"ଆଳୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ହାନୀକାରକ ଗୁଣ ++
ଟିକେ Regular Character Changes
୧୭ କ ଧାଡ଼ି:
 
== ଔଷଧୀୟ ଗୁଣ ==
ଆଳୁକୁ ପରିବା ମାନଙ୍କର ରାଜା କୁହାଯାଇଥାଏ । ଅନ୍ୟ ପରିବା ମାନଙ୍କ ତୁଳନାରେ ଏହାର ମୂଲ୍ୟ ମଧ୍ୟ କମ ଅଟେ । ଖାଲି ଭାରତ ନୁହେଁ ଦୁନିଆରେ ସବୁଠାରେ ଲୋକେ ମାନେ ଆଳୁ ଖାଇଥାଆନ୍ତି । ଆଳୁ ଖାଇବା ଦ୍ୱାରାଖାଇବାଦ୍ୱାରା ହଜମ କ୍ରିୟା ଭଲ ଭାବେ କାର୍ଯ୍ୟ କରେ, ହୃଦୟ ସୁସ୍ଥ ରହେ, କୋଲେଷ୍ଟ୍ରଲର ମାତ୍ରା କମ ରହେ। ଏଥିରେ କ୍ୟାଲସିୟମ ଓ ମେଟାବୋଲିଜିମ୍‍ ଅଧିକ ପରିମାଣରେ ଥିବାରୁ ଏହା ଆମ ସ୍ୱାସ୍ଥ୍ୟର ବହୁ ଉପକାର କରିଥାଏ ।<ref>http://www.samajalive.in/potato-3/34898.html</ref>
 
* ଆଳୁରେ ଫାଇବର , ପୋଟାସିୟମ, ଭିଟାମିନ ସି ଓ ବି ଥିବାରୁ ଏହା କୋଲେଷ୍ଟ୍ରଲର ମାତ୍ରାକୁ କମ କରେ । ଯାହା ଦ୍ୱାରାଯାହାଦ୍ୱାରା ଆମ ହୃଦୟ ସୁସ୍ଥ ରହିଥାଏ ।
 
* ଆଳୁରେ ରହିଥିବା ପୋଷକ ତତ୍ତ୍ୱ ସ୍ମରଣ ଶକ୍ତି ବଢାଇଥାଏ । ତେଣୁ ନିୟମିତ ଗୋଟେ ଆଳୁ ଖାଇବା ଅତ୍ୟନ୍ତ ଆବଶ୍ୟକ ଅଟେ ।
 
* ଆଳୁ ଖାଇବା ଦ୍ୱାରାଖାଇବାଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇରହିଥାଏ ।
 
* ରାତିରେ ଭଲ ନିଦ ହୋଇଥାଏ ।
୩୨ କ ଧାଡ଼ି:
 
== ହାନିକାରାକ ଗୁଣ ==
ଔଷଧୀୟ ଗୁଣାବଳୀ ସହିତ କିଛି ଲୋକଙ୍କ ନିମିତ୍ତ ଆଳୁ ହାନୀକାରକ ମଧ୍ୟ ହୋଇପାରେ । ଏହି ଆଳୁ ବହୁତ ରୋଗର କାରଣ ସାଜିପାରେ । ତେବେ ଚାଲନ୍ତୁ ଜାଣିବା ଆଳୁ ଖାଇବା ଦ୍ୱାରାଖାଇବାଦ୍ୱାରା ଆମର କ’ଣ କ୍ଷତି ହୋଇଥାଏ –<ref>http://www.samajalive.in/potato-2/34374.html</ref>
 
=== '''ଅମ୍ଳ :''' ===
୪୦ କ ଧାଡ଼ି:
 
=== '''ରକ୍ତଚାପ :''' ===
ଆଳୁ ଆପଣଙ୍କ [[ରକ୍ତଚାପ]]<nowiki/>ରେ ପ୍ରଭାବ ପକାଇଥାଏ । ଏହା ଉଚ୍ଚ ରକ୍ତଚାପର ଆଶଙ୍କା ବଢାଇଥାଏ । ଗବେଷଣାରୁ ଜଣାପଡ଼ିଛି ସପ୍ତାହକୁ ୪ ଥର କିମ୍ବା ତା’ଠାରୁ ଅଧିକ ଆଳୁ ଖାଇବା ଦ୍ୱାରାଖାଇବାଦ୍ୱାରା ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ଅଧିକ ଥାଏ ।
 
=== ମେଦ ବୃଦ୍ଧି : ===
ଏହା ସମସ୍ତେ ଜାଣନ୍ତି ଯେ ଆଳୁ ଓଜନ ବଢାଇବାରେ ସାହାଯ୍ୟ କରିଥାଏ । ଏହା ସେମାନଙ୍କ ପାଇଁ ବହୁ ଲାଭଦାୟକ ହୋଇଥାଏ ଯେଉଁମାନେ ନିଜ ଓଜନ ବଢାଇବାକୁ ଚାହିଁ ଥାଆନ୍ତି । ହେଲେ ଯଦି ଆପଣ ପତଳା ହେବା ପାଇଁ ଚାହୁଁଛନ୍ତି ତେବେ ଆଳୁର ସେବନ କମ୍‍ କରନ୍ତୁ। ଅଧିକ ଆଳୁ ଖାଇବା ଦ୍ୱାରାଖାଇବାଦ୍ୱାରା ଚର୍ବି ବା ମୋଟାପଣ ବୃଦ୍ଧି ହୋଇଥାଏ ।
==ଆଧାର==
"https://or.wikipedia.org/wiki/ଆଳୁ"ରୁ ଅଣାଯାଇଅଛି