' ୨୫୧ତମ କମ୍ପାନୀରୁ ଅଧିକା ଏହି ବିଭାଗ ଅଧୀନରେ ଅଟନ୍ତି ।
==== ଡେଟ୍ ====
ଡେଟ୍ ଫଣ୍ଡଗୁଡିକୁ ବିଭିନ୍ନ ପ୍ରକାରର ନିଶ୍ଚିତ ଲାଭ ପୁଞ୍ଜିରେ ନିବେଶ କରାଯାଇଥାଏ, ଉଦାହରଣ ସ୍ୱରୂପ [[ବଣ୍ଡ]], [[ସିକ୍ୟୋରିଟି]], [[ଟ୍ରେଜେରି ବିଲ୍]], [[ଫିକ୍ସଡ଼ ମାଚ୍ୟୁରିଟି ପ୍ଲାନ]] (ଏଫ.ଏମ.ପି.), [[ଗିଲଟ୍ ଫଣ୍ଡ୍]], [[ଲୀକୁଇଡ ଫଣ୍ଡ୍]], ମଂଥଲି ଇନକମ୍ ପ୍ଲାନ (ଏମ.ଆଇ.ପି.) ଏବଂ ଅନ୍ୟାନ୍ୟ ପୁଞ୍ଜି ଯେଉଁଥିରେ ଏକ ନିର୍ଦ୍ଧିଷ୍ଟ ସମୟସୀମାପରେ ଏକ ନିର୍ଦ୍ଧିଷ୍ଟ ସୁଧ ହାରରେ ଟଙ୍କା ମିଳିବ । ଯଦି ଆପଣ ଏକ ନିରାଶବାଦୀ ଓ ଅଳ୍ପ ବିପଦଯୁକ୍ତ ପୁଞ୍ଜି ନିବେଶକାରୀ ତେବେ ଏହିଭଳି ପୁଞ୍ଜିରେ ନିବେଶ କରନ୍ତୁ ।<ref name=":2">https://cleartax.in/s/mutual-fund-types/</ref> ଯେଉଁଭଳି ଶେୟାରରେ ନିବେଶ କରୁଥିବା ଲୋକେ ଶେୟାର ବଜାରରେ ଟ୍ରେଡିଂ କରନ୍ତି, ସେହିଭଳି କିଛି ଲୋକ ଟଙ୍କାପଇସାର କାରବାର [[ମନି ମାର୍କେଟ]]<nowiki/>ରେ କରିଥାନ୍ତି । ଏହା ମୁଖ୍ୟତଃ ସରକାରଙ୍କ ଦ୍ୱାରାସରକାରଙ୍କଦ୍ୱାରା ପରିଚାଳିତ ହୋଇଥାଏ । ଏଥିରେ ଏକ ନିର୍ଦ୍ଧିଷ୍ଟ ପରିମାଣର ଡିଭିଡେଣ୍ଡ ମିଳିଥାଏ ।<ref name=":2" />
 
ଏସଇବିଆଇ ଏହି ଅଧୀନରେ ୧୬ଟି ବିଭାଗ ନିର୍ଧାରିତ କରିଛନ୍ତି ଯେଉଁଥିରେ ମ୍ୟୁଚୁଆଲ ଫଣ୍ଡ୍ ନିବେଶ କରିପାରିବ ।<ref>https://groww.in/blog/what-are-the-various-types-of-mutual-funds-in-india/#Debt_Schemes</ref>
୧୪୪ କ ଧାଡ଼ି:
 
==== ଏସ.ଆଇ.ପି. ====
ଏସ.ଆଇ.ପି.ରେ ଜଣେ ମାସକୁ ମାସ ବା ଅର୍ଧମାସରେ ଥରେ କିମ୍ବା ତିନିମାସରେ ଥରେ କିମ୍ବା ଛ'ମାସରେ ଥରେ ନିବେଶ କରିପାରିବେ । ଠାରେ।ଠାରେ ଆପଣ ପ୍ରାରମ୍ଭରେ ସମୟ ଅନ୍ତରାଳ ନିର୍ଧାରଣ କରିଦେଲେ ସେହି ସମୟରେ ନିବେଶକାରୀର ବିନା କୌଣସି ହସ୍ତକ୍ଷେପରେ ପୁଞ୍ଜି ନିବେଶକାରୀ ସଞ୍ଚୟ ଖାତାରୁ କଟି ମ୍ୟୁଚୁଆଲ ଫଣ୍ଡକୁ ଆସିଯାଇ ଥାଏ । ଏହା ଲୋକଙ୍କୁ ନିବେଶ କରିବାକୁ ଶୃଙ୍ଖଳିତ କରିଥାଏ । ବହୁତ କମ ପରିମାଣରେ (ଯଥା ୧୦୦ ଟଙ୍କାରୁ) ମଧ୍ୟ ଏହି ଉପାୟରେ ଜଣେ ମାସକୁ ମାସ ନିବେଶ କରିପାରିବେ ।<ref name=":4">https://www.businesstoday.in/opinion/columns/sip-vs-lumpsum-investing-what-works-better/story/231262.html</ref>
 
==== ଲମ୍ପ୍ ସମ୍ ====
ଲମ୍ପ୍ ସମ୍ ରେସମ୍ରେ ଏକା ଥରକରେ ଆପଣ ନିବେଶ କରିପାରିବେ । ଥରକୁ ଥର ବାରମ୍ବାର ପୁଞ୍ଜି ଦେବାକୁ ପଡେ ନାହିଁ ।<ref name=":4" />
 
=== କ୍ଷତି ଆଶଙ୍କାର ପ୍ରକାର ହିସାବରେ ===
୧୭୧ କ ଧାଡ଼ି:
 
==== ଇଣ୍ଡେକ୍ସ ଫଣ୍ଡ୍ ====
ଇଣ୍ଡେକ୍ସଫଣ୍ଡ୍ କୌଣସି ଫଣ୍ଡ୍ ମ୍ୟାନେଜରଙ୍କ ଦ୍ୱାରାମ୍ୟାନେଜରଙ୍କଦ୍ୱାରା ପରିଚାଳିତ ହୁଏ ନାହିଁ । ଗୋଟିଏ ଇଣ୍ଡେକ୍ସ ଫଣ୍ଡ୍ ଯେଉଁ ଅନୁପାତରେ ଶେୟାର ଇଣ୍ଡେକ୍ସରେ (ଯଥା [[ସେନସେକ୍ସ]] ବା ନିଫ୍ଟି) ଶେୟାରଗୁଡ଼ିକ ଅଛି ସେହି ଅନୁପାତରେ ସେହି ସେହି କମ୍ପାନୀ ଶେୟାରଗୁଡ଼ିକରେ ନିବେଶ କରିଥାଏ ।
 
==== ଫଣ୍ଡଗୁଡ଼ିକର ଫଣ୍ଡ୍ ====