"୧୩ଶ ଲୋକ ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଲୋକ ସଭା using HotCat
ଟିକେNo edit summary
୧ କ ଧାଡ଼ି:
{{ଛୋଟ|13th Lok Sabha}}
 
ଭାରତୀୟ ସଂସଦର ତଳ ସଦନ ଲୋକ ସଭାର '''୧୩ଶ ଲୋକ ସଭା'''କୁ ୧୯୯୯ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକସଭାର ସମୟସୀମା ଥିଲା ୧୦ ଅକ୍ଟୋବର ୧୯୯୯ରୁ ୬ ଫେବୃଆରୀ ୨୦୦୪ । ୧୯୯୯ ମସିହାର ସାଧାରଣ ନିର୍ବାଚନ ସେପ୍ଟେମ୍ବର-ଅକ୍ଟୋବର ୧୯୯୯ରେ ଅନୁଷ୍ଠିତ ହୋଇଥିଲା ।<ref name=GE1999StatReportFull>{{cite web|title=Statistical Report on General Elections, 1999 to the 13th Lok Sabha |url=http://eci.nic.in/eci_main/statisticalreports/LS_1999/Vol_I_LS_99.pdf |publisher=Election Commission of India |format=PDF |accessdate=14 July 2014 |deadurl=yes |archiveurl=https://web.archive.org/web/20140718183222/http://eci.nic.in/eci_main/statisticalreports/LS_1999/Vol_I_LS_99.pdf |archivedate=18 July 2014}}</ref>