"୧୦ମ ଲୋକ ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ଭାରତୀୟ ସଂସଦ<nowiki>ର</nowiki> ତଳ ସଦନ ଲୋକ ସଭା<nowiki>ର</nowiki> '''..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେNo edit summary
୧ କ ଧାଡ଼ି:
[[ଭାରତୀୟ ସଂସଦ]]<nowiki>ର</nowiki> ତଳ ସଦନ [[ଲୋକ ସଭା]]<nowiki>ର</nowiki> '''୧୦ମ ଲୋକ ସଭା'''ପାଇଁ ୧୯୯୧ ମସିହାରେ ସାଧାରଣ ଅନୁଷ୍ଠିତ ହୋଇଥିଲା । ଏହି ଲୋକସଭାର କାର୍ଯ୍ୟକାଳ ଥିଲା ୨୦ ଜୁନ ୧୯୯୧ ରୁ ୧୦ ମଇ ୧୯୯୬ । ଏହି ଲୋକସଭା ପାଇଁ ୧୯୯୧ ମସିହାରେ ମଇ-ଜୁନ ମାସରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୯୯୧ର ସାଧାରଣ ନିର୍ବାଚନ ପରେ [[ରାଜ୍ୟ ସଭା]]<nowiki>ର</nowiki> ୪ ଜଣ ସଦସ୍ୟ ଲୋକସଭାକୁ ମନୋନୀତ ହୋଇଥିଲେ ।<ref name="rs">{{cite web|title=RAJYA SABHA STATISTICAL INFORMATION (1952-2013)|url= http://rajyasabha.nic.in/rsnew/publication_electronic/rsstatis_inf52-03.pdf |publisher=Rajya Sabha Secretariat, New Delhi|accessdate= 29 August 2017|page=12 |date=2014}}</ref>
 
ଏହି ଲୋକସଭାରେ କଂଗ୍ରେସ ଦଳ ସମୁଦାୟ ୨୪୭ଟି ଆସନ ଗ୍ରହଣ କରିଥିଲା, ଯାହାକି ପୂର୍ବ ଲୋକ ସଭା ଅର୍ଥାତ [[୯ମ ଲୋକ ସଭା]] ଠାରୁ ୪୭ଟି ଆସନ ଅଧିକ ଥିଲା । ଏହି ନିର୍ବାଚନ ପରେ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ [[ପି. ଭି. ନରସିଂହ ରାଓ]] ଭାରତର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ । ତାଙ୍କର କାର୍ଯ୍ୟକାଳ ଥିଲା ୨୧ ଜୁନ ୧୯୯୧ରୁ ୧୬ ମଇ ୧୯୯୬ । ଏହାପରେ [[୧୧ଶ ଲୋକ ସଭା]] ୧୯୯୬ ମସିହା ସାଧାରଣ ନିର୍ବାଚନ ପରେ ୧୫ ମଇ ୧୯୯୬ରେ ଗଠିତ ହୋଇଥିଲା
 
==ଗୁରୁତ୍ୱପୂର୍ଣ୍ଣ ସଦସ୍ୟ==
* '''ବାଚସ୍ପତି:'''
** ଶିବରାଜ ପାଟିଲ (୧୦ ଜୁଲାଇ ୧୯୯୧ରୁ ୨୨ ମଇ ୧୯୯୬)
* '''ଉପ-ବାଚସ୍ପତି:'''
**ଏସ୍. ମଲ୍ଲିକାର୍ଜୁନାୟ (୧୩ ଅଗଷ୍ଟ ୧୯୯୧ରୁ ୧୦ ମଇ ୧୯୯୬)
*'''ମହା ସଚିବ'''
**କେ ସି ରସ୍ତୋଗି (୨୦ ଜୁନ ୧୯୯୧ରୁ ୩୧ ଡିସେମ୍ବର ୧୯୯୧)
**ସି କେ ଜୈନ (୧ ଜାନୁଆରୀ ୧୯୯୨ରୁ ୩୧ ମଇ ୧୯୯୪)
**ଆର୍. ସି. ଭରଦ୍ୱାଜ (୩୧ ମଇ ୧୯୯୪ରୁ ୩୧ ଡିସେମ୍ବର ୧୯୯୫)
**ଏସz. ଏନ୍. ମିଶ୍ର (୧ ଜାନୁଆରୀ ୧୯୯୬ରୁ ୧୦ ମଇ ୧୯୯୬)
 
==ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ==
ବିଭିନ୍ନ ରାଜନୈତିକ ଦଳରୁ ୫ମ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ତାଲିକା ନିମ୍ନରେ ଦର୍ଶାଯାଇଛି-
{| class="wikitable"
|-
!S.No.
!Party Name
!Number of MPs
|-
|1
|[[Indian National Congress]] (INC)
|252
|-
|2
|[[Bharatiya Janata Party]] (BJP)
|121
|-
|3
|[[Janata Dal]] (JD)
|63
|-
|4
|[[Communist Party of India (Marxist)]] (CPI(M)
|36
|-
|5
|[[Communist Party of India]] (CPI)
|14
|-
|6
|[[All India Anna Dravida Munnetra Kazhagam]] (AIADMK)
|12
|-
|7
|[[Jharkhand Mukti Morcha]] (JMM)
|7
|-
|8
|[[Telugu Desam Party]] (TDP)
|7
|-
|9
|[[T.D.(V)]] (TD(V))
|6
|-
|10
|[[Revolutionary Socialist Party (India)]] (RSP)
|5
|-
|11
|[[Janata Party]](Janata Party)
|4
|-
|12
|[[Shiv Sena]] (SS)
|4
|-
|13
|[[Bahujan Samaj Party]](BSP)
|3
|-
|14
|[[Forward Bloc (Marxist)]] (FB(M))
|3
|-
|15
|[[Nominated]] (NM)
|3
|-
|16
|[[Indian Union Muslim League]] (IUML)
|2
|-
|17
|[[All India Forward Bloc]] (AIFB)
|1
|-
|18
|[[All India Majlis-e-Ittehadul Muslimeen]] (AIMIM)
|1
|-
|19
|[[Asom Gana Parishad]] (AGP)
|1
|-
|20
|[[Communist Party of India (Marxist-Lennist Liberation)]] (CPI(ML)L)
|1
|-
|21
|[[Indian National Congress (Socialist)|Indian Congress (Socialist)]] (Congress (S))
|1
|-
|22
|[[Indian National Congress]] (Congress)
|1
|-
|23
|[[Haryana Vikas Party]] (HVP)
|1
|-
|24
|Independent (Ind.)
|1
|-
|25
|[[Kerala Congress ]] (KC)
|1
|-
|26
|[[Manipur People's Party]] (MPP)
|1
|-
|27
|[[N.P.C.]] (N.P.C.)
|1
|-
|28
|[[Samata Party]] (SAP)
|1
|-
|29
|[[Sikkim Sangram Parishad]] (SSP)
|1
|-
|}