"ଉତ୍କଳ ସମ୍ମିଳନୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
→‎ଇତିହାସ: ଲିଖନଶୈଳୀ
୧ କ ଧାଡ଼ି:
{{ଛୋଟ|Utkal Sammilani}}
'''ଉତ୍କଳ ସମ୍ମିଳନୀ''' ଏକ ଭାରତୀୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ । ଏହା ସନ୧୯୦୩ ୧୯୦୩ରେମସିହାରେ [[ଓଡ଼ିଶାମଧୁସୂଦନ ଦାସ]]ରେଙ୍କଦ୍ୱାରା [[ମଧୁସୂଦନ ଦାସଓଡ଼ିଶା|ଓଡ଼ିଶାର]]ଙ୍କଦ୍ୱାରା ସ୍ଥାପିତ ହୋଇଥିଲା ଓ ବର୍ତ୍ତମାନ ପର୍ଯ୍ୟନ୍ତ ତିଷ୍ଠି ରହିଛିତିଷ୍ଠିରହିଛି ।<ref name="Hindu Times">{{cite web | title=Central Nod to Rename Orissa Welcome | publisher=Hindustani Times (New Delhi) | date=24 October 2009 | accessdate=17 September 2013 | author=Staff Reporter}}</ref>
==ଇତିହାସ==
ଉତ୍କଳ ସମ୍ମିଳନୀ [[ମଧୁସୂଦନ ଦାସ]]ଙ୍କଦ୍ୱାରା ସ୍ଥାପିତ ହୋଇଥିଲା ।<ref name="Odisha Gov">{{cite web | url=http://www.odisha.gov.in/portal/LIWPL/event_archive/Events_Archives/148Death_Annivearsary_Madhusudan_Das.pdf | title=Death Anniversary of Utkal Gaurab Madhusudan Das | publisher=Odisha Government | accessdate=17 September 2013 | author=Unknown author}}</ref> ସନ୧୯୦୩ ୧୯୦୩ରେମସିହାରେ ଏହାର ପ୍ରଥମ ସଭା ହୋଇଥିଲା ଓ ଏଥିରେ ୬୨ ଜଣ ସ୍ଥାୟୀ ସଦସ୍ୟ ଥିଲେ ।<ref name="Shakti Malik">{{cite book | title=Makers of Modern Orrissa | author=Samal, Joy K. and Nayak, Pradip Kumar | year=1996 | pages=48}}</ref> ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ କରିବା ନିମନ୍ତେ ଅଭିଯାନ କରିବା ଏହି ଅନୁଷ୍ଠାନର ପ୍ରଥମ ଲକ୍ଷ ଥିଲା । <ref>{{cite book | title=Indian Political Thought | publisher=PHI Learning Private Ltd | author=Padhy, K.S. | year=2011 | pages=287}}</ref>
କଟକର ଇଦଗା ପଡିଆରେ ଏହି ସଂସ୍ଥାର ପ୍ରଥମ ସମ୍ମିଳନୀ ହୋଇଥିଲା । ଏହାର ପ୍ରଥମ ଅଧିବେଶନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏହାର ଲକ୍ଷ୍ୟ ବୋଲି ଗୃହୀତ ହୋଇଥିଲା । ୧୯୨୦ ମସିହାରେ ଚକ୍ରଧରପୁର ସମ୍ମିଳନୀରେ, [[ଭାରତୀୟ ଜାତୀୟ କଂଗ୍ରେସ]]ଦ୍ୱାରା ସଦ୍ୟ ଆହୁତ ଅସ‌ହ‌ଯୋଗ ଆନ୍ଦୋଳନରେ ଯୋଗ ଦେବାକୁ ସ୍ଥିର କରାଗଲା ।<ref>{{cite book | title=My Life, My work | publisher=Allied Publishers Private | author=Mahapatra, Jarihar | year=2011 | pages=220}}</ref> ସନ୨୦୦୨ ୨୦୦୨ରେମସିହାରେ ଏହି ସଭାରେ ନୂତନ ସଭାପତି ଭାବରେ ବସନ୍ତ କୁମାର ପାଣିଗ୍ରାହୀ ନିର୍ବାଚିତ ହୋଇଥିଲେ ।<ref name="Orissa Matters">{{cite web | url=http://orissamatters.com/2002/11/30/new-leader-of-utkal-sammilani/ | title=New Leader of Utkal Sammilani | publisher=Orrisa Matters | date=30 November 2002 | accessdate=17 September 2013 | author=Pattanayak, Subhas Chandra}}</ref> ବର୍ତ୍ତମାନ (ଅର୍ଥାତ୍ ୨୯-୦୪-୨୦୧୮ରେ ହୋଇଥିବା ନିର୍ବାଚନ ପରେ) ଶ୍ରୀ ପ୍ରସନ୍ନ କୁମାର ନନ୍ଦ ଉତ୍କଳ ସମ୍ମିଳନୀର ସଭାପତି ଓ ଡାକ୍ତର ରବି ରଂଜନ ସାହୁ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି ।{{Citation needed}}
ଉତ୍କଳ ସମ୍ମିଳନୀ ସନ ୨୦୧୦ରେ ଓଡ଼ିଆ ଭାଷାକୁ କ୍ଲାସିକାଲ ଲାଙ୍ଗୁଏଜ ବା ''ଶାସ୍ତ୍ରୀୟ ଭାଷା''ରଭାଷାର ମାନ୍ୟତା ଦେବା ନିମନ୍ତେ [[ଭାରତ ସରକାରଙ୍କୁସରକାର]]<nowiki/>ଙ୍କୁ ଅନୁରୋଧ କରିଥିଲେ ଓଡ଼ିଶା ବାହାରେ ଥିବା ଓଡ଼ିଶାବାସୀଙ୍କ ସୁବିଧା ସୁଯୋଗ ପାଇଁ ଉପ‌ଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଗ କରିଥିଲେ ।<ref name="The Hindu">{{cite web | title=Utkal Sammilani’s demand | publisher=The Hindu | date=7 December 2010 | accessdate=17 September 2013 | author=Staff Reporter}}</ref> ଅତୀତର [[ଇଂରାଜୀ ଭାଷା]]ରେ ଲେଖାଥିବା ଓରିଶା/[["Orissa]]" ନାମକୁ ବଦଳାଇ ଓଡ଼ିଶା/[["Odisha]]" କରିବାରେ ଏହି ସଂସ୍ଥା ମୁଖ୍ୟ ଭୂମିକା ନିର୍ବାହ କରିଥିଲା ଓ ସନ ୨୦୧୦ରେ [[ଆନ୍ଧ୍ର ପ୍ରଦେଶ]]ର ପୋଲାଭରମ୍ ପ୍ରକଳ୍ପକୁ ବିରୋଧ କରିଥିଲା ।<ref name="The Hindu 2">{{cite web | title=Protest Against | publisher=The Hindu | date=15 September 2010 | accessdate=17 September 2013}}</ref>
==ଉତ୍କଳ ସମ୍ମିଳନୀ ଅଧିବେଶନ==
{| class="wikitable"