"ପାରାସେଟାମୋଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଶ୍ରେଣୀ:ଚିକିତ୍ସା ବିଜ୍ଞାନ +)
No edit summary
୬୭ କ ଧାଡ଼ି:
}}
<!-- ସଂଜ୍ଞା ଓ ଡାକ୍ତରୀ ବ୍ୟବ‌ହାର -->
'''ପାରାସେଟାମୋଲପାରାସିଟାମଲ''', ଅନ୍ୟ ନାମ '''ଆସେଟାମିନୋଫେନ''' ବା '''ଏପିଏପି''', ଏକ ଔଷଧ ଯାହା [[ଯନ୍ତ୍ରଣା]] ଓ [[ଜ୍ୱର]] ନିମନ୍ତେ ଦିଆଯାଏ ।<ref name=AHFS2016/> ଏହା ସାମାନ୍ୟରୁ ମଧ୍ୟମ ସାମାନ୍ୟ ଧରଣର ଯନ୍ତ୍ରଣାରେ ଦିଆଯାଏ ।<ref name=AHFS2016/> ପିଲାମାନେ ଜ୍ୱରରେ ଏହି ଔଷଧଦ୍ୱାରା କମ୍ ଉପକାର ପାଇବା ଜଣାଯାଏ ।<ref>{{cite journal|last1=Meremikwu|first1=M|last2=Oyo-Ita|first2=A|title=Paracetamol for treating fever in children.|journal=The Cochrane database of systematic reviews|date=2002|issue=2|pages=CD003676|pmid=12076499}}</ref> ଏହା ଅନ୍ୟ ଔଷଧ ସ‌ହ ମିଶ୍ରିତ ଭାବରେ ମଧ୍ୟ ଦିଆଯାଏ ଯେପରିକି [[ସର୍ଦ୍ଦି ଔଷଧ]]ରେ ଥାଏ ।<ref name=AHFS2016/> ଅପରେଶନ ପରେ ବା କର୍କଟ ରୋଗରେ ହେଉଥିବା କଷ୍ଟ ନିମନ୍ତେ ଏହା ସ‌ହିତ ଓପିଅଏଡ ଔଷଧ ମିଶେଇ ଦିଆଯାଏ ।<ref>{{cite book|url = http://www.sign.ac.uk/pdf/SIGN106.pdf|title = Guideline 106: Control of pain in adults with cancer|author = Scottish Intercollegiate Guidelines Network (SIGN)|publisher = National Health Service (NHS)|location = Scotland|year = 2008|isbn = 9781905813384|chapter = 6.1 and 7.1.1}}</ref> ଏହା ପାଟିରେ ଦିଆଯାଏ ବା [[ମଳଦ୍ୱାରରେ]] ଭର୍ତ୍ତି କରି ଦିଆଯାଏ: [[ଶିରାଭ୍ୟନ୍ତର]]ରେ ମଧ୍ୟ ଦିଆଯାଏ । <ref name=AHFS2016/><ref name=Hoch2014/> ଔଷଧ ପ୍ରଭାବ ୨ରୁ ୪ ଘଣ୍ଟା ରହେ ।<ref name=Hoch2014/>
 
<!-- ପାର୍ଶ୍ୱ ପ୍ରତିକ୍ରିୟା -->
୭୩ କ ଧାଡ଼ି:
 
<!-- ଇତିହାସ ଓ ସଂସ୍କୃତି -->
ପାରାସେଟାମୋଲପାରାସିଟାମଲ ସନ ୧୮୭୭ରେ୧୮୭୭ ଖ୍ରୀଷ୍ଟାବ୍ଦରେ ଆବିଷ୍କୃତ ହୋଇଥିଲା ।<ref>{{cite book|last1=Melgarejo|first1=Brent C. Mangus, Michael G. Miller ; with consultant, Kimberly A.|title=Pharmacology application in athletic training|date=2005|publisher=F.A. Davis|location=Philadelphia, PA|isbn=9780803620278|page=39|url=https://books.google.co.jp/books?id=tV72AAAAQBAJ&pg=PA39}}</ref> ୟରୋପ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଯନ୍ତ୍ରଣା ଓ ଜ୍ୱର ନିମନ୍ତେ ଦିଆଯାଏ ।<ref>{{cite book|last=Aghababian|first=Richard V. |title=Essentials of Emergency Medicine|url=https://books.google.com/books?id=HnbKaRQAXOIC&pg=PA814|date=22 October 2010|publisher=Jones & Bartlett Publishers|isbn=978-1-4496-1846-9|page=814}}</ref> ଏହାର ନାମ [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠା]]ରେ ଅଛି ଯାହା ମୌଳିକ [[ସ୍ୱାସ୍ଥ୍ୟ ସିସ୍ଟମ]] ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । <ref>{{cite web|title=WHO Model List of Essential Medicines|url=http://apps.who.int/iris/bitstream/10665/93142/1/EML_18_eng.pdf?ua=1|work=World Health Organization|accessdate=22 April 2014|date=October 2013|format=PDF}}</ref> ଏହା [[ଜେନେରିକ ଔଷଧ]] ନାମରେ ଉପଲବ୍‌ଧ ହେଲେ ମଧ୍ୟ [[ଟାଇଲେନଲ]] ଓ [[ପାନାଡୋଲ]] ଭଳି ଅନ୍ୟ ନାମରେ ମିଳେ ।<ref>{{cite book|last1=Hamilton|first1=Richard J.|title=Tarascon pocket pharmacopoeia : 2013 classic shirt-pocket edition|date=2013|publisher=Jones & Bartlett Learning|location=Burlington, Ma.|isbn=9781449665869|page=12|edition=27th |url=https://books.google.co.jp/books?id=lwueJ4IAl4oC&pg=PA12}}</ref> ଏକ ଡୋଜର ହୋଲସେଲ ମୂଲ୍ୟ ୦.୦୧ ଆମେରିକୀୟ ଡଲାର ।<ref>{{cite web|title=Paracetamol|url=http://erc.msh.org/dmpguide/resultsdetail.cfm?language=english&code=PAR500T&s_year=2014&year=2014&str=500%20mg&desc=Paracetamol&pack=new&frm=TAB-CAP&rte=PO&class_code2=07%2E1%2E&supplement=&class_name=%2802%2E1%2E%29Non-opioids%20and%20non-steroidal%20anti-inflammatory%20medicines%20%28NSAIMs%29%3Cbr%3E%2807%2E1%2E%29For%20treatment%20of%20acute%20migraine%20attack%3Cbr%3E|accessdate=11 January 2016}}</ref> ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଡୋଜର ମୂଲ୍ୟ ୦.୦୪ ଡଲାର । <ref>{{cite web|title=Acetaminophen Prices, Coupons and Patient Assistance Programs|url=http://www.drugs.com/price-guide/acetaminophen|accessdate=19 February 2016}}<!-- were one dose is 2 tabs of 325 mg --></ref>
== ଆଧାର ==
{{ଆଧାର}}