"୧୪ଶ ଲୋକ ସଭା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେNo edit summary |
|||
୧୦ କ ଧାଡ଼ି:
* '''ମହା ସଚିବ:''' ପି.ଡି.ଟି. ଆଚାର୍ଯ୍ୟ <ref>{{cite web|url=http://164.100.47.132/LssNew/Members/lokprelist.aspx?lsno=14 |title=Fourteenth Lok Sabha |publisher=Lok Sabha Secretariat, New Delhi |deadurl=yes |archiveurl=https://web.archive.org/web/20110703133307/http://164.100.47.132/LssNew/Members/lokprelist.aspx?lsno=14 |archivedate=3 July 2011 }}</ref>
== ସଂସଦର ନିୟମ ଅବମାନନା କରିବା ଦ୍ୱାରା ସଦସ୍ୟଙ୍କୁ ବହିଷ୍କାର ==
୧୨ ଡିସେମ୍ବର ୨୦୦୫ରେ ଷ୍ଟାର ଟିଭି ନ୍ୟୁଜ ଚେନାଲରେ ଅପରେସନ ଦୁର୍ଯ୍ୟୋଧନ ନାମକ ଏକ ଷ୍ଟିଙ୍ଗ୍ ଅପରେସନର ଟେଲିକଷ୍ଟ କରାଯାଇଥିଲା, ଯେଉଁଥିରେ ସଂସଦର ୧୧ ଜଣ ସଦସ୍ୟ ([[ଲୋକ ସଭା]]<nowiki/>ର ୧୦ ଜଣ ଏବଂ [[ରାଜ୍ୟ ସଭା]]<nowiki/>ର ଜଣେ ସଦସ୍ୟ) ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଉଥିବାବେଳେ ଧରା ପଡ଼ିଥିଲେ ।<ref>
[http://www.cobrapost.com/documents/one.htm Operation Durhyodhana]
by [[Aniruddha Bahal]] of [[Cobrapost]], contains extensive details of each interaction.
{{webarchive |url=https://web.archive.org/web/20120423083408/http://www.cobrapost.com/documents/one.htm |date=23 April 2012 }}</ref>
[http://164.100.24.208/ls/Inquiry/IReport.pdf Report of the Lok Sabha inquiry committee], on Parliament of India website (in PDF format)
</ref> ଏବଂ ସେମାନଙ୍କୁ ବହିଷ୍କାର କରିବାକୁ ପ୍ରସ୍ତାବ ଦିଆଗଲା ।
୨୩ ଡିସେମ୍ବର ୨୦୦୫ରେ, ୧୪ଶ ଲୋକ ସଭାରୁ ନିମ୍ନରେ ଦର୍ଶାଯାଇଥିବା ୧୦ ଜଣ ସଦସ୍ୟମାନଙ୍କୁ ବହିଷ୍କାର କରିଦିଆଯାଇଥିଲା:
# ନରେନ୍ଦ୍ର କୁମାର କୁଶ୍ୱହା [[Narendra Kushwaha]] ([[ବହୁଜନ ସମାଜ ପାର୍ଟି]]) – ମିର୍ଜାପୁର, ଉତ୍ତର ପ୍ରଦେଶ
# ଆନ୍ନାସାହେବ ଏମ୍. କେ. ପାଟିଲ ([[ଭାରତୀୟ ଜନତା ପାର୍ଟି]]) – ଇରାନ୍ଦୋଲ, [[ମହାରାଷ୍ଟ୍ର]]
# ୱାଇ. ଜି. ମହାଜନ (ଭାରତୀୟ ଜନତା ପାର୍ଟି) – ଜଳଗାଁ, ମହାରାଷ୍ଟ୍ର
# ମୋନୋଜ କୁମାର (ରାଷ୍ଟ୍ରୀୟ ଜନତା ଦଳ) – ପାଳମାଉ, [[ଝାଡ଼ଖଣ୍ଡ]]
# ସୁରେଶ ଚଣ୍ଡେଳ (ଭାରତୀୟ ଜନତା ପାର୍ଟି) – ହାମିରପୁର, [[ହିମାଚଳ ପ୍ରଦେଶ]]
# ରାଜା ରାମ ପାଳ (ଭାରତୀୟ ଜନତା ପାର୍ଟି) – ବିଲହୌର, ଉତ୍ତର ପ୍ରଦେଶ
# ଲାଲ ଚନ୍ଦ୍ର କୋଲ (ଭାରତୀୟ ଜନତା ପାର୍ଟି) – [[ରବର୍ଟସଗଞ୍ଜ]], ଉତ୍ତର ପ୍ରଦେଶ
# ପ୍ରଦୀପ ଗାନ୍ଧୀ (ଭାରତୀୟ ଜନତା ପାର୍ଟି) – [[ରାଜନନ୍ଦଗାଓଁ]], [[ଛତିଶଗଡ଼]]
# ଚନ୍ଦ୍ର ପ୍ରତାପ ସିଂହ (ଭାରତୀୟ ଜନତା ପାର୍ଟି) – [[ସିଧି]], [[ମଧ୍ୟ ପ୍ରଦେଶ]]
# ରାମସେବକ ସିଂହ ([[ଭାରତୀୟ ଜାତୀୟ କଂଗ୍ରେସ]]) – [[ଗ୍ୱାଲିଅର]], ମଧ୍ୟ ପ୍ରଦେଶ
==ଆଧାର==
|