"ପାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ ବନାନ ଶୁଦ୍ଧି
୬ କ ଧାଡ଼ି:
 
ବୃତ୍ତର ଆକୃତି ଯେତେ ବଡ ବା ସାନ ହେଉପଛେ ଉଭୟ ଯୁକ୍ତିମୂଳକ ଓ ପରୀକ୍ଷାମୂଳକ ଭାବରେ ପ୍ରମାଣ କରାଯାଇଛି ଯେ, ଯେକୌଣସି ବୃତ୍ତର ସର୍ବଦା ପରିଧି/ବ୍ୟାସ = ଏକ ଧ୍ରୁବାଙ୍କ ।
ଏହି ଧୃବାଙ୍କକୁ ଗ୍ରୀକ୍ ଅକ୍ଷର "ପାଇ" ନାମରେ ଅବିହିତଅଭିହିତ କରାଯାଇଛି । ଏହା ହେଉଛି ପାଇର ଅସରନ୍ତି ଦଶମିକ ସଂଖ୍ୟା ୩.୧୪୧୫୯୨...... ଯାହାକି ୧୭୦୬ ମସେହାରେମସିହାରେ ଗଣିତଙ୍କଗଣିତଜ୍ଞ ଉଇଲିୟମ୍ ଜୋନସ୍ ଦର୍ଶାଇ ଥିଲେ । ୧୭୬୧ ମସିହାରେ ଗଣିତଙ୍କଗଣିତ ଲାମ୍ବବେର୍ଟ ପ୍ରମାଣ କରିଥିଲେ ଯେ, ପାଇ ଏକ ଅପରିମେୟ ସଂଖ୍ୟା । ଏହି ସଂଖ୍ୟାର ନିରୁପଣ କରିବା ପାଇଁ ୨୫୦୦ ବର୍ଷ ହେଲା ଚେଷ୍ଟା ହୋଇ ଆସୁଅଛି । ଗ୍ରୀକ୍ ଗଣିତଜ୍ଞ ଆର୍କିମେଡିସ୍‌ଙ୍କ ଅନୁଯାୟୀ ପାଇର ଆସନ୍ନମାନ 22/7 ସାମାନ୍ୟ ଅଧିକ ଅଟେ । ପାଇର ପ୍ରକୃତ ମାନଠାରୁ ଉପରକ୍ତ ଆସନ୍ନମାନ 22/7 ସାମାନ୍ୟ ଅଧିକ ଅଟେ ।
 
=== ପାଇର ମାନ ନିର୍ଣ୍ଣୟ କରିବାର ପ୍ରଣାଳୀ ===
"https://or.wikipedia.org/wiki/ପାଇ"ରୁ ଅଣାଯାଇଅଛି