"ବାଘ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଅଦରକାରୀ ଛାଞ୍ଚ ହଟାଗଲା using AWB |
ଟିକେNo edit summary |
||
୧ କ ଧାଡ଼ି:
{{About|'ବାଘ'||ମହାବଳ ବାଘ}}
{{ଛୋଟ|Tiger}}
{{Speciesbox
| taxon = ପାନ୍ଥେରା ଟାଇଗ୍ରିସ୍ (Panthera tigris)
| authority = (କାର୍ଲ୍ ଲିନାୟସ୍, ୧୭୫୮)
| image = Royal Bengal Tiger at Kanha National Park.jpg
| image_caption = [[ଭାରତ]]ର [[କାହ୍ନା ଜାତୀୟ ଉଦ୍ୟାନ]]ର ଏକ [[ମହାବଳ ବାଘ]]
| status = EN
▲| fossil_range = Early [[Pleistocene]] – Recent
| status_ref = <ref name=IUCN>{{Cite iucn | author1 = Goodrich, J. | author2 = Lynam, A. | author3 = Miquelle, D. | author4 = Wibisono, H. | author5 = Kawanishi, K. | author6 = Pattanavibool, A. | author7 = Htun, S. | author8 = Tempa, T. | author9 = Karki, J. | author10 = Jhala, Y. & Karanth, U. | title = ''Panthera tigris'' | journal = [[The IUCN Red List of Threatened Species]] | volume = 2015 | page = e.T15955A50659951 | publisher = [[IUCN]] | date = 2015 | url = https://www.iucnredlist.org/species/15955/50659951 | doi = 10.2305/IUCN.UK.2015-2.RLTS.T15955A50659951.en | access-date = 23 October 2018}}</ref>
▲| status_system = iucn3.1
| synonyms =▼
| range_map = Tiger_map.jpg▼
| subdivision_ranks = [[Subspecies]]
| subdivision = :''[[Mainland Asian tiger|P. t. tigris]]''
:''
| range_map_caption = ୧୮୫୦ ମସିହା ଓ ୨୦୦୬ ମସିହା ବେଳକୁ ପୃଥିବୀରେ ବାଘ ପ୍ରଜାତିମାନଙ୍କର ଭୌଗୋଳିକ ବ୍ୟାପ୍ତି ଯଥାକ୍ରମେ ହଳଦିଆ ଓ ସବୁଜ ରଙ୍ଗ ଦ୍ଵାରା ଚିହ୍ନିତ<ref name="dinerstein07" />
▲| synonyms =
* ''ଫେଲିସ୍ ଟାଇଗ୍ରିସ୍ (Felis tigris)'' <small>କାର୍ଲ୍ ଲିନାୟସ୍, ୧୭୫୮</small><ref name="Linn1758" />
* ''ଟାଇଗ୍ରିସ୍ ଷ୍ଟ୍ରିୟାଟସ୍ (Tigris striatus)'' <small>ନିକୋଲାଇ ସେଭେର୍ଟ୍ଜୋଭ୍, ୧୮୫୮</small>
* ''ଟାଇଗ୍ରିସ୍ ରିଗାଲିସ୍ (Tigris regalis)'' <small>ଜନ୍ ଏଡୱାର୍ଡ୍ ଗ୍ରେ, ୧୮୬୭</small>
}}
'''ବାଘ''' ବା '''ବ୍ୟାଘ୍ର''' (ଈଂରାଜୀରେ '''Tiger''', ହିନ୍ଦୀରେ '''बाघ''', ଜୀବବିଜ୍ଞାନ ନାମ '''''Panthera tigris''''') ବିଡ଼ାଳ ପ୍ରଜାତିର ସର୍ବବୃହତ ଜୀବପ୍ରଜାତି । ଏହାର କମଳା ରଙ୍ଗର ଚମଡ଼ାରେ କଳା ରଙ୍ଗର ପଟା ପଟା ଦାଗ ଥାଏ ଓ ପେଟଟି ଧଳା ରଙ୍ଗର ହୋଇଥାଏ । ବାଘ, [[ସିଂହ]], [[କଲରାପତରିଆ ବାଘ]], [[ଜାଗୁଆର]] ଓ [[ହିମ କଲରାପତ୍ରିଆ ବାଘ]] ଇତ୍ୟାଦି ଜୀବ ପାନ୍ଥେରା ପ୍ରଜାତି ଭାବେ ପରିଗଣିତ ହୋଇଥାନ୍ତି । ବାଘ ନିଜ ପରିବାସର ଖାଦ୍ୟଶୃଙ୍ଖଳର ସର୍ବୋଚ୍ଚତମ ମାଂସାସୀ ଜୀବ । ଗୋରୁ ଓ ହରିଣ ପ୍ରଭୃତି ତୃଣଭୋଜୀ ପ୍ରାଣୀ ଏହାର ମୁଖ୍ୟ ଶିକାର । ଏମାନେ ମୁଖ୍ୟତଃ ଏକାକୀ ଜୀବନଯାପନ କରନ୍ତି, କେବଳ କେତେକ ପରିସ୍ଥିତିରେ କିଛି ବାଘମାନଙ୍କୁ ଏକାଠି ମିଳିମିଶି ରହୁଥିବା ଦେଖାଯାଏ । ବାଘମାନେ ସାଧାରଣତଃ ନିଜର ଏକ ଶିକାର କ୍ଷେତ୍ର ନିର୍ଦ୍ଧାରଣ କରି ତାହାର ନିୟନ୍ତ୍ରଣ କରନ୍ତି । ଶିକାରର ଚାହିଦା ମେଣ୍ଟାଇ ପାରୁଥିବା ଏକ ବିରାଟ ଅଞ୍ଚଳକୁ ସାଧାରଣତଃ ବାଘମାନେ ନିଜର ପରିବାସ ବା ଶିକାର କ୍ଷେତ୍ର ରୂପେ ଚୟନ କରିଥାନ୍ତି । ଅନେକ କାରଣରୁ ପୃଥିବୀର କେତେକ ଦେଶରେ ମନୁଷ୍ୟ ଓ ବାଘ ମୁହାଁମୁହିଁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।
ନିଜ ଦେହର ସ୍ଵତନ୍ତ୍ର ସୁନ୍ଦର ରଙ୍ଗ ତଥା ଜଙ୍ଗଲରେ ନିଜର ଅଦ୍ଭୁତପୂର୍ବ ରାଜକୀୟ ଠାଣି ପାଇଁ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ମହଲରେ ବାଘ ଖୁବ୍ ଲୋକପ୍ରିୟ । ପ୍ରାଚୀନ ପୌରାଣିକ କଥା, ଲୋକକଥା ଇତ୍ୟାଦିରେ ବାଘଙ୍କ ଉପସ୍ଥିତି ଦେଖାଯାଇପାରିବ ଓ ଆଧୁନିକ ସମୟରେ କଥାଚିତ୍ର, ବୃତ୍ତଚିତ୍ର, ସାହିତ୍ୟ, ପତାକା, ରାଜ ସଙ୍କେତ ଓ କ୍ରୀଡ଼ା ମାସ୍କଟ୍ ଭାବେ ବାଘମାନଙ୍କୁ ଦେଖିବାକୁ ମିଳେ । ବାଘ ହେଉଛି [[ଭାରତ]], [[ବଙ୍ଗଳାଦେଶ]], [[ମାଲେସିଆ]] ଓ [[ଦକ୍ଷିଣ କୋରିଆ]] ପ୍ରଭୃତି ଦେଶର ଜାତୀୟ ପଶୁ ।
{{clear}}
|