"ଓଡ଼ିଆ ଭାଗବତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ Regular Character Changes
୨୫ କ ଧାଡ଼ି:
'''ଓଡ଼ିଆ ଭାଗବତ''' [[ଜଗନ୍ନାଥ ଦାସ]]ଙ୍କ ରଚିତ [[ଓଡ଼ିଆ ଭାଷା]]ର ଏକ ପୁରାତନ ସାହିତ୍ୟିକ ପୁରାଣ କୃତି । ଏହା ୧୪ଶ ଶତାବ୍ଦୀରେ ରଚିତ ।<ref>[http://www.orissadiary.com/personality/poet/JAGANNATHA_DAS.asp ATIBADI JAGANNATHA DAS, POET THE GREAT]</ref>, <ref>[http://puri.nic.in/great.htm EMINENT PERSONALITIES FROM PURI ]</ref> ଭାଗବତ [[ତାଳପତ୍ର ପୋଥି]]ରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ [[ଭାଗବତ ଟୁଙ୍ଗି]] ଓ [[ଭାଗବତ ଗାଦି]]/ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । [[ଜଗନ୍ନାଥ]]ଙ୍କ ପାଖେ ମଧ୍ୟ ଭାଗବତ ପଢ଼ାଯାଏ । ଏହା ଆଗ କାଳରେ ଭାଗବତ ଟୁଙ୍ଗି ମାନଙ୍କରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା [[ଓଡ଼ିଆ ଲୋକ|ଓଡ଼ିଆ ଘର]] ମାନଙ୍କରେ ବୋଲାଯାଇଥାଏ । ଭାଗବତ ପ୍ରତି [[ଓଡ଼ିଆ ଲୋକ|ଓଡ଼ିଆ]] ଘରେ ସନ୍ତାନ ଜନ୍ମ ହେବା [[ଏନ୍ତୁଡ଼ିଶାଳ]]ରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା ।
 
ଜଗନ୍ନାଥ ଦାସଙ୍କ କୃତ ଓଡିଆଓଡ଼ିଆ ଭାଗବତ ବାର ସ୍କନ୍ଦରେ ବିଭକ୍ତ ଏବଂ ପ୍ରତି ସ୍କନ୍ଦ ଦଶରୁ ତିରିଶଟି ଅଧ୍ୟାୟ ବିଭକ୍ତ ହୋଇ ଏଭଳି ରଚିତ ଯେ, ପ୍ରତିଦିନ ଗୋଟିଏ ଗୋଟିଏ ଅଧ୍ୟାୟ ପାଠ କଲେ ଏହା ଠିକ ଏକ ବର୍ଷ ବା ୩୬୫ ଦିନରେ ସମାପ୍ତ ହେବ । <ref name="sambadepaper">{{cite news |title=No1 news paper in odisha,orissa news-Sambad |url=http://www.sambadepaper.com/epapermain.aspx?edcode=10&eddate=9/25/2018&querypage=2 |accessdate=30 September 2018 |work=www.sambadepaper.com |agency=sambad |publisher=sambad |date=25 sept 2018}}</ref>
 
==ଇତିହାସ ==