"୧୪ଶ ଲୋକ ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
'''୧୪ଶ ଲୋକ ସଭା''' (୧୭ ମଇ ୨୦୦୪ - ୧୮ ମଇ ୨୦୦୯), ୨୦୦୪ ମସିହାର ସାଧାରଣ ନିର୍ବାଚନ ପରେ ଗଠିତ ହୋଇଥିଲା । ଏହି ଲୋକସଭା ପାଇଁ ୨୦ ଅପ୍ରେଲ ୨୦୦୪ରୁ ୧୦ ମଇ ୨୦୦୪ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପୂର୍ବ ଲୋକସଭା ତ‌ଥା [[୧୩ଶ ଲୋକ ସଭା]] ଠାରୁ ୬୨ଟି ଆସନ ଅଧିକ ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । କଂଗ୍ରେସ ଦଳର ନେତା [[ମନମୋହନ ସିଂହ]] ଏହି ଲୋକସଭାର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ଏହି ଲୋକସଭା ପାଇଁ ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୮ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।<ref name="rs">{{cite web|title=RAJYA SABHA STATISTICAL INFORMATION (1952-2013)|url= http://rajyasabha.nic.in/rsnew/publication_electronic/rsstatis_inf52-03.pdf |publisher=Rajya Sabha Secretariat, New Delhi|accessdate= 29 August 2017|page=12 |date=2014}}</ref>
 
== ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ==
==Important members==
 
* '''Speaker:''' [[Somnath Chatterjee]], [[Communist Party of India (Marxist)]], [[Bolpur]], [[West Bengal]]
* '''ବାଚସ୍ପତି:''' ସୋମନାଥ ଚାଟାର୍ଜୀ, [[ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)]], ବୋଲପୁର, [[ପଶ୍ଚିମ ବଙ୍ଗ]]
* '''Deputy Speaker:''' [[Charanjit Singh Atwal]], [[Shiromani Akali Dal]], [[Phillaur]], [[Punjab, India|Punjab]]
*'''ଉପ-ବାଚସ୍ପତି:''' ଚରଣଜିତ ସିଂହ ଅଟୱାଲ, ଶିରୋମଣି ଅକାଳୀ ଦଳ, [[ଫିଲ୍ଲାଉର]], [[ପଞ୍ଜାବ]]
* '''Leader of the House:''' [[Pranab Mukherjee]], [[Indian National Congress]], [[Jangipur]], [[West Bengal]]
* '''ସଭା ମୁଖ୍ୟ:''' [[ପ୍ରଣବ ମୁଖାର୍ଜୀ]], [[ଭାରତୀୟ ଜାତୀୟ କଂଗ୍ରେସ]], ଜଙ୍ଗିପୁର, ପଶ୍ଚିମ ବଙ୍ଗ
* '''Leader of the Opposition:''' [[Lal Krishna Advani]], [[Bharatiya Janata Party]], [[Gandhinagar]], [[Gujarat]]
* '''ବିରୋଧୀ ଦଳ ନେତା:''' [[ଲାଲ କୃଷ୍ଣ ଆଡ୍‌ଭାନୀ]], [[ଭାରତୀୟ ଜନତା ପାର୍ଟି]], [[ଗାନ୍ଧୀନଗର]], [[ଗୁଜୁରାଟ]]
* '''Secretaryମହା Generalସଚିବ:''' [[Pପି.Dଡି.Tଟି. Acharya]]ଆଚାର୍ଯ୍ୟ <ref>{{cite web|url=http://164.100.47.132/LssNew/Members/lokprelist.aspx?lsno=14 |title=Fourteenth Lok Sabha |publisher=Lok Sabha Secretariat, New Delhi |deadurl=yes |archiveurl=https://web.archive.org/web/20110703133307/http://164.100.47.132/LssNew/Members/lokprelist.aspx?lsno=14 |archivedate=3 July 2011 }}</ref>
 
==ଆଧାର==